ନାସାଣି
ପଦୋନ୍ନ କଣ ହୁଏନାହଁ ? କେବେ ହୋଇଛୁ, କେତେ ହେବ । ଉତ୍ତର ନଦାନ ବା କଣ ? ବହଁରେ ଅଛ କଣ, କଣ ବା ନାହଁ ? କିନ୍ତୁ ବଳୀଦତ୍ତ ଏ ମୁହୂ ର୍ଭରେ ଐତହାସିକ ନୁହେଁ, ନୁହେଁ ଦାର୍ଶର୍ଣ୍ଣକ ବା ବୈଜ୍ଞନ୍ଧନ, ସେ ସାଫଲମ୍କ୍ତ ମନୁଷ୍ୟ, ମୋହମାସ୍ଟାରୁ ଆନନ୍ଦ ପାଏ, ଏବଂ ଏ ଜୀବନ
ଢର ସାଫଲର ଧାରଣା ଆବଦ୍ଧ ରହିଛୁ ଟୁଲ୍ଟକଈରେ, ଭାର ସ୍ଥଳରୂପ ଖାଈ କଣ ଅଧିନା କେତୋଟି ୪ଙ୍କା ? କେବଳ ଧନ ଲଭର ଅନନ୍ଦ ? 'ନୁହେଁ । ଯେପଣକ ସେ ପଦୋନ୍ନତ୍ତ ଢାର ବ୍ୟକ୍ତଶ୍ବର । ଏଙ୍କଙ୍କ୍ ଗଓ, କେଶବ ନାରୁ, ମଧୁବାରୁଙ୍କଠୁ ସେ ବଡ଼ ହୋଇଛୁ, ସାଧାରଣ ଜ୍ଞାଦନ ଭିତରେ ସେ ସେତକ ଏସାଧାରଣ ହୋଇଛୁ, ଏଷକରେ ଅଳ୍ପକେବ ନାହଁ, ଆହ୍ମଣ ଦୂରକୁ ମାଣ୍ଡବ, ଦୂରକୁ ବାଧ୍ଯ Qଣେ ନାହିଁ, ଆଖିରେ ଆଶାର ଧୂଆଁ, ସାନ ସାନ ଦୁଇ ହାତପାପୁଲକୁ ଏକାଠି ମୁଠଏ, ପାଣି ଖୋଲେ, ଖରବରେ ମୁହରୁ ହସ୍ବର ଧାର ବୋହଯାଏ, ବର୍ଲାଦତ୍ତ ଦାସ୍ ଡେଇଁ ଡେ ବାର ରୁଲେ । ?
ହେରୁ ହେଲ ଦିନଠୁ ମନେ ପଡ଼ ଛୁ, କାହାଈକ ସେ ଦେହ ଜୋର୍ ରେ ନାହଁ, ଭାର ଆକୃତ ସାନ ଦେଖି ଲେକେ ଭା ଅଗରେ ବେକ ଡେଶ ଗୃହଛଶ୍ର, ଗ୍ରତ ଫୁଲେଇଛନ୍ତି, ଭାହାଶ ଉପରେ ବଳ ଝଡ଼େଇଛନ୍ତ । ସବୁ -ସେ ସହଛ, ଜାଣି ଜାଣି କଣ୍ଠଆଗୋଲକୁ ଯାଇନାହଁ, ଖେଳ କସରଠ୍ ସେ ଆଡ଼େଇ ଥାଏ, କାହାଈକ ନାହଁ ବୋଲି ସେ କହନାହଁ, ପ୍ରଶ୍ନବାଦ କଈନାହଁ; ଭାରଢମ୍ୟରୁ ଗୋଟାଏ ଗୁଣ ସେ ଆପେ ଆୟତ୍ତ କରିଛୁ, ବଳରେ ମୁହାଁମୁହଁ ନ ହେବାର ଗୁଣ, ଝଣ୍ଡାପଣ ଟେକ ଧାଇଁଯାଇ ଭୁଷୁଡ଼ ପଡ଼ବା ::ଅପେକ୍ଷା ପିଠେଇ ଦେଇ ଆଡ଼େଇ ରହ ସେ ଢାର କାର୍ଯ୍ୟ ଉଚ୍ଚାର କଉଛୁ । ଭେନକୁ ନ ମୋଭୂ ମୋଡ଼ପାଈ ଶିଖିଛୁ ସେବାରେ, ବନରେ ଓ ପ୍ରଶଂସାରେ । ଇପ୍ସଲରେ ସେ ଗୁଡ଼ ବସ୍ତୁ, ଭଲ ପିଲ, ମାଷ୍ଟରମାନଙ୍କୁ ବେଶି ଦଳା ସେ ଦେଇନାହିଁ, ବରଂ ଗୁ ପ୍ତରେ ଖବର କହିଛୁ କେଉଁ ପିଲା କ ଦୁଷ୍ଟାମି କରେ, •ଶାସନର ଉପାୟରେ ସାହାଯ୍ୟ କରଛୁ । କଣ୍ଠରେ ସେହ ଉପାସ୍ଟରେ ସେ ଉପରକମାନଙ୍କ ପ୍ରି ରୂପାନ୍ଧ, ଭଗବାନ୍ ଢାକୁ ହାତରେ ଶକ୍ତ ଦେଶ ଦେଇନାହଁ, ନଦେଉ,—ଅନ୍ତୁ ନଜକୁ ‘ବାହ ବାହ’◌ଏ, କୌଶଳୀ ସେ, ରୁଦ୍ଧି ର୍ଯସ୍ୟ ବଲଂ ଭସ୍ୟ, ଠେକୁଆ ହୋଇ ବେଶ୍ ଭାର ଚଲେ ।
ମଯ ଚଲେଇ ହାଢେ ହାରେ ପରୀକ୍ଷାରୁ ଫଲି ପାଇ ସେ ? ପ୍ଲ ରୁଣା କାନ୍ଥ ଗୁଡ଼ ଆସିଦ୍ଧ ଅଫିସ ଘରେ, ଏଣିକ ସେ ସଢେଜ, ସୁନ୍ଦର, ଶନ୍ତୁ #ଜର ନୂଆ ଚେହେଟ୍ସ୍ ନଜକୁ ଆରେଇ ନାହଁ । ସେ ବହୁଲ ।