ସେତେବେଳେ କହିଦେଇ ସାଈ ଏକତ୍ ଘଓ ଲେନ୍ସ୍ ଭକ୍ତରେ
ଡାହାଣ ହାଢର ପାପୁର ଖାଲକୁ ନରେ
ଜୋରରେ ରଗଡ଼ ଲମଗିଛ କଲା ମନରେ, ବ୍ରୁଢ଼ାଆଙ୍ଗ ଗୋ ାଲୁ, ମୁହଁ ଉଦାସ । -‘“କ’ଣ କହୁଲ ? ଠିକ୍ ତ ? =ନ୍ଧୁର ପ୍ରଶ୍ନରେ ମୁହଁ ଉଠେଇ ହସି ଦେଇ କହଲ,—“କ 2 ଠକ୍, ଠିକ୍ ଅବଶ୍ୟ ସQ ଏ ସାଇନ୍ସ ଠିକ୍ ହୋଇଥବ ।”
ଏକ ଘଓର ଘଣ୍ଟାମାର୍ନା ସିଗାରେଈ ଖୋଲରୁ ନେଇ ଗୁଞ୍ଜି ଦେଇ ଦିଆସିଲ ମାଲ୍ଡବେଲେ ବଲୀଦତ୍ତ ଲଗୁଥିଲ, —ଆସନ୍ତା ସ୍ୱଗ୍ୟର ଦୂରର ଚେଉ 'ଠି ଶେଷ ସିଗାରେ ଦତ୍ତର ହାତ ଥରୁଵଳ୍ପ ।
ସେQ
ହଠାତ୍ ସାହେଈ ଆଦେଶ, ସାଙ୍ଗରେ ଯିବାକୁ ହେବ । ଏକାଠି ସାହେବ୍ର ବଡ଼ ମ*ରରେ ବସି ସାହେବ ସାଙ୍ଗରେ ଯିବାକୁ ହେବ ଗୋଟାଏ । । ବଳୀଦତ୍ତର ମୁଣ୍ଡ ରୁଲଗଳ୍ପ । ଜାଗାକୁ, କାମ ଅଛି । ବଳୀଦତ୍ତର
ଅଫିସର ର କାଚ କବା* ଆଗରେ ଠିଆହୋଇ ଦେଖିଲା । ଖୋଲ କବା କାନ୍ଥସନ୍ଧରେ ଅନ୍ଧାର ସରୁ Qଶୁତ । ଦାନ୍ତରେ ପାନଦାଗ ସେ ଆଗ ନଜର ଚେହେଗୁଲୁ , କଉରେ ଅଛ । ଟ୍ରମୁଦାନ୍ତରେ ରେନ୍ତ ରେନ୍ତ ସେ ଢାକୁ ସଫା କଲ । ରଗଡ଼ ରଗଡ଼ କପାଳ କପାଲର ଝାଲ, କାନସ)ର ପୁ, ନାକର ବଈ କଈ । ପିନ୍ଧା ପୋକ ଉପରେ । ପିଟି ପିଟି ଆଣିଲା । ଖୁବ୍ ଚଞ୍ଚଲ । ନ୍ଧଜକୁ ସେ ଦର୍ପଣରେ ଶେଷ ଶେଷ ସ୍ପୃହାଁ ଗୃହିଦେଇ ମା’ଙ୍କ ନାଁ ସ୍ମରଣ କର ଜରରର ହୋଇ ଧାଇଁଲ ।
ସାହେବ୍ ଠିକ ଗାଡ଼କ ଯାଉଛନ୍ତି । ପଶିଯାଇ ମଙ୍ଗଚକ ଉପରେ ହାତ ପକେଇଲେଣି । ପଛ ସିଟ୍ରେ ବସିଲଣି ସାହେବଙ୍କ ମହାଦଲୀ ଆଲ୍ସେସିଏନ୍ କୁକୁର, ଶଉ ଲହ ଲହ କରୁଛୁ । ବଲୀଦତ୍ତ ମହା ସମ୍ବ୍ରମରେ ଗାଢ଼ କରରେ ଏମୁଣ୍ଡ ସେମୁଣ୍ଡ ଭରତର ହୋଇ ଯା’ଆସ କରୁଛୁ । କ’ଣ କରିବ କରୁ ଠିକ୍ କରିପାରୁନାଈଁ । ସାହେବ ଏ ପାଖକୁ ଥରେ ମୁହଁ ରୁଲେଇଥିଲେ, ସେ ନଇଁପଡ଼ ସାଲ୍ୟୁ ଦେଇ– ଚଉକ୍ଷଣାତ୍ ସାହେବ ଆରପାଖକୁ ମୁହଁ ବୁଲେଇନେଲେ । କଣ କରିଯାଏ ? କଣ କଲେ ପୁଣି ଢାଙ୍କ ଦୃଷ୍ଟି ଆକର୍ଷଣ କଟୁଯାଏ ? କାଶିବାକୁ ଇଚ୍ଛା ହେଉଛୁ,-— ମନେ ପଡ଼ ପଡ଼ୁଛୁ ଯୋତା ଖଡ଼ଖଡ଼ କଗ୍ସାଇ ପାରେ । ଯଦ୍ଧ ସେ ଘଗନ୍ତ ? ଇଞ୍ଜିନ୍ ପର ଘୁଡ଼ୁରୁ ପୁଡ଼ ରୁ କଲଣି । ଏ କ ଦୁଃଖ ! ସ୍ବର୍ଗର ଦ୍ବାର ଥରେ ମେଲ କଈ ଦେଇ ପୁଣି ମର୍ତ୍ତ୍ୟକୁ ଫୋପାଡ଼ବାକୁ କିଏ ହାରୁକା ମାରୁଛୁ । ଅଥବା ମେଲ ଚଢିଲ ବେଲଲୁ କବା± ବନ୍ଦ, ଗାଈ ଗୁଡ଼ ଦେଉଛୁ, ଭଭରୁ କେଉଁମାନେ ଜୋରରେ ସେହ ଦ ମିନତ୍ ଢା ପକ୍ଷରେ ଗୋଟାଏ ଯୁଗ ।