ନାପାଣିମୁହୂ କେ ଆସେ ନାହଁ । ସେ ଗୋଟାଏ ସମ, ଜନ୍ମଠୁ ମରଣଯାକେ । ତାହାର କରୁ ଆଧାର ଥଲ ଏହି ବସା । ଏଠି ସେ ନଜର କଛ ଗୁଡ଼ସାଉଛୁ ।
ଏବେ ଦିନ ସକାଳୁ ଉଠିଲେ ଏହି ଥଲ ଦୃଶ୍ୟ, ଘର କହିଲେ Đନ୍ଧ ଥଲ ଏଇ । ଘରେ ବସି ଆକାଶ କହିଲେ, ୭ନ୍ତ୍ର ଖେଲେ ଏଇଠୁ ଦେଖା ଆକାଶର, ଏଇ ପଦ୍ଧଭୂମି ଉପରେ । ଦାନ୍ତ ଘଷିଛୁ ଏହି ଏକା ଜାଗାରେ, ଗାଧେଇଛୁ ହେଇ ସେଠି, ସରୁଦ୍ଧନେ । ଦେହର ନ୍ଧି ସ୍ଟା, ମନର Àୟା ପାଇଁ ଆପଣାର ବ୍ୟଣ୍ଡଭୂ ଉପରେ ମପାଚୁପା ଖୋଲିପାପଈ ଜାକହୋଇ ରହିଛୁ ଏହି ଘର, ଏହି ଯବେସ୍ମ, ସେ ତା ନିଜ ସହତ ଦେଣନେଣରେ ହୋଇଛୁ ନଜର ଆପଣାର । ଢାକୁ ଆନ୍ଧ୍ର ଗୁଡ଼ବାକୁ ହେବ ।
କୁମ୍ପାମର କଣକଲେ କେଭେ ଘର, କେରେ ଦେଶ । ଗଙ୍ଗାକୂଳରେ ହିତୃଦେବଙ୍କ ପାଉଁଣ, ଗୋଦାବର କୂଳରେ ମାତୃଦେବୀଙ୍କ ଅସ୍ଥି, ବନ୍ଧ୍ୟାଚଲ ତଲେ କାହା ଭଡ଼ାଘର ଦୁଆରେ ଆପଣାର ଶିବାହ ବେଦ୍ଧ, ସମୁଦ୍ର କୂଳରେ ଆପଣାର ସମାଧୁ । ଗୃଈଆ ଉଡ଼ନ୍ତା। ଚଢ଼େଇ, କିନ୍ତୁ ସେ ଉଡ଼େ କୁମ୍ପାମର ଅଡ଼ରରେ ।
ପଛୁଆଣି ତନ୍ତାରେ ରୁଢ଼ି ଆଣୀ ଜାଲକୁ ଝାଙ୍କି ଛଣ୍ଡେଇ ପକେଇ ବଲୀଦତ୍ତ ଶିତ୍କାର କଲ, "ସ୍କୁଲ, ସ୍କୁଲ, ତେଶ ହେଉଛୁ ସେ ।”
ସରେଳମ ଭୂଇଁରେ ମୁଣ୍ଡି ଆ ମାଈ କାହାକୁ ଦଣ୍ଡବତ ହେଉଛୁ ଯିବା ଆଗରୁ । ଯିବାପାଇଁ ସେ ଦେଶ ହୋଇଛି, ରଙ୍ଗିମ ଶାଢ଼ୀ, Đକ୍ ଶକ୍ ସୁନ୍ଥା, ଜକଜକ୍ ଝିନ୍ଦ ର ଗାର, ମୋବୋଲା ମୁହଁ, ପାଦରେ ଅଲଢା । ଏହି ଢାର ସ୍ତ୍ରୀ ।
ଯିବାବେଳରେ ନିରମ ମନରେ ବଳୀଦତ୍ତ ସେ ଦୃଶ୍ୟ ବି ଗ୍ରହଣକର ଉତ୍ସାହ ପାଇଲ !‘ସ୍କୁଲ ସ୍କୁଲ” କହ ଶେଷଦେଖା ଦେଖି ଆସିଲ ଭାର ବସାକୁ,— କଛ ଗୁଡ଼ ନାହଁ ତ ? କିଛି ନାହିଁ । ବାଳେ କାଗଜ, ବାଜେ କନା, ଆଳୁକୁ ମାmଲୁ, 2 ସୋଢା, ଖଣ୍ଡିଆ ଟ୍ରଞ୍ଚ ର୍ଣ ସହରେ ସରୁସେ ବନ୍ଧାବନ୍ଧ କରେଇ ଗାଡ଼କ ଉଠେଇଛୁ । ଯେଉଁଠି ବଗିପ୍ଟ ଥଲ, ସେଠି ଗଦା ହୋଇଛୁ କେବଲ ମଣ୍ଟ ଡାଙ୍ଗ ଲ ା, ଦୁଆରେ ଅଲିଆ ।
ବାଈବାରେ ଆସି ମେହେନ୍ତାଣୀ ଅପେକ୍ଷା କରିଛୁ, ଯଦ୍ଧ କଛୁ ଥାଏ ? ଉଇଖିଆ ଦେବଦାରୁ କାଠର ଭାବଲର ପତା Đ#ଫାଲ ଦୁଆରେ ପଡ଼ିଛୁ, ଫନ୍ଦ- ଉଙ୍ଗା ବଡ଼ ହାଣ୍ଡି ଟିଏ, ବଢା ଶଖଣ୍ଡ । ସେହ ଆଡ଼କୁ ହାତ ଦେଖାଇ ମନର ଉଦାରଢାରେ ସେ କହଲ, "ନେଇ ଯା । ବାଈରେ ଦେଖ, ରଞ୍ଜା ଥବ, ନେଇ