, “ଦେହକୁ ଢ ଲ ନାହଁ; କନ୍ତୁ ଏଇ ବାହ୍ୟ ବାଦ୍ ଶୁଣିବାଲୁ ଏ ପାଗଲ ଆପଣାର ସର୍ବସୁ ଜାଲଦେଇ ବସୁଛ, ପାଉଛ, ଗୁଇ ପାଶ୍, ସମସ୍ତେ ବାଃ ବାଃ କଈ ଊଦ୍ୟ ଖୋମାମନ୍ କଣ ଏଗିସ୍ତେ ଚଲନ୍ ଆର ବନ୍ଧୁ ସାକ୍ ରୁଲେପ୍ସ । ଆରେ ପାଗଲ, ଏ. ସବୁ ପାଗଳାମି ଛଡ଼ା କିଛ ନୁହେଁ, ଗୁଳର ନ କଣ୍ଠରୁ,—ଟୁଡ଼ଦେ, ରୁକଣ୍ଠ
"ଏକଥା ଆପଣ କନାହାନ୍ତ ସଣ୍ଡ୍ ଦା, ଏକଥା କିଛୁ ଆପଣଙ୍କ ପରର,” ଭକ୍ତଭାବେ ମୁଖ ବିକୃଢକର ନନ୍ଦ ନକଲ, "ସମସ୍ତେ ଜାଣନ୍ତ ବଙ୍ଗାଲୀମାନଙ୍କୁ ଭଲ ↓କଈ କଈ ଆସେ, ଇଂରେଳ୍ ଆଗ ସେଠ ପହଞ୍ଚଥିଲେ, ସେମାନେ ଆଗ ଇଂରେଶ ପରି ଥିଲେ । ଭା’ ବୋଲି ଆମକୁ ଢ ଢା’ ଆସେ ନାହିଁ ! ଆମେ ଢ ଢା ପାଶରୁ ନା—"
“ର୍ନା ପାର ଵ ତୋଗୁ ମର, ଅଭୋ ବଜ୍ ବକ୍ କସେର ?”
ଶୋନୋ ନନ୍ଦ —” ସମ୍ମୁ ଦାଙ୍କ ସ୍ବର ଗମ୍ଭୀର, ସେ କିଛି କରନାହାନ୍ତ, ଯାଦୁକରର ଠାଣି, କଛୁ ଭସ୍ତାନକ, ନାଟକରେ ବୈନାଶିକର ରୂପଚ୍ଛନ୍ତ୍ରୀ, କାଖଢଲେ ବୋମା, ସମସ୍ତେ ରୂପ୍.. —
• ଣୋନୋ ନନ୍ଦ, ଶୁଧ ଗାଏର ଜୋରେ କରନ୍ତି ଫଲଏ ନା, ରୁଝିଲେ ? -- ଆରେ, ସମସ୍ତେ ଚୁପ୍ତ୍ ପଡ଼ିଗଲେ ସେ’’। ଢାପରେ ଢାଙ୍କର ଅଖଳା ଧୀର ହସ, ମନେପକାଏ ବନ୍ଧୁ, କହେ ସେ ଭାନ୍ତି କ । ପୁଣି ବାଭାବରଣକୁ ସହଜ- କଦେଇ ସେ ଚଲେଇଲେ ତାଙ୍କ ସାଧାରଣ ଗଳାରେ,—
“ରୁଝିଲ ନନ୍ଦ, ଅପ୍ରି ୟ୍ କଥା କହିବା ସେଢ଼େ କଷ୍ଟ ନୁହେଁ, ଅପମାନ ଦେବା ଅସ୍ପୃଶ୍ୟ ସହଜ । ତୁମେ ଯେମିତ ଓଡ଼ିଆ ବୋଲି ଗର୍ବ କର, ମୁଁ ବି ସେମିତ ବଙ୍ଗାଲୀ ବୋଲ ଗଙ୍କ କଈପାରେ, ଅଥଚ ଆମେ ଏକା ମାଛି, ଏକା ପାଉଁଣ, ଗଳ୍ପ କଣ୍ଠବାର ଗୋଟିଏ କିଛୁ ଗୁଣ ମନ ଆଗରେ ଧଈ ରଖିଲେ ହେଲ । ଭୁମେ ଗଙ୍କ କୃପାର, ତୁମେ ଆଖି ଥାଇ ଥାଇ ଅନ୍ଧ, ମୁଁ ଗଳ୍ପ କଣ୍ଠପାରେ, ମୋର ଅଖି ଅଛୁ । ଅମ ଗବରେ କିନ୍ତୁ ଭୂଇଁ ଢାଡ଼ ହେବନାହିଁ । ବଙ୍ଗାଲୀ ଗୃକଈ କରି ଶିଖିଲେ— ବେଶ୍ ଭଲ, ତୁମେ ସେ ପଶସ୍ଥିତରେ ଥିଲେ ସେ ଦେଢ଼ଶ ବର୍ଷର ଷ୍ଟାର୍ଟ୍ ପାଇଥିଲେ ତୁମେ ଵ ଶିଖିଥାନ୍ତ ଆଦୃଶ ଭଲ, ଅଙ୍ଗୁର ଖଟା କଖିବା ଢମର ଆଉ ଦରକାର ପଡ଼ନ୍ତା ନାହଁ । ଏ ହେଲ ଅର୍ଥନୈତକ ସମସ୍ୟା, ଏ ବଷରେ ସଂଜ୍ଞର୍ଭୂତା ଉପୁଜାଇ ପ୍ରାଦେଶିକ ଲଢ଼େଇ ଲଗେଇଲେ ଢମେ ବି ହବନାଇଁ ଗୋପବନ୍ଧୁ ଦାଶୀ