ଦାନାପାଣି
ହୋ ଇନାବ୍ଦି, ବାନ୍ଧ ହୋଇନାହଁ, ଗବନ ଆଉ ପ୍ରକାରେ ହୋଇଥାନ୍ତା ପଟ୍ଟ ଯଦ ଥାଆନ୍ତା ଅର୍ଥବଲ ।
ମନକୁ ମନ ସେ ଭୁଲନା କରୁଥଳ,—ମର୍ମର, ପ୍ରାସାଦରେ ସେଉଁ ପ୍ରେମ, ଠିକ୍ ସେହ ପ୍ରେମ କଣ ମିଲେ କୁଡ଼ିଆ ଘରେ ? ବଡ଼ କୋଠିର ବଗିଘ୍ନରେ ଫୁଲଗଛ ସନ୍ଧରେ ଫୁଲଫୁଟା ଲଝାଦୋଲ ଉହାଡ଼ରେ ଯେଉଁ ଗୋଡ଼ ଅ-ଗୋଡ଼ ଖେଳ, ଠିକ୍ ତାହାଈ ଅନନ୍ଦ କଣ ଥାଏ ପୋକଖିଆ ବଢାବାଡ଼ ଉହାଡ଼ରେ ଜହ୍ନି ଲଜ୍ଜା ଭଲେ ? ସନ୍ତସନ୍ତିଆ ଅରମା ବାଈଆଡ଼େ ଜାଲଜାଲଆ ପନ୍ଧ ବୋଝେଇ ଡେଙ୍ଗା ଡେଙ୍ଗା ଖଡ଼ାଗଛ, ଭେଣ୍ଡି ଗଛ ସନ୍ଧରେ ? ଅସମ୍ଭବ,—ବଳୀଦତ୍ତ ଭାବେ, ଜୀବନର ଫାଳକ ଅତ୍ସବରେ ଶୁଖି ସେମିଟି ଝଡସାଇଛୁ, ସେ ହୋଇ ପାଈଥାନ୍ତା ଭସ୍ମ ପ୍ରକାର ।
କୋଠାଘର, ସେଠି ବାଈ ବଗିଗ୍,—ଧନର ପ୍ରାଚୁର୍ଯ୍ୟ, — ଖଣ୍ଡେ ମର- ଗାଡ଼,—କଣିବାକୁ ଯାହା ଇଚ୍ଛାହେଲ ତାହା, —ପୃଷ୍ଠପରେ ନୂଆ ଈବାହର ଜୀବନତା ହୋଇଥାନ୍ତା ଭନ୍ନ ପ୍ରକାର ।
ଆଦୃଣ ଦିନ ଅଛୁ, ଭାବନ ଥବାଯାକେ ଆଶା, ଜୀବନ ହୋଇପାଈବ ମନମାଫି, ଢାର ଉପକରଣ ସଂଗ୍ରହ କରିବା ପାଇଁ ଦାନାପାଣିର ଯୁଦ୍ଧରେ କ୍ଷଣ୍ଢର ବଳ, ବଲୁଆର ଚତୁରଢା, ସରୁ ସେ ପ୍ରୟୋଗ କରବ । କେବଳ ମଣିଷର ହୃଦଗ୍ଧ, ମଣିଷର ବବେକ, ସେସରୁ ସେ ରୁଡ଼ଦେବ ସେହମାନଙ୍କ ପାଇଁ, ଯାହାଙ୍କୁ ତନ୍ତା କଣ୍ଠବାକୁ ପଡ଼େନାହଁ । ସେ ଦୁବଲଢା ତା'ର ନୁହେଁ, ତାର ଖାଲ ଉଦ୍ଦେଶ୍ୟ ଜାଣି ଉପାୟ ।
ଦାନାପାଣିର ଯୁଦ୍ଧ,—ଅନ୍ତଏବ ଗୃକଣ୍ଠ,– ଭାର କୁରୁକ୍ଷେଦ୍ଧ, ଢାର ଧର୍ମକ୍ଷେନ୍ଧ,—ରଣକର୍ ବାବୁଙ୍କଠୁଁ _କ ଉପାୟରେ ସୁଵଧା ଉଠାଯାଇପାରେ ? ଶେଷରେ ସେହ ଭାର ନ) ଅବସରର ଭୁବନା, ଟ୍ରକର, ଫଳ,— ଲେ ମଣିଷ ବଡ଼ ହୁଏ, ବଳୀଦତ୍ତ ଉପାୟକୁ ଫଲ କସି ଦେଖୁଅଲ, ସରେଶମର ଅସ୍ଥି ତ୍ବ ଭଲଥିଲ, ତାର ଖାଲ କଶ, କଈ ।
ଗୃଲଛୁ ଆଗେ ଆଗେ ବଲୀଦତ୍ତର ସ୍ତ୍ରୀ ସରେଜମା । ଲଗୁଛୁ ତାର ବସ୍ତ୍ରହେବା ପୂଝର ଦିନପ୍ରଶ୍ନ । ସଢେକ ସେ ମୁଣ୍ଡମୁହାଁ । ସକେଢ ଘେନରୁ ମନଗହନଭଲ, ବାଈ- କଢ଼ାଉଛୁ ଦୈବ, ପବନରେ ବଜୁଲର ସୁବାସ । ରକ୍ତରେ ଢାର ଉତ୍ପ୍ରେକ୍ଷା । । ଜୀବନ, ଢାର ଲକ୍ଷେ ବାଙ୍କରେ ଲକ୍ଷେ ଅନୁଭୂଷ, ଆଜି କଣ ?