ଦାନାପାଣି
ଭୋପକମାଣ ଫୁଟୁଛୁ—ସେଠି ସେ କ୍ଷୁ ଦ ଗୋଡ଼ବାଣ । ବେଳେବେଳେ ଉଦ୍ଧଷ୍ୟନ୍ତର ଆଶା ଛୁଡ଼ଦଏ । ପୁଣି ଲାଗିପଡ଼େ କୋଶିଶ୍ କ,ବାରେ । ଖୋଜେ ସେହ ଉପ ଯାହା ଭାର ଅକୃକ୍ଷ, ସ୍ବାସ୍ଥ୍ୟ, କୁଳ, ଘର ପ୍ରଭୃଦ୍ଧ ପୁଞ୍ଜିରେ ଚଳ୍ପପାଈବ ।
ସେଦନର କଥା, —ମଝି ଆଁ ସାହେବଙ୍କୁ ଜ୍ଵର ହୋଇଛୁ । ଉପଶକ ସଙ୍ଘ ଅସୁସ୍ଥ ହୁଏ, ତେବେ ସାଫଲ୍ୟବାଦୀ ଅଧସ୍ତନ ପକ୍ଷରେ ଢାହା ପରମ ସୁଯୋଗ । ରଣଳଉବାରୁ ଅଙ୍ଗ ର, ବେଦାନା, କମଳୀ ଅଳ୍ପ ଏକ ବାଉଁଶିଆ ଆଣିଦେଇ ପାଈଲେ, କିନ୍ତୁ ଏ ଅର୍ଥଙ୍କଗ୍ଧ ଯୋଜନା, ବଳୀଦତ୍ତର ସେ ଅସାଧ । ମୁହଁ ଶୁଖେଲ ଘୃପ୍ ଭାଙ୍କ ବଛଣା ପାଖେ ଠିଆହୋଇ ସେ ମରବ ସହାନୁଭୁଦ୍ଧ ଜଣାଇଛୁ । କରଠୁ ଛଡ଼େକ୍ସନେଇ ୱେ ଦେଇଛୁ ଟିକିଏ, ସପ୍ତର ମଝି ଆ ସେତେବେଲେ ଅଖି ରୁଥିଲେ ।
ଡାକ୍ତର ଡାକଯାଇଛୁ ଦ’ ନଥର; କନ୍ତୁ ଏଠି ସ୍କୁଲ ଯୋଜନା ଦରକାର ଥଲ, ଯାହା ପାଶଛନ୍ତ ଉମେଶବାରୁ । ଉମେଶବାରୁ ଅକାରରେ ପ୍ରକାଣ୍ଡ, ସତେ ଯେପଣ ଅସୁର ସେ । ୟେଜନ, କ୍ଷୁଧା ଓ ପ୍ରକୃଷିରେ ବ ସେ ନଳ୍ ଜନ୍ମଦେ ଆସୁଶକ, ବଲୀଦ ଥିବେ: କିନ୍ତୁ ଯେକେ ଈର୍ଷାରେ ଜଲଲେ ବ ଢାଲୁ ଦେଖିବାକୁ ପଞ୍ଚୁଲ, — ଜ୍ଵରରେ ପୀଣ୍ଡର ମଝି ଆଁ ଙ୍କ ବରୁଣାପାଖେ ଉମେଣବାରୁଙ୍କ ପ୍ରଭପତ୍ତି ହଁ ବେଶି । କାରଣ ସମସ୍ତ ଙ୍କ ଆଗରେ ଦୁଇ ସବଳ ବାହୂ ବସ୍ତାରକଣ ସେ ମଝି ଆ ସାହେବଙ୍କ ଗୋଡ଼ 3 คณ ଘଷି ପାରନ୍ତ ଓ ଘଷନ୍ତୁ । ଡଈ ଡଈ ବଳୀଦତ୍ତ ବ ବଢ଼ାଇ ଦେଇଥଲ ଦୁର୍ବଲ ଗ୍ରେ ଗ୍ରେଟ ବାହୁଟି; କିନ୍ତୁ ଉମେଶବାରୁ ଅନ୍ୟମନସ୍କ ହେଲପର ଭାର ମେଢ ଘଷି ଆଣିଲେ, ବଳଦତ୍ତ ଆଖିରୁ ପାଣି ବାହାଈଲ । ସେ ଆଉ ଦ୍ବି ଖସ୍ତୁ ଥର ଚେଷ୍ଟ ପାପୁଲ ସମେଉ ଚେଷ୍ଟା କରନାହଁ । ଢା ପରେ,—ଥରେ ସେତେବେଳେ ଅତ ଭାଣ୍ଡରେ ମଝି ଆ ସାହେବଙ୍କ ଆଖି କୁମ୍ଭାଟୁଆ ଆଖି ହୋଇଯାଇ ମୁଣ୍ଡ ହେଲ ଚୁଈଝି କା, ବାରମ୍ବାର ଓଠ ଘଟି ଳଭ ଲହ ଲିହ କଈ ସେ ଦାନ୍ତ କଡ଼ମଡ଼ କଲେ, ଗୋଡ଼ହାଢ ଛୁଟିଲେ, ବାଉଲା ହୋଇ ଗର୍ଜିଲେ, “ଫାଇଲ, — ଫାଇଲ ଝା ଆଣ,” ଏବଂ ଡାକ୍ତର ନର୍ଦ୍ଦେଶ ଦେଲେ ଢାଙ୍କ ମୁଣ୍ଡକୁ ନୁଆଁ ଇ ଧଈ ପାଣି ଢାଲବାକୁ ପଡ଼ିବ,— ସେ କାର୍ଯ୍ୟ କଲେ ଉମେଣବାରୁ, ସମସ୍ତଙ୍କଠୁ ବେଶି ବଳୁଆ ବୋଲି । ସେଭେବେଲେ ଢାଙ୍କ ଭଙ୍ଗାରୁ ଜଣ୍ୟପଡ଼ ଥାଏ, ସଳେ ଯେପଣ କ ଜ୍ଵର ସଙ୍ଗେ ସେ ଲୁ ଷ୍ଟ୍ରି କରୁଛନ୍ତି । ସେ ସାହା କରନ୍ତ ତା' ଢାଙ୍କ ଖେଳୁଆଡ଼ ମନର ଉଦାରତା ବୋଲ ଅକ୍ଳେଣରେ ରେ ଚଲଯାଏ । ଏଥିରେ ଆଶ୍ଚର୍ଯ୍ୟ କଣ ସେ, ସେ ହେବେ ମଝି ଆ ସାହେବଙ୍କର ପ୍ରି ୟୁପାନ୍ଧ ।
ତା'ପରେ, ସେହ ଉମେଶବାବୁ,~~ନଜେ ବଡ଼ଲେକର ଟିଲ ହେଲେ ଲୁଚ୍ଛାରେ ଉପରକମାନଙ୍କ ପାଖକୁ ଯାଇ ଅଲ କର୭, —“ସାର, ବଡ଼ ଭେକ କରୁଛୁ, ଆଣନ୍ତୁ କିଛୁ ।’” ହସି ହସି ଚଣାଭଜା, ରୁ୪ ସନ୍ତୁଲା, ପକୋଡ଼, ବାଇଗିଣି