ଦାନାପାଣି
ଏସବୁ ପାଟିରେ ପକାନ୍ତ । ଆହୁଣ ଦୂରକୁ ବ ଯାଶ୍ର, କାହାକୁ ଧରମ ବାପା, କାହାକୁ ଧରମ ଭଇ କପକାନ୍ତ । ହସି ହସି ଉପରକମାନଙ୍କ ଛଡ଼ା ପୋଷାକ, ସୂ ରୁଣା ଜନ୍ଧଷକୁ ହାତ ପଢେଇ କହନ୍ତ, “ଦେଇଦିଅନ୍ତୁ ମତେ, ।" ଆପଣଙ୍କର ବହୁଢ
ପ୍ରକାଣ୍ଡ ଉମେଣବାରୁଙ୍କ ମୁହଁରେ ଗେହ୍ଲାଈଆ କଥା ଶୁଣିବାକୁ ଭଲ ଲଗେ । ସେ,—ବଲୀଦତ୍ତ, ଦେଖେ ଆଉ ଦୀର୍ଘଶ୍ବାସ ପକାଏ, ଭାର ଏ ସାଧାଗତ । ଅଛନ୍ତ ନଗ୍ରକାର ବାରୁ,—ଝି ଅମାନଙ୍କ ପାଇଁ ପାଞ୍ଚ ଖୋଳବାରେ ସିହସ୍ତ,
ଏହି ଉପକାଶଢା ପାଇଁ ଉପରକମାନଙ୍କ ପାଖେ ଭାଙ୍କର ବଶେଷ ଖାଈଈ, ଅଥଚ ସମସ୍ତେ ଜାଣନ୍ତ, ସେ ଟିକିଏ ଅଲସୁଆ, କାମ କମ୍ କରନ୍ତ; କିନ୍ତୁ ଟିକିଏ ଅବସର ପାଇଲେ ସେ ପାଦମାନଙ୍କ ବଷୟରେ କଥା କହ ଲଗନ୍ତ, ପକେରୁ ନାନା କାଢ଼ି ଓଲଝାଉ ଓଲଝାଉ କଥାନ୍ଧ୍ର – “ ହେଇ, ଘୁମ ଲେଖିଛ, ଏମ୍. ଏସ୍ସି. ପଡ଼େ । ଲେଖିଛୁ କଳା, ମୋର ଭୂମିଷ୍ଠ ପ୍ରଣାମ ଜାଣିବେ । ଆହା-ହା କ ସୁନ୍ଦର ପିଲ୍ !” ଖଇ ଫୁରେ ଭାଙ୍କ ଭୁଣ୍ଡରେ ଢାରୁଣ୍ୟର ଆଲେଚନା, ସେହ ତାଙ୍କର କଳା, —ସେଠି ମଧ୍ୟ ବଲୀçQ ତକ୍କର ଦେବା ଅସମ୍ଭବ ।
ଏବଂ ଆର୍ଦ୍ଦଶ ଅସମ୍ଭବ ପାଞ୍ଚମାନଙ୍କ ସୁଙ୍ଗ ପ୍ରଥଯୋଗିତା କରିବା ଦୁର୍ଘଣା ପୋଷିବା, ଯେଉଁଠିକ ବୈବାହକ ସମ୍ବନ୍ଧ ଯୋଗୁ ପଦୋନ୍ନତ୍ତର ସୂଚନା ସେ କ୍ଷେନ୍ଦ୍ର ଭାର ଦୁଇପ । ଏପର ହେବା ସେ କ୍ଷେନ୍ଧରେ ଅତ ସ୍ବାଭଭକ, ବଣି ଷ୍ଟ ସମ୍ବନ୍ଧ ଯୋଗୁଁ ଈଶିଷ୍ଟ ଆସନ,—କାରଣ ମୁଠେଇ ଧରିବା ଓ ଧଈ ରଖିବା ପ୍ରବୃତ୍ତି ମନୁଷ୍ୟର ସହଜାତ । କୃମ୍ପାମର ଉପୋରୁ ଦ୍ବୀପାନ୍ତରଯାକେ ସରୁଠି ଶାସନ ଲହରରେ ଦ୍ଦଶେ ଈଶୁର-ଜୋଇଁ, ଶଲା-ଭଣୋଇଁ, ସମୁଦ-ସମୁଦ୍ଧ, ଶ୍ବଶୁର-ଜୋଇଁ- ସମୁଦ–ଶଲା ଭଉଁଶ । ତା ଛଡ଼ା ଭଷାଗତ ଦଲ, ଜାରଗତ ଦଲ, ସବନ୍ଧ ‘ମାମକାଂ’ । ଏହିପର ଦଲ ଗଢ଼ି ସ୍ଥାନେ ସ୍ଥାନେ କ୍ଷମାର ବଢିଗାଡ଼ିଆ ଖୋଲି ସ୍ବଚ୍ଛନ୍ଦରେ ଛୁଡ଼ାରେ ଥାଇ ଲେକେ ମାଛ ମାର୭ । ବଳୀଦତ୍ତର ସେଠିକ ପ୍ରବେଶ ନାହଁ । ସେ କେବଲ ଦେଖେ, କୁମ୍ପା।ଳର କର୍ମଗୃଵମାନଙ୍କର ସ୍ଥାନାନ୍ତର ବଷୟରେ ସାମୟିକ ଯେଉଁ ଆଜ୍ଞା ପନ୍ଧି କା ଛପାହୋଇ ଉପରୁ ଆସେ, ଭହଁର ସ୍ଥାନାନ୍ତରଗୁଡ଼କ ଯେପରକି uଞ୍ଜି କାର ବବାହ ଥମାନଙ୍କ ସହ ସମ୍ବନ୍ଧ ରଖେ ।
ଦାନାପାଣି ସଂଘର୍ଷର ନଈ ଦିନର ଏସରୁ ଘଳ୍ପନା,—ବଲ।ଦତ୍ତ ଗମ୍ଭୀର ହୋଇ ଭବେ ଏଥିରେ ପ୍ରକ୍ଷଦ୍ବନ୍ଦଭା କଣ୍ଠବା ଅସମ୍ଭବ, କାରଣ ସବୁଦନେ ସବୁ ଯୁଗରେ ଏପର କେଢେ କଥା ରହଯିବ, ସେଉଁଠି ନଜର ପାରଲପଣ ଅଐ ବ କିନ୍ତୁ ଏହାଛଡ଼ା ମଧ୍ୟ ଅନ୍ୟାନ୍ୟ କେତେ ବାଟ ଅଛ, ସେହି ବାଧ୍ୟରୁ
ବାଟୋଇମାନଙ୍କୁ ଦେଖି ଦେଖି ସେ ନଜର ଯୋଜନା ଯୋଖୁଥାଏ ।