ଦାନାପାଣି
ତୁମେ କହୃତ ଡେଟ୍ଟ ବାଙ୍ଗ କାର୍ଲକ ରହ ରହିବେ, – କିନ୍ତୁ ତୁମେ ’ ଦୂର କଈବ କେମିଷ ? ଜ୍ଞବ-ଜଗଭ୍, ବୃକ୍ଷ-ନଗଜ୍, ପଥର ପଥର, ଆକାଶ ମୁ ଆଡ଼କୁ ଗୃହଁ ତୁମେ ଦେଖିବ ଅନ୍ତ୍ର ଅସମନ୍ତା । ଭା’ପରେ ଉଚ୍ଚ ମତ ନଥୁଲେ ଫଲ ହେବ ଖୋଜେ, ଭେଶ୍ ଉଚ୍ଚ ମତ ଥିଲେ ଗଛ, ନଥିଲେ ଗଠ ହଜେ ।”
ସେ ଗଢ଼ି ଛ ଉଆଁ ସ “ରୁମେ କହୂଚ ସଂସାରରେ ବହୁଢ ଦୁଃଖକଷ୍ଟ ଅଛୁ । ଅଛୁ ତ । ସେ ଗ ସେ ଜାଣେ ଢାର ହେଲୁ । ଦୁଃଖ ନଥୁଲେ। ସୁଖ ରୁଝି ହେବ ନାହଁ,, ନଥଲେ ପୁନେଇଁ ବୁଝି ହେବନାହଁ । ତାହାଈ ଉପରେ ହନ୍ଦ ର ଦର୍ଶନଶାସ୍ତ୍ରର ଈଷି ବାରୁ, ବହୂ ଯୁଗର ଅଭିଜ୍ଞତା । ଏ ଆକର ପାଗଲାମି ନୁହେଁ ।”
ପାଣ୍ଡେ ବ କଣ ଉତ୍ତର ଦେଇଥଲ । କହୁଥଲ, ଏଗୁଡା ଘୁସ୍ତି ବାଘର ବନ୍ଧ:ଗର୍ଭ, ରୁଦ୍ଧି ଖଖର ନୁହେଁ । ଆଉ କ'ଣ ବକ ଥଲ ମନେ ନାହଁ ଢା । ଅପ୍ରିୟ କଥା ମନେ ରଖେ ନାଈ ରୁଦ୍ଧି ମାନ୍ ଲେକ ।
ସଂସାର ସୁଖ ପାଇଁ, ଅପ୍ରି ୟୁ କଥା। ଆଉଣ୍ଡି ହେବାପାଇଁ ନୁହେଁ । ପାଣ୍ଡେ ହାଊଛ, ଆଦୃଶ ହାଈବ ନଣ୍ଡୟ । ପାଗଳ ନକର ଖିଆଲ ଦୁଦ୍ଧଆଁ ମୁଣ୍ଡରେ ଊର୍ଷି କଣ ମସ୍ତ ରନ୍ଧ୍ର ଯେତେ, ବାଧେ ବାଧେ ଦୁର୍ନିଆଁ ତ୍କାର କରୁଥିବ—
‘ଏ ପାଗଲ୍ ! ଏ ପାଗଲ୍ !' ବାରମ୍ବାର ଚେଢୋଉଥବ ଭାଲୁ ! ପାଣ୍ଡେକୁ ଦଣା ହେବ ସେହପଈ । ଢାର ଆଇଡ଼ିଆଗୁଡାକର ଝଣ୍ଡା ଉଞ୍ଚେଇ ଧଈ ସେ ଲେକ୍ଟଡ଼ ଟି) ଉପାସରେ ରହ୍ ସାଇକ୍ଷରୁ ଆଭିଜାତ୍ୟ । ଗୁପ୍ତାରେ ଚଲନ୍ତୁ କାର ଆଗରେ ପଡ଼ଲେ ଭାର ପରଖ ହୋଇଯାଏ, ସେତେବେଲେ ଲୁଗା ଟେକି ପାଣ୍ଡେ ଗୁସ୍ତାକରକୁ ଓଆଁ ମାରେ, ପଲାଏ ମଝର ଢକର ପାଣି ଛୁଟିକା ଦାଉରୁ । ସେହ ‘ଆଭିଜାତ୍ୟ’ ବଞ୍ଚେଇ ରଖିବା ପାଇଁ ଭାକୁ ଅନେକ କାମ କରବାକୁ ହେବ, ହୁଏତ କଣ୍ଠବ ସେ । ଗୁଭ ପଢେଇ ଟିଠି ପଢେଇ ଦୁଦ୍ଧଆଁ ଯାକର ଠେଙ୍ଗାମାଡ଼ ସହ ବୀରତ୍ବ ଦେଖାଇବ, ପରେ ଭଙ୍ଗିଯିବ ଭାର ଦେହର ଆଣ୍ଡ, ଭାର ଅବସ୍ଥାର ଆଣ୍ଡ, ମନର ଅଣ୍ଡ । ଯଦ୍ବା ସୁଲୁ ସୁଲୁ ହେଉଥିବ ଦଦର ହାଡ଼ ଭକ୍ତରେ, ସେ ବେଶି ଦିନ ନୁହେଁ, ଭାର ପ୍ରାଣବାୟୁ ପାଇଁ ଏ ଦୁନଆରେ ସ୍ଥାନ ନାହଁ, ସ୍ଥାନ ନାହଁ ଯେପର ଏ ସମାଜରେ • ଢାର ଆଇଡ଼ଆର ।
ଏହପର ଶର୍ମଙ୍କର ମନର କଥା, ନଜ ବIରରେ ଅଭ ଦୃଢ଼ ଢାଙ୍କର ଭଷି । ସେ ସୁସ୍ଥ ।
ଆପଣା ବିଶ୍ଳେଷଣରେ ସେ ଭବନ୍ତ,—ମନର ଏ ସୁସ୍ଥପଣ ବଜା ରଖିବା ପାଇଁ ଦରକାର ଦୁଇଟା କଥା,—କମନ୍ସେନ୍ସ, ଅର୍ଥାତ୍ ପଶସ୍ଥି ଶ ପ୍ରଶ୍ନ ଜାଗରୁକ ହୋଇ କାର୍ଯ୍ୟ କରିବା ଓ ପରପ୍ରଶ୍ନ ଉଦାରଢା, ଯଥାସାଧ ପରକୁ ସହଯିବା ଗୁଣ, ସହାଲୁଭୁଷ, - ଅନ୍ତତଃ ଉପସ୍ଥି ତ ବୁଦ୍ଧି ରେ, ସାଧାରଣ ଦସ୍ୟୁ ।