ସତ୍ତ୍ୱେଜମ ଭଲକୁ ମୁହଁପୋଠ କସିନ୍ଧୁ, ତୋଫାନତାରୁ ଏଡ଼େ ସହଜରେ ସେ ଉଡ଼େଇ ଦେଇ ପାଈନାହଁ, ମୁହଁ ଅମ୍ବି ଛ ମେଘପର୍ ।
କଥା ନଅସରେ ବଳୀଦତ୍ତ ଗିଈଲଗିଛୁ ଖାଦ୍ୟ, ବାରପଣ ଶେଷ । ପେ*ର ଭେକ ନଭଗଲଣି । ଦେହରେ ପୂଣ ଆସିଲଣି ଶାନ୍ତ । ହଠାତ୍ ଢାର ଖିଆଲ ହେଲ —କେଡ଼େ ବଡ଼ କଥା ସେ ଭୃଈଯାଇଛୁ ! କୌତୁକ ଲାଗିଲା । ଫାଳନା ହସି ସକେଇ ସେ କହଲ, ‘‘ଶୁଣିଲଣି ସରେଜ୍ ! ଆଳ ଫଲ ବାହାଈଗଲ, ଅଫିସQଢରେ
ଏକା ମୋଣ୍ ହେଲ ପ୍ରମୋସନ୍ ।”
ସଗ୍ରେକମ ଚମକ ପଞ୍ଜଲ । ମୁହୂତ୍ତକେ ଭା’ର ମୁହଁର ମେଘ ଭଙ୍ଗିଯାଇ ଢେରଲ ଖଗ୍ । ହସି ହସି ଝାଙ୍କିହୋଇ ଠିଆହୋଇପଡ଼ କହଲ, "ঘeে! କହନା ଏତେବେଳଯାଏ ! ଏଡ଼େ ଭୁଲଲେକ ଢମେ !”
ପଛ ଛକଥା ଗଳ୍ପ ଉଡ଼ ଭୂମ୍ହୋଇ, ବସ୍ତୁବାଦୀ ଦୁଆ ର କାଉଁଟ୍ରମନ୍ତ୍ରରେ ମୋହଳ, ଦୁଇଟି ଦୃଦୟ ଆଉଳ ଆସିଲ ପାଖକୁ ପାଖ, ଏକା ଛନ୍ଦରେ ଘୋଟିଗଲ ମୋ ବାଳ ଉଠିଲେ
ସେ ଛx ଛନ୍ଦର ନାଁ ଶାବ୍ଦ ଲ ବକ୍ଷୀķଢ ନୁହେଁ, ତା ନାଁ ଗୃକଣ୍ଠଆର ପ୍ରମୋସନ୍ । । ଦୁଇଟି ଚଢ଼େଇ ପାଖକୁ ପାଖ, ଖୁଆଁ ଟୁଇଁ । ଖୁଇଁ ବଡ଼ ହେଉ ଟିକିଏ, ତଥାପି ତା ନାଁ ଖୁଆ ନୁହେଁ । ଗୃକଣ୍ଠଆର ପ୍ରମୋସନ୍ । ଖୁଆଁ ଚଢ଼େଇ କାଠିକୁଝା ବୋହୁଆଣି ବସା ବାନ୍ଧିଦେଇଛୁ । ଛୁଇଁ ଡମ୍ଭ ଦେବ । ଭା'ପରେ ଏଇ ନୂଆଘର, સુઝિ? ଆଉ ଡମ୍ଭ ।
ଘୃକଈଅର ପ୍ରମୋସନ୍ ।
ସରେମ ପାନ ବଢ଼େଇଦେଲ, ବଳୀଦତ୍ତ ପାନଖିଲଟି ଓଲଝାପାଖେ ପାଟିରେ ପୂରେ ପୂରେଇ ଗୋଜା ପାଖଟି ଉଦ୍ଦଙ୍କେଇ ଦେଲ ସଫ୍ରେଶମୀର ମୁହଁକୁ, ହସି ହସି କାମୁଡ଼ ନେଲେ । .ସଗ୍ରେଜ ହସି କହିଲ "ସ୍ତା ପରେ ?"
ଢା ମୁହଁର ଭଙ୍ଗୀକୁ ପ୍ରମୋସନ୍ର ଭାତ୍ପର୍ଯ୍ୟ ଶିଷୟରେ ପ୍ରଶ୍ନ ବୋଈ ଅର୍ଥ କର ବଳୀଦତ୍ତ କହଗଲ, ‘‘ୟା ପରେ ଆଉ କଣ ?” ହୁଏତ ଭଲକର ମୁଠିଏ ଖାଇ ପାଈବା, କାରଣ ଦରମା ପଞ୍ଚସ୍ତଶରୁ ଡେଇଁଲ ଦେଢ଼ଶକୁ । କାଈଠ୍ ଚପଶୁଖିଟିଏ ମିଲବ । ବସା ବଦଲବ ଭ ନଣ୍ଡପ୍ସ, ଏମିଦ୍ଧ ସି. ଝାଇପ କ୍ୱାର୍ଟରରେ ଢ ଆଉ ଚଈବ ନାହଁ ଆମର । ସେ ଯା ହଉ, ଏ ପ୍ରମୋସନ୍ରେ ଲଭ ଜାଣ ଏହକ ଯେ ନାବାଲିକ ପଣ ା କଟିଗଲ, ଆମେ ଆଉ କିଗ୍ମ ନୋହୂ, ସାନ ହଉ ବଡ଼ ହଉ ଆମେ 4 ଅଫିସର । ରୁଝି ଲ, ଆମେ ଵ ଅଫିସର । କର୍ମରେ ଥିଲେ ଆମେ ଦ ମହାପାଞ୍ଚ ହେବା ଆମେ ଈଁ ସାହେବ ହେବା, ରୁଝିଲ ? ଖାଲ ଦନାକେତେ ପରଶ୍ରମ ଆଉ ପରିଶ୍ରମ