ଠାଣରେ ସରେଜନା ଝରକାପାରେ ଦୂରକୁ ଗୃହ ହୋଇ ଠିଆହୋଇ ରହଲ ଏବଂ ସେ ଅରଦରେ—ହଠାତ୍ ସେପଈଳ ପୋୱରେ ଡୋର ବନ୍ଧାହେଲା । କଲେଜଗୁଵ ଲଣ୍ଡନ କମେଇଦେଲା । ଝରକା ପାଖେ ଚପ୍ ଠିଆହୋଇଥିବାର ଶିଳ୍ପ ତା'ର ପ୍ରସ୍ରାରୂପ, ଆଳୁଅ ସେ ଲେଡ଼େନାହଁ, ସେହ ଅନ୍ଧାଈ ସ୍କୁଲରେ ହଁ ଭା'ର ପ୍ରକାଶ ।
ସଂକଟ୍ ଗୁଓ, ସେ ବଳ ଦତ୍ତର ସହକର୍ମୀ ଓ ବନ୍ଧୁ ।
ଶାମଲବର୍ତ୍ତି ଡେଙ୍ଗା ପାଇଲା ଖେଳୁଆଡ଼ ଚେହେଘର ମଣିଷ । ସଂକଟ୍ ଗୁଡି ଯଜ୍ସେନ୍ ପିଛେ । ତା'ର ଛନଛନିଆ ମୁହଁ, ପଦାକୁ ବାହାରଲେ ପୋଷାକ ପିନ୍ଧ ପ୍ରସ୍ତୁତ ସେ ସବୁଦେଲେ, ପୋଢା ସଫା କକ୍, ମୁଣ୍ଡର ଫିରେଇ ଜଣ ହୋଇ ଗୁଣ୍ଡାହୋଇଛୁ । ମୁହଁ ସଦ୍ୟ ଧୂଆ ଓ ମମ୍ପୁଣ । ବ୍ୟବହାରରେ ଭଦ୍ରତା ଓ ବନସ୍ତ ଭା’ର ସହଜ ଗୁଣ ।
ଅଳ୍ପ କଡେ, କହେ ମିଠାକୁଥା, ପରର ଦୃଷ୍ଟି କୋଣରୁ ଜଜକୁ ଗୃହଁ କଥା କହିବା ତା'ର ପ୍ରସ୍ତବ, ତୁଚ୍ଛା ଦାୟିବହନ ଗପରେ ତେବେ ମାଇବାର ଢାକୁ କେହି ଦେଖିନାହଁ ଏବଂ କାହାଶକୁ ଅସାର ଦେବା ତା'ର ନଈ- ନରୁଦ୍ଧ । ଏମିତ୍ତ ପର୍ଲେନ୍ ପିନ୍ଧ କୌଣସିଠି ଖଟ୍ ଖଟ୍ ଶବ୍ଦ ନ କଣ୍ଠ ଧୀରେ ଅଗକୁ ବା± କାଟି ସ୍କୁଲ ଯିବାପାଇଁ ସେପଣ ସେ ମୂଳରୁ ଗଢ଼ାହୋଇଛୁ ।
ତା'ର ଗାର୍ହସ୍ଥ୍ୟ ଜୀବନର କଥା ପଦାରେ ସେ ଘଷି ବସେନାହିଁ, ଜଳ ନଷରେ ସେ ଅଭ୍ୟନ୍ତ ରୁପ୍, ନିଜର ଅଭବ ଅଭିଯୋଗର ଢାଲକା ସାପ୍ତ ସାହ ଭୁଲ ଦାଣ୍ଡେ ନାହିଁ । ସେ ଖାଇନାହଁ ? ସେ କ୍ଳାନ୍ତ ? ଦରେ ଅସୁବିଧା ଅଛି ? ବୃଥା ପରର କଳ୍ପନା ଜଳ୍ପନା, ସଂକଟ୍ ଗୁଓ ଝାଈ ହସିQଏ ।
ଭା'ର ଅଧବସାୟର ଅନ୍ତ ନାହିଁ, ଉପଣ୍ଡଳ କର୍ମପ୍ଟଘ ଅଗରେ ସରୁ- ବେଲେ ତା'ର ଚଲପଡ଼ିଥିବା ଦାସ୍ୟଇବ, ତା'ର ବ୍ୟଣ୍ଡର୍ ଗ୍ରେକ ରହିଛି, ସେତେ ଦେଲେ ଳ ଫୁଲ୍କାରୁ ଉରୁଦ୍ରବ ନାହଁ, ଏଇରରେଡ଼ ବ୍ୟାରେର ବପନ ପଶ ସଦା ପ୍ରସ୍ତୁତ ସେ ସରୁବେଲେ, ମୁହଁରେ ସେହ ଏକା ଭାନରେ ‘“ଧେତ୍ ସାର" ।
ଏବଂ ମୂର୍ତିମନ୍ତ ‘ସ୍ପେସ୍ ସାର୍’” ନରପଘଧ ଗରବରେ ପ୍ରଗରଶୀଲ ସଂକ ରୁଓ ପ୍ରଶ୍ନ ବଳୀଦତ୍ତର ଗମ୍ଭୀର ସମ୍ମାନ, କାରଣ ବଳୀଦତ୍ତ ସେଠି ଦେଖେ ଗୋଖାଏ କ୍ଷରମ୍ପଘର ସଂସ୍କୃତ ଆଦର୍ଶ ସାହାଲଗି ସେ ସାଧନା କରେ, ପାଖ ପଶି ପାରେ- ନାହିଁ । ଏକ ଘଓ ନିରବ୍ୟକ୍ତିଭାର ତରମ ଆଦର୍ଶ ।