ବାନାପାଣି
– କେବେ କେଉଁ ଭବ, କେବେ କେଉଁ ଦୃଶ୍ୟ । ଭର ଆକାଶ, ସେ ଦେଖିଥିଲ ପିଲଦଟନ । ଦୁଆରେ ହେଁସରେ ଶୋଇ ଉପରକୁ ଗୃହଁ ଗ୍ରୁହଁ ଦେଖିଥିଲ ଜନ୍ମ, ଓ ବଉଦମାଳର ଗୋଡ଼ଆଗୋଡ଼ ଖେଲ । ଆଉ ନାହିଁ । ତା ପରେ ଆକାଶ ଯଶବର୍ଷେ ଉପରେ ଯକ୍ଷ୍ମା ଝୁ ଲୁଥାନ୍ତା। ସିଆଁ ବନ୍ତାର ଗୃନ୍ଦ ଆ, ତେବେ ମଧ୍ୟ ସଚେତ ହୁଅନ୍ତା କାହୁଁ ତେଣିକ ସେ, ଯଦ ଢାର କାମ ନ ଅକେନ୍ତା । ଗଛ ସେ ଦେଖିଛୁ ପ୍ରଚୁର, ସେହପଈ ନସ୍ଥ ଗୋଡ଼ଦଲ। ଘାସ । ଭବ ନାହଁ, ଅନୁଭବ ଘେନଛୁ କେବଲ ପ୍ରକୃଷିରେ ।
ଭାର କାହାଣ। ନୁହେଁ ଅନନ୍ତ ସମସ୍ଟର ସମ୍ପର୍କରେ ଭସୁଥିବା ଭବୟଶ । ସବୁ ବାସ୍ତବଢା ସବୁ ଜଡ଼ପଣ ଲେପହୋଇ କେବଲ ମହାଶୂନ୍ୟରେ ଭରଙ୍ଗ, — ଅଗ ନାହିଁ, ମଝି ନାହିଁ, ଶେଷ ନାହିଁ, ଆରବ୍ଧଲି ପ୍ରବର୍ଷିତ କାବ୍ୟସୂନ୍ଧର ନଜ -ନାହଁ, ନ୍ଧି ସମତା ନାହିଁ, କେବଳ ରସାଣ ଅନୁଭୂଭ, ଗୋଟାଏ ଗୋଟାଏ ସ୍ପନ୍ଦନରେ ଯାହାର ପରପୂର୍ଣ୍ଣ ଇତହାସ, ମାଲର ଗୋଟି ଗୋଝିକଆ ଦାନା ପାଖକୁ - ପାଖ, ଗୁନ୍ଥି ହୋଇ ରହଛୁ ସମୟର ଡୋରରେ । ଯେଉଁଆର୍ଡ଼ ଜୀବନର ନାମ,—ସହସ୍ର ନାମ ଲକ୍ଷେ ନାମରେ . ସେହ ଭଗବର୍ ନାମ । ସେ ବି ନୁହେଁ ଢାର କାହାଣୀ,—ବଚରୁ ବୋଲନ୍ତେ ବୁଝେ ଘଣ୍ଟାର ଦୁଇ କଣ୍ଟାର ସ୍ଥାନ ଗୋଏ ମାଲ ଗଡ଼େଇଲେ ବ ସଦନହଁ, —ପବନ୍ଧ ବଳୀଦତ୍ତ, —ସମସ୍ତ ଗୋଲକ ର ଚକ୍ଷ ଭତରେ । ସବୁ ସ୍ଥାନରେ ବ ସେ ଅଟକ ଦେଖେ ନାହିଁ, —ସକାନ୍ତୁ ନ୍ଧଭ୍ୟକର୍ମର ବେଲା ଓ ପ୍ରତ୍ୟହ ଦଶରୁ ପାଞ୍ଚ, — ଅଫିସ, ସେଶକ । ସମୟ ନୁହେଁ,—ନ୍ଧଘଣ୍ଟର , ସୂଚକ । ସେ ବି ନଦେ ଭାର ର କାହାଣୀ ।
ସରୁ ମିଶାମିଶି—ମଣିଷର ଅବସ୍ଥି ତର ଏହି ଛଅ ଦିଗ ନୁଅଛି ଡାଇମେନ୍- ସମ—ଏହାର ଗୋ ଗୋଟିକର ନାନା ଲସ୍ୟ, ନାନା ଛତା, --ପୂଣି ଏହିମାନଙ୍କ ମଧ୍ୟରେ ବି ୟା-ପ୍ରକ୍ଷନ୍ଧି ସ୍ନାଜନକ ସମାଶ୍ରି ର ସମ୍ଭ ସମ୍ଭନ୍ଧରୁ ସହସ୍ର ସହସ୍ରେ ରୂପ । ଅଦୃଶ୍ୟ ଜହୃଶ କାଶଗର ହାତର ଅସଂଖ୍ୟ ଆଂଶକତା ମୁହଁ, ସେହ ଗୋଟିଏ ସ୍ତଘର,— ନଗଣ୍ୟ ବଳୀଦତ୍ତ ଦାସ କୋହନୂର ପଈ ଆଲେକ , ଆଲେକ 66,629 କାହାଣୀ, — ଖରବ ଓ
ସ୍କୁଲ୍ଛୁ ସେ, ଘୁସିଛୁ । ଅଗଢର ରଣକୁଦୃଢ଼ରେ ସହସ୍ର ବର୍ଷ ଭଲର ଆତ୍ମ-ପିତୃପୁରୁଷ ଦିନରୁ,—କେତେବେଲେ କେଉଁଠି ଅଲୁପ୍ରାସ ଘରୁ ଚେତନାରେ, ଶକ୍ତପାତ ଅନୁପ୍ରାସରେ ସୃଷ୍ଟି ପାଇଛୁ ଦେବ ଆଜ ହୁଏତ ଢାର ଦାନାପାଣି ଚେଢନାରେ ଗଢ଼ା ଦେବତାମା ପୂଜା କରୁଛୁ, ନାଁ ଦେଇନାହଁ । ସ୍କୁଲଛୁ ତଥାପି । ଦେବଢା ଓ ଆଦର୍ଶ, ତାମାନେ,—ଦେବତାଙ୍କୁ