ଦନା ପାଣି
–ଦର୍ଶନ ପାଇ ଆଦାନ ପ୍ରଦାନରେ ସିଗାରେଟ୍ର ଧୂଆଁ ଉଡ଼େଇ କଥା କଥାକେ ସେ ପକେଇଲ ବମ୍ବାଇର ନାଚ କଥା, କ୍ରମେ ଶୁଭ୍ରାଙ୍ଗ ଘର ନାଚ କଥା, ଗାଇଗଲ ଅନେକ ପ୍ରଶଂସା,—ଢାର ମୋତେ ଢ଼ଳାରେ ଝଙ୍କାର ସ୍ବାର୍ଥ,—ଆଗେଇଗଲ ବହୁତ ଦୂର । ବଳୀଦତ୍ତର ଘରପକୁ ବ ଲେକେ ପ୍ରଶଂସା କରନ୍ତ, ଶୁଣି ଶୁଣି ଲଗେ,— ମିଛ ବା କଣ !
ଭବେ ସଙ୍ଗେମର ବିକାଶ ଘଟିବାପାଇଁ ସରୁ ସୁବଧା ଦେବା ଭାର ଦାୟିତ୍ବ । ସ୍ବର ସଂଯୋଗ କଲେ ସବୁ ଗାଇହୁଏ ।
ତା'ଚୂଡ଼ା—ବାକୁ କେତେବେଲ ବା—ସେ କାମିକା ଲେକ । କୁମ୍ପାମର ପ୍ରାର୍ଥ ଜମି ଗୃକଈର ଏବେ ଗହଳ ନାମ, ବେଲ ମିଳିଲେ ଜଳର ହୃତପାଇଁ
ମଝି ରେ—ଢାର କଡ଼ିଭୂ । ସୁଦ୍ଧଧା ମିଲଛୁ, – ସେ—ମଣିଷ ଚଗୁଏ । ଞବ୍ଦୀରେ ସେତେବେଳେ ଢାର କ୍ଷୁ ଦ୍ର ଶବ୍ଦରଟିକୁ ସେ ସ୍ତୂତ କଶଣ୍ଟଏ ଭଙ୍ଗୀରେ, ଦେଖେ ଅଧନ୍ତନମାନଙ୍କ ଉତ୍ପ-ବହ୍ଵଳ ଆଖି ଯେତେବେଲେ ଭାର କଲମର ଆଞ୍ଚ ଡ଼ାରେ ଫଡ଼ା ଫଡ଼ା ଉଡ଼ଯାଏ ସାନ ମଣିଷଙ୍କ ଦାନାପାଣି, କେବେ ଶୁଣେ ଦ୍ବା ଆକୁଲ କାହା ଅନୁଭବ କରେ ଆପଣାର ବଡ଼ପଣ । କଥାରେ ଗର୍ଜୁନ ଗୁଥିବା ଢା ପକ୍ଷରେ ସମ୍ଭବ ନୁହେଁ—ସେ କାମର ମଣିଷ–-ତେଣୁ ଖୁର ପଈ ଚଲେଇQଏ କଲମ । ସଂସ୍କାର ନାଁରେ କଢାଲ କରୁ କରୁ ଅସେ ଗଭୀର ଆତ୍ମପ୍ରସାଦ, ଯେପରକ ନକର କୋଭଘ ଅପରରୁ ହଁ ସେ ନର୍ଭ ୟୁଗ୍ବେ ସଫାସୁରୁଘ କଈ ଗଢ଼ି ଉଠୁଛୁ ଉପରକୁ ଉପରକୁ ।
ଜାଣିବା ଲେକେ ଭାଲୁ ସମପର ଡରନ୍ତ, ସେ ଖୁସି ହୁଏ, ସେ ବଣ୍ଡାସ କରେ କାମପାଇଁ ଡର ସ୍ବାସ୍ଥ୍ୟକର । ସେ କଶ୍ବାସ କରେ, କାମିକା ମୁହଁ ହସ ଖୁସି ଜକ ଜକ Qଶିବା ଉଚ୍ଚର ନୁହେ, ସୁସ୍ଥ ଶାନ୍ତ ଆଉ ମାଦଲା ଅଲସୁଆ ପ୍ରାୟୁ ଏକା କଥା । ଭେଣୁ ସେ ଓର ଉଣେ, ଚୁପୁଲ ଶୁଣେ ଏବଂ ଏ କାର୍ଯ୍ୟରେ ଭାର ଖଳ ହୁଏ ବହୁଭ ବେଳ । କାମକଈ ସେ ନାଁ କମାଏ, ଲେକେ ଢାର ବ ପ୍ରଣଷ୍ଟ୍ରି ଗାଆନ୍ତ ।
କେବଲ,—ଡର ଲଗେ ମିଷ୍କର ଶ'ଙ୍କୁ । ସେଠି କାଢ ପାଏନାହୁଁ, ଆହୁଲ ଚଲେନାହଁ, ସବେଳ ଶୋଇରହିଛୁ ଅଥଳ ଅନ୍ଧାଈ ପାଣି, କନ୍ତୁ କେବଲ ଅନ୍ଧାର ନୁହେଁ, କେତେବେଳେ କେଉ ଛକରେ ଢାର କିପଈ ବର୍ଣ୍ଣ, କପଈ ବ୍ୟଣ୍ଡର୍ ଆଖିଛୁଡ଼ାକେ ସେ ବ୍ୟକ୍ତ? ବଦଲିଯାଏ, ଆଣ୍ଡଫା ଲମ,—aଣ ଏଠି ସ୍ଥିର ? କପଶ ବ୍ୟବହାର ଏଠି ଖାଗିବ ? ପ୍ରଶଂସା କରୁ କରୁ ଆଘାଢ ପାଏ, କ୍ଷକ ସ୍ଟ ଟୁ ପାଏ ‘‘ସାବସ୍ ସାବସ୍’’ ହସୁ ହସୁ ମୁହଁରେ ମେଘ ଦେଖି ମୁହଁ ଲକ୍ଷ୍ଣବାକୁ ପଡ଼େ, ବାରମ୍ବାର ଚେଷ୍ଟାକଈ କଈ ବାରମ୍ଭାର ଠେଲଖାଇ ଲଗେ ଅନ୍ତୁ3,