ଦାନାପାଣି
କବାତ୍ କଲଲ, ଘରେ କେହ ନାହଁ । ସେ ଏକୁଟିଆ ।
କଛୁ ନ ଭଦ୍ଧ କରଗଳ୍ପ ସେ ନଜଦନର ସାଧାରଣ କାମ, ଆଲୁଅ ଲଗେଇବା, ଘର ଓଳେଇବା, ଜକ୍ଷପନ୍ଧ ସାଇତ ରଖିବା, ପଈବା ବନୋଉ ବନୋଉ ଚୁଲମୁଣ୍ଡେ । ଫୁଙ୍କିବା । ଧ୍ବକ ଧୂକ ଜଳୁଛୁ ଚୂଳ ନଆଁ । ଭୂତ ବସିନ୍ଧୁ, ଡାଲ ବସିଛୁ । ଘୃଈଆଡ଼ ଅନ୍ଧାର ।
ଧୀରେ ଧୀରେ ମନ ଭତରକୁ ଫେରେଇ ଆଣିଲ ସେ ପ୍ଲ ରୁଣା କଥା, ଲୀଦତ୍ତ ଘରକୁ ଫେଶଥଲ । ହଠାତ୍ କେଉଁ କଥାରେ ପାଦ ଝୁଣ୍ଟି ସେ ପାଗଲ ପର ଗର୍ଜିଥିଳ୍ପ, ଗାଲ ଦେଇଥଲା । ପାଦରେ ଝୁଣ୍ଟି ପ୍ରକାଶ କରଯାଇଛୁ ସେହ କଥାଟାର ଅସ୍ତିତ୍ବ —ମନ-ଗହନର ଅନ୍ଧାଈ ଭୂଢ ସେ, ଅଶାନ୍ତ, ଯୁବଗୀମନର ଆକାଙ କ୍ଷାର ରୂପ । ସେ ଆକାଙ କ୍ଷ ମେଣ୍ଟାଏ ନାହଁ ବଳୀଦତ୍ତର ହାବସ୍ତ୍ରବ, ଭାର छपा बा, 'न ପ୍ରମୋସନର ବଡ଼ମା ।
ମୁଣ୍ଡରେ ଜ en un an, gee de, van “ve ବଜର ହେଉ” ' ଆଣୀବାଦ, କାନ୍ଧ ଉପରେ ‘ପକ୍ଷପରମଗୁ.ରୁ’ ବ୍ର ଚ୍ . —ସରେଶମୀ ଅଜଣା ଦୁଃଖରେ ସକେଇ ହୋଇ କାନ୍ଦଞ୍ଚଲ ।
ي ଆଖିପାଣି ପାଲଝିଥିଲ ଢଢଲ ଲୁହ । ସେହ ମୁହ ଭିକ ଆପଣା
ଜୀବନକୁ ସେ ଛୁ’ କଣ୍ଠ ଦେଇଛୁ ସେଭଳ,—ଅବନତା ଧୂଆଁ ହୋଇ ଜଲଳ୍ପଗିତ—
ଭଢରେ ମନର ଭାନ ଗୋଟାଏ ଲମ୍ବା ‘ହାସ୍ତୁ” ।
କ ନ୍ଦମଡ଼େଲେ ଜାଣଢା ମନ ଭା’ର ବାରଣ ସୃଷ୍ଠି କରେ, ଗୋଟି ଗୋଟି ହୋଇ ମନେପଡ଼େ ଇଣ୍ଟହାସ । ଜେଜେବାପା ମଈଥିଲେ । ଜେଜେମା,---କେଡ଼େ ଶରଧ କରୁଥିଲେ,—କୋଡ଼ରେ ନ ଜାକଲେ ଶବ୍ଦ ହୁଏନାହଁ, ସେ ମଲେଣି । ମଉସା, ଅନ୍ତଲ ପେଟରେ ଶୁଆଇ ନଗଶ୍ର,—ଆହା, କାହାନ୍ତି ଆଉ ସେ ! ମୃଖ—ପୁଣି ବଚ୍ଛେଦ । ପୁଣି ଆପଣାର କ୍ଷଢ ଓ କ୍ଷ0, ଅଭିବ ଅନୁଯୋଗ । ଜଜରୁ ଆହା ର ଚୁ’—କେଡ଼େ ସନ୍ଧମାଳ ! କେଡ଼େ ନଈମାଖୀ !
ସଂସାର-ଦୁଃଖର ଲୁଣି ସମୁଦ୍ର, ସେଉଁଠୁ ହେଲେ ଆଞ୍ଚ ଲାଏ ଉଠେଇ ନେଇ ମନରେ ଅଜାଡ଼ ଦେଲେ, ଆଖିବାଟେ ନଗିଡ଼ ପଡ଼େ ଝର ଝର ଲୁଣି ଲୁହ ।
ସତ୍ତ୍ୱେଜନ କାନ୍ଦ ଥିଲ, ମନେପଡ଼ ଛ ବାପଘରେ, ଢା’ପରେ ଏ ଦୂର ବଦେଶ, ସୁଖ ନାହୁଁ, ଶରଧା ନାହଁ, ଖାଈ କଲକାମ । କେଢେ ଦୂରରେ ରହିଲେ କଏ ? ସାଙ୍ଗମେଲ ନାହଁ, କଣ୍ଠଧଈ ଦେବାକୁ କେହ ନାହିଁ । କି ଜୀବନ ! କ୍ରମେ କାନ୍ଦ ସଗଲ । ଉଦାସ ମନ, ହଲଚଲ ନାହଁ, ଝ.୩ ରହଲ ଚୁପ୍ପ୍ଟପ୍ । ଧୀରେ ଧୀରେ ଢେଶ ଉଠୁଛୁ ମନରେ କଣ, ପବନଖିଆ ସାପପର ଢମତମ ମୁହଁ, ସଁ ସଁ ଦୀର୍ଘଜଃଶ୍ବାସ, ରଂ ନଂ ଆଖି, ବସ୍ତ୍ରଢ ପ୍ରଭୃତ୍ତି ଶିଥୁଲଭ। ଖୋଳ ନଜ ଭିତରୁ କାଢ଼ି