ଦାନାପା
ସେଥିପାଇଁ ଯୋଗ୍ୟ ବଗ୍ଧ ଦଗ୍ଧ କେଇ ଜଣ । ଦଲେ ସୁଆଈରେ ବସିବେ, —ଯେଉଁ ମାନେ ଯୋଗ୍ୟ, ଅନ୍ୟମାନେ ସୁଆଈ କାନ୍ଧେଇ ଡାକ-ଡାକକା ଯିବେ ।
ବଧୂର ବଧାନ, ଶଦ୍ରୋହ ଯେ କରେ ସେ କେବଳ ଯେ ମୂର୍ଖ ଢା ନୁହେଁ, ସେ ବୈନାଶିକ, ସେ ପ୍ଳ୩, ସେ ଅସାମାଜିକ, ସମାଜକୁ ସେ କପଦ ।
ଝାଣ କର ଯେ ଅଭିଜ୍ଞତାରୁ ଧାରଣା ଆଈ ହେଲେ ସେ ରହେ । ଏହି ଶଙ୍କର ଧାରଣା ଖୁନ୍ ସଫ, —ସେ ମଧ୍ୟ ତାଙ୍କ ସମାଜର ବଶିଷ୍ଣୁତା, ସେ ସମାଜର ଗଳ୍ପ, ସେ କହପାରେ ଖୁବ୍ ଆଈ ହୁଏ, ମଢ Qଆଣ ହୁଏ । ଥରେ Đଆଈ ମଢବାଦ ଅକ୍ଷଢ ରହିବା ହଁ ହେଉଛୁ ସମାଜର ବୈଶିଗ୍ ହାଡ଼, ଭା’ର ମୂଲଦୁଆ, ଭାର ବୁଦ୍ଧଆଦି, ସବୁ । ଯେତେବେଲେ ସବୁ ବକ୍ଷରେ ଏହି ଆଈ ଧାରଣାରୁ କୌଣସି ସମାଜ ବହଲାଏ, ସେତେବେଲେ ଦୁଃହୋ ନ ଢାର ଗତ ବଦଲେଇଲ ପଈଁ ଫଲ କେବଲ ଧ୍ବଂସ ।
କଲେଜ୍ରେ ଶର୍ମା କହୁଥିଲେ ପାଣ୍ଡେକ୍ଟ,--“କଣ ଢମେ ଅଧିକା ସ୍ବାଧୀନତା ଗୃହିଁ ? କଣ ଅସ୍ତ୍ରବ ପ୍ରାଧୀନତା ଆମ ସାମାଈକ ଗଠନରେ ? ନଚ୍ଚାନ୍ତ ଚରମପଣ ଅଉ ପାଗଲାନି ଗୁଡ଼ି ଭୁମେ ସୁସ୍ତ ସାଧାରଣ ହୋଇ ଆଖି ରୁଲଅ, ଦେଖିବ ଲୋକଙ୍କ ହାତରେ ବେଡ଼ ପଡ଼ନାହଁ, ମୁହଁରେ ନାହଁ ରୁମ୍ବି, ଭବବାକୁ କେହି ଇଞ୍ଜେକ୍ସନ୍ ଦେଇ ବନ୍ଦ କଣ୍ଠନାହଁ । ସୁଖେ ଦୁଃଖେ ଘରକରଣା କଈ ଜୀବନର ମଉଜ୍ ମାଈବାକୁ ବନ୍ଦୂଢ ପରସର ଅନ୍ତୁ । ରୁମେ ପେ*ପୂରୁ ଖାଇପାର, କେହ ଛଡ଼େଇ ନେବେନାହୁଁ । ତୁମେ ମନଇଚ୍ଛା ଲଭ୍ ସେମାନ୍ସ କଈପାର, କାହାର ଅଧିକାର କି ଦଖଲରେ ହସ୍ତ- କ୍ଷେପ ନ କଲେ କେହି ତୁମକୁ ବାଡ଼େଇ ଗୋଡ଼େଇବେ ନାହଁ । ଭୁମେ ନQପଦରେ ରେଜଗାର କଈପାର, ସମ୍ମୁପାର, ଧନ ଖଇପାର । ଆଇନ୍ ଶୃଙ୍ଖଲା ମାନ ଦେଶକୁ କଣ୍ଠପାର ଖୁବ୍ ଝାଶୁଆ, ଖୁବ୍ ବଢ଼ିଆ, ଶକ୍ଷ ଶଙ୍କିଯିବେ । ଗ୍ରଷ୍ଟ ଭୁମକୁ ଦେଇଛୁ ସ୍ବାଚ୍ଛନ୍ଦ୍ୟ; କିନ୍ତୁ ଅଧୁକାର ଖୋକଲେ କରିବ୍ୟ ଭୁଲେଇବାକୁ ଅଣ୍ଟା ଭଡ଼ିବା ବାଧଭାମୂଲକ । ଦାୟିତ୍ବ ଛଡ଼େଇ ହୋଇ ଝାଲ ପଢର ପଡ଼ଲବେଲକୁ ଢୋର ମୋର ହେଲେ ଆଦୌ ଚଲବ ନାହଁ ।
“ଭୁମେ ପ୍ରକୃଣସ୍ଥ ହୂଅ, ଦେଖିବ ସରୁ ଠିକ୍ ଅଛୁ । ه ଦେଖିବା ଉଙ୍ଗୀର ଦୋଷରୁ । ମାଇଡୋସ୍କୋପ୍ତା ସଦ ନରେଖି ଦେଖିବାକୁ ନତ୍ତାନ୍ତ ତମର ଇଚ୍ଛା, • । କାହାର ଦୋଷ? ପିନ୍ଧା ଲୁଗାର ଖୁବ୍ ପାଖକୁ ଆଣି ତେବେ ଖୁ ।ଲ କଣାହିଁ ଦେଖିବ,