?!”
ନାହଁ କଈବ ସେ ? ‘ସେ’ ଥାଆନ୍ତେ—ସେ ଆସିବେ, କଣ କହିବେ ସେ ? "ଏତକ ଟିକେ ଭ୍ରମଦେଇ ହେଲନାଇଁ ? ମୁହଁ ଫିଟେଇ କହିଲେ ।
କରିବ୍ୟର ପକ୍ଷଘରେ ଗୃହାପାନ୍ଧ ଧରବାପାଇଁ ସେ ହାତ ବଢ଼େଇ ଦେଲ, ଠଣା ଢାଙ୍କଈ ପାଖରେ । ଗୃହାପାଦ ଧରୁ ଧରୁ ଲମ୍ବାହାର ଉପରେ ଗଲ ଯାଉଛୁ ପିଚ୍ ପିଚ୍ ମହାପାନ୍ଙ୍କର ଶାଣୁଆ ଦୃଷ୍ଟି । ଇଷି ! ତମ ଶିତେଇ ଉଠୁଛୁ । ପ୍ରେମ ଠିଆ ଠିଆ ।
ମହାପାନ୍ଧ ଗୃହଁ ରହଛନ୍ତ ଢାର ଖୋଲ ବାହାକୁ । ପମ୍ପ ହୋଇଥିବା ସିଧ
ରବର ଟିଉବ୍, ନା, ସାପ – ନା, ଲଢା—ନ ଗୋଗୁ ଢକଢକ ଚମଡ଼ା, ଢା ତଲେ କଞ୍ଚା ମାଂସ—କଞ୍ଚା ମାଂସ । ଭାର ଛନ୍ଦରେ ବଜୁଳ, ବାୟୁ ବ୍ୟୋମର ବ୍ୟବଧାନ ଭକ୍ତରେ ସେ ଖେଲା।ଏ ଚୁମ୍ବକ ଭରଙ୍ଗ । ଗୋଝେଇ ନେଉଛନ୍ତ ସ୍ପୃହାପାଏ । ଗ୍, ଦୂରରୁ ଭସିଆସେ କପ୍ ପିଆଲର ବଚ୍ଛନ୍ଦ ଖଙ୍ଖ, ଶବ୍ଦରେ ଉପୁଜାଏ ଭଚ୍ଚରର ଦରର ଚୁଲ, ଅନ୍ଧ ଘଢ଼େଇ । , ,
ମୁନ୍ଧ ମହାପାନ୍ଧ ଗୃହଁ ରହଛନ୍ତ । ବହିଳା ସରେଶମୀ ଗୃହାପାନ୍ଧ ଧରୁଛୁ, ଅଳସ ହାଇ । ନେଉ ନେଉ ଥଈ ଉଠିଲ ହାତ । ଦିଆଲରୁ ଖସି ପଡ଼ ରୁ କପ୍ । ଗୋଡ଼ାଉ ଗୋờଉ ଆଉ କିଏ ଜଣେ ହାତବଢ଼େଇ ଦେଉଛୁ । ହାତଧଣ ପକୋଉ କଏ । ବଭ୍ରାନ୍ତ । ଦେହ ଗୋଡ଼ାକ ବରଡ଼ାପନ୍ଧ ପଈ ଥଈଉଠୁଛୁ । ପୃଥ୩ ଦୋହଲ ଉଠୁଛୁ । ଭଗ୍ଦେଇ ଧର ରଖୁଛୁ କିଏ । ଅଖି ରୁଦ୍ଧ ହୋଇଯାଉଛୁ । ଆଖି ଖୋଲଲବେଳକୁ ଗୋଝାକ ଝାଲ ଫିଝିଗଲଣି । କମ୍ପି ଉଠୁଛୁ । କଛୁ କଏ 'ଧ'ରେ,—ଫେର ଝୁଣ୍ଟିବେ, ଫେର ପସିବେ ।” କଛ ଭଙ୍ଗିନାହଁ, କିଛ ପଡ଼ନାହଁ, ଗୃହାକପ୍ ଟିଆଲା ଓ କେଲେ ଧଈ ଅଳ୍ପ, ନଇଁପଡ଼ି ଏକମୁହାଁ ହୋଇ ଘର ଭତରକୁ ଛୁଟିଛୁ ସେ, ଭାତ ଚହଟୁଛୁ, ଭାର ଚଦ୍ଦଳୁଛୁ, ଡଃ ଅସମ୍ଭାଳ ଭାତ, ମୁଣ୍ଡ Qଢରେ ଢୋଫାନ ।
ଏକାଥରକେ ଚୁଳ୍ପମୁଣ୍ଡ ପାଖଲୁ । ସେହ ତାର ଦୁର୍ଗ, ସେହ ଢାର ଅଶ୍ରୟ, ଢାର ଅନ୍ତରର ନଭୃତ ସାଥୀ । ଭବନାର ପ୍ରଗଜ, ଖବନର ରୂପ, ଗୃହସ୍ଥଳୀର ସୂଚନା—, ଅଗ୍ନି ।
ରୁଖ ନଆ କଲ ଲଗିଛୁ ।
ବସି ପଡ଼ ଆପଣାକୁ ସଜାଡ଼ ସଜାଡ ଦାଣ୍ଡଘରୁ ଶୁଭସ୍ଥ ମହାପାଙ୍କ ଊଚ୍ଚା
ଉଲ୍ଲାସ ବ୍ୟଙ୍ଗୋକ୍ତ ମିଶା,—