ଦାନାପାଣି
କର, ବର ପାଇରୁ, ହଶନାମ ନେ, ତରସିରୁ, ଚଞ୍ଚଲ ସ୍ବର୍ଗକୁ ସିରୁ, ଆଉ ମହାପାକ୍ଷ ମହାପାନ ଘୋଷି ହେଲେ କଣ୍ଠା ପାଇରୁ ?”
ବଲ'ଦତ୍ତ ହାଢେ ଶଉ କାଡ଼େ, – “ରୁଡ଼େଇରୁ ରୁ, ବନା, କଏ ଶୁଣିବ, ଜାଣିରୁ ସେ କେଡ଼େ ମ—"
“ଭସିଗଲ ଜ୍ଞାମ ହେଲେ, ଅ-ହ-ହ - ବ୍ରହ୍ମଜ୍ଞାନ —"
• ଆରେ, ଦିନକୁ ସେମିତ୍ତ କ ମାଈ ଉଡ଼େଇ ଦେଇହୁଏ ନାଇଁରେ, ରୁ ଯେତେହେଲେ ଅଡ଼ା ଦେଇ ରୁଲୁଥିଲୁ, ନଇଲେ' କ୍ୟାରମ୍ ଟିଟୁଥିଲ୍, ସେ ସେତେବେଳେ ପଢ଼ ଥିଲେ, "
ସେତେବେଳେ ତା ବହପଢ଼ାରେ ଭୋର ମୋର ସେମିଦ୍ଧ କାଣିଗ୍ରଏ ଉପକାର ହେଉ ନ ହଲ, ଅଇରୁ ବ ତାର ବ୍ରହ୍ମଜ୍ଞାନରେ ଭୋର ମୋର କିଛି ଲଭ ଲେକସାନ ନାହଁ । ଦୁଦ୍ଧଆଁ ଗୃହେଁ ମଣିଷପଣିଆଁ, ଆମେ ଗୃହଁ ସ୍ନେହ ସହାନୁଭୂତ, କଛୁ ନ ହେଲେ ଭଦ୍ରଭା,— ମଣିଷର ମଣିଷ ପ୍ରଶ୍ନ ମଣିଷଭଲ ବ୍ୟବହାର, ଯୋଉଠି ଢା ନାହଁ, – ମାଗେ ଗୋଲ, ଡ୍ୟାମ୍,--ଆରେ ବଲୀବଦ୍ଦ ଦାସ, ଗୋଟିଏ AS ଵଷରେ ଦଣକଥା ଘୋଷିଦେଇ ଜାଣିନେଲେ ମଣିଷ ଜ୍ଞମ ହୁଏ ନାହଁରେ, କି ବଡ଼ ହୁଏ ନାହିଁ ତୋର ଏ ମହାପାଦ ପଈ ଅହମିକାରେ ପେ* ଫୁଲେଇ ବଡ଼ ବୋଲେଇଲେ । ଏମିତଆ ମହାଜ୍ଞମମାନେ ଜଗତରେ ସବୁ ଅନର୍ଥର ମୂଲ । ଆଉ ଏଠି ଜ୍ଞାନ ବୋଲି ଯାହାକୁ କଳ୍ପଚୁ ସେଠି ସଢେରେ ସେଡ଼େ ଗହର ନାହଁ, ସେଠି ଖାଲ ଢୋଲ ପିଚି ପିଟି ଗୋơଏ ଭଣ୍ଡ, ଫ୍ରଏଡ୍ ଭଷାରେ ଲେକ* ଗୋଟାଏ ବଡ଼ ରକମର ଏନ୍ କେବସନ,ଉଲେଇ ଦେଖ୍ ଆହୃର ମଜା ପାଇରୁ,
ବେଶ୍, ଇନ୍ଫରଅର କଂପ୍ଲେକ୍ସ, —ବଲୀଦତ୍ତ ଭବେ । ୧ବେ, — କିନ୍ତୁ ଆପଣା ପଣ୍ଡି ଭ୍ରପଣରେ ବନ୍ଧୁ ଭଲ କରେ ଗୋଟାଏ କଥା, — ଏଜେ ବଡ଼ ଦୁଦ୍ଧଆ ରେ ଯେଉଁ ଠି ଏତେ ପକାର ମଣିଷଙ୍କର ଅର୍ଥାର୍ ସ୍ଥାପନକୋଟି —ପ୍ରାଣୀଙ୍କର ବାସ. ସେଠି ସମସ୍ଟ୍ରି ଙ୍କ ସଙ୍ଗେ ମିଲମିଶି ଆମକୁ ଚଳବାକୁ ପଞ୍ଜିବ, ସେଠି ସବୁଦ୍ଧ ବ୍ୟକ୍ତିତ୍ବ ବଷସ୍ତୁର ସବୁବେଳେ ସଚେଢ ରହ ସମସ୍ତଙ୍କ ରୂପ ଭେକ ବିଶ୍ଳେଷଣ କଣ୍ଠଈକଣ୍ଠ ମୁଣ୍ଡ ହଲେଉଥିଲେ ମଣିଷ ପାଦେ’ ବ ଆଗେଇ
ମହାପାନ୍ଧ ଏକକସନଳ୍ପ ! ହଉନ୍ତୁ ବା ସାଡ଼ଷ୍ଠ, – ଯାହା ପାଈଁ ଢା ଈଷ୍ଟ,—ସେଥରେ ବଲୀଦତ୍ତର କି ଯାଏ ? ଢାର ଗୋଟିଏ ନଭ,—କାର୍ଯ୍ଯ ଞ୍ଚାଗେ,
ଏଇ, ମହାମାନ୍ଧ ବସିଛନ୍ତ ।