“ମନେ ମନେ ଲଟ୍ ସାହେବ୍ ହୋଇଗଲ, ନୁହେଁ ? କନ୍ତୁ, ଦେଖୁଚ ଏଇ କଲମ, ସ୍ଟାର ଏକା ଗାରକେ ଢମର ଦାନାପାଣି ଉଠିପାରେ ---”
ଗମ୍ଭୀର ସମସ୍ତେ, ବଡ଼ବାରୁଙ୍କ କଥାରେ ସା’ ଦେବାକୁ ହେବ ଅଥଚ ପଦ ତୁଣ୍ଡ ଖୋଲ୍ କହିଲେ ବଡ଼ବାରୁ ନ ଥିଲବେଲେ ଘରବାରୁ ଢାଙ୍କର ଘରତ୍ବ ଦେଖାଇବେ । ଢେଣୁ ସମସ୍ତେ ଭୁଦ୍ଧହୋଇ ଘରବାକୁ, ଭଲପାରୁ ଢାଳସାଏ ଗୃହ୍ମା ଥାନ୍ତ ମରସ ମୁହଁରେ, ପରେ କହହେବ,—ମୌନ ସହାନୁଭୂଷ, କଣ କqଯାଏ ?
ବୀରବାରୁ ଆକୁଳ ହେଲେଣି,—“ସାର ସ୍ତ୍ରୀ ବେମାର, ହାତରେ ରେଷେଇ କର ଆସିବାକୁ ପଡ଼େ, ଫେର, ଆଳକାଲ ସୋଉ କାଠ ସାର, ଖାଲ ଓଦା, ଫୁକ୍ତି ଙ୍କୁ ପ୍ରାଣ ଯାଏ, ପିଲ ଦ୍ଧ’ତାଙ୍କୁ ଦଳା ଖୋଇଦେଇ ନ ଆସିଲେ ଦିନସାକ ବୋବୋଉଥିବେ,—ଦ୍ଧ’କୋଶ ଦୂରରେ ଅଛ, ମୋତେ ପନ୍ଦର ମିନତ୍ ଏପାଖ ସେପାଖ ସାର ।”
"ଆରେ ଭୂକ୍କୋ, ବହୃତ ଶୁଣିଦ୍ଧ ଏ ସବୁ କଥା, ଶୁଣି ଶୁଣି ବାଳ ପାଇଲଣି, ଆମର ଆଉ ଘରଦୁଆର ଅତ୍ମ କ, ହେଁ—ପିଲଙ୍କୁ ଦୁଧ ଦେବାକୁ ଇଂପାନ କାମ ଡେର କରୁଥବ, ନାଇଁ ? କଣ ଗ୍ରଷଦଉନ ? ଘରେ ଥାଇ ଚୂଲ ଫୁଙ୍ଗୁଥ, ସ୍ତ୍ରୀକୁ ପଞ୍ଚ ଗ୍ରନ୍ଧକ ଦଉଥ, କଥା କହ ଶିଖିତ, ଉପନ୍ୟାସ ଲେଖ, ଉପନ୍ୟାସ ଲେଖ, ଭଲ ଲେଖି ଆସିବ—'"
“ମିଛ ନୁହେ, ସ୍ତ୍ରୀ ବେମାର ସାର —"
“ତ ସେଥିରେ କ୍ୟୁପାନ୍ଧର କି ଗଲ ହେ ? ଆମେ କଣ ଏଠି ଡାକ୍ତରଖାନା ଖୋଲି ବହିଁଠୁଁ ସ୍ତ୍ରରେ ନା ଅନାଥାଶ୍ରମ ? ହଇଏ, କହଲ ଢମେ ସରୁ ! — ପ୍ରତ୍ୟେକ୍ ଦିନ୍ ଡେଶ—ପ୍ରତ୍ୟେକ୍ ଯନ୍ ଡେଶ, ମଣିଷ କେତେ ସହେ ? ଏ ? କଣ ଇଂପାନ ଘର ଝଙ୍କା ଢମେ ପୋଲ ପାଇଲ ନା କଣ୍ ହେ ? ଆଚ୍ଛା, ଏ ଢ ଗଲ ଏକ ନମ୍ବର ↓ସ, ପୁଣି ଶୁଣ,—ମେ କେଇଟା ଈର୍ଦ୍ଧା, କେତେଦନ ହେଲା ବାକ ପକେଇଲଣି କହୁଲ ? ଦଉତ ଆଳ ଥଣ୍ଡା କଣ—"
“ସାର –ସାର —ମୋତେ ଦ’ଦିନ ଗଡ଼, —ଆପଣ ଢ କହିଥଲେ ଆପଣ ଜେ ଟିକିଏ ଭଲ କଈ ସାଞ୍ଚ କଲେ ଭା’ପରେ ଈହେଁ ଲେଖିବାକୁ " “ତ ସଞ୍ଜରେ କି ସକାଲେ ଗଲ କୋଉଠି ? ଏଁ "
ସମସ୍ତେ ମୁହଁ ହଁ ହେଲେ । ଅତଏବ, ଅସଲ୍ ଘଗର କାରଣ -ଏତେବେଳେ ରୁଝାଗଲ, ସମସ୍ତେ ବରକ୍ତ ହେଲେ ୩ରବାରୁଙ୍କ ମୂର୍ଖଢାରେ । କାନ୍ଦ କାନ୍ଦ ହୋଇ ଖରବାରୁ ମହିଲେ—"ସାର ମୋ ସ୍ତ୍ରୀ ବେମାଇ, ସକାଲେ ଡାକ୍ତର ଡାକଗଲ, ସକ୍ରରେ ଗଲ ଓଷଧ ଆଣି, ଢା ଛଡ଼ା ଢ ହାତରେ