ଦାନାପାଣି
ହଜାର ଫାକେ ଆରପାଖେ ଗୁପ୍ତ କରରେ ତନଖଣ୍ଡ ମଟାଡ଼, ଘୋଡ଼ା ଗାଈଣ୍ଡ । ସମସ୍ତେ ସ୍ଥିର ।
ଶୋଇପଉଛୁ ଗୁପ୍ତା, ହେଲେ ବେଲେ ଏକମୁହାଁ ବାଟୋଇ, ଦୂରେଇ ଦୂରେଇ ଯୋଭାର ଖସ୍ଖସ୍ ଶବ୍ଦ, ଢା’ପରେ ରୁଦ୍ଧଭାନ । ଦଲବଲ ଅନ୍ଧାର ଦଶିପ୍ଟ ସେପାଖେ ଘର ଭଚ୍ଚରୁ ଧଳ। ଆଲୁଅ ଛୁଈକିପଡ଼ ଛୁ, ଅନ୍ଧାର ଢା'ର ଶିଘ୍ର ବଢ଼ାଉଛୁ । ବେଲେ ବେଲେ ସମଦେଢ ହସ । ସେଥରେ ଜନ୍ତୁପ୍ରାଣର ଉଲ୍ଲାସ ବା ଆଜ୍ନାଦ ଶୁଣିଲେ ଚମକ ଲଗେ ।
“ଏଇ ରଣଳବାବୁଙ୍କ ଘର’—ବଲୀଦତ୍ତ କହଲ । “ଏଇ !”... ସଗ୍ଲେଜ ଗୃହଁ ଦେଖିଲା, ପଦେ ‘ଏଇ’ରେ ଭାର କଲାକଲ,—ବଡ଼ ଫାଟକ, ଡ଼ ବଗିଟ୍ଟୁ, ବଡ କୋଠା, – ସମିଶି ବଡ଼ ଘର,— ଛନ୍ଧ ଉପରେ ଚଢ଼ି ବସେ,—ଏଡ଼େ ଫୁଲଫାଙ୍କଡ଼ାରେ ବ ମଣିଷ ରହନ୍ତ ! ଏ ବ ଖବନ !
ଗୋଡ଼ାଏ ଈର୍ଷାର ଦୀର୍ଘଶ୍ବାସ ।
ଢା ପରେ ବାଦବୁଦ୍ଧଆ ହୋଇ ହଙ୍କି ଉଠେ ମନ,—ଦେଖାଯାଉ,— “ମା ଲେ, ଏଡ଼େ ବଡ଼ ଘର ହୋଇ ଫାଟକରେ ଆଲୁଅ ଦେଇନାହାନ୍ତ କାହଁକ ମ ! ଦେଖି ଦେଖି ଭଲ, ଝ. ଣ୍ଟି ବ” ସତ୍ତ୍ୱେଶମ କହଲ୍ ।
ଅନ୍ଧାର ଗୁସ୍ତା, ଲମ୍ବା ଗୁସ୍ତା, —ଥାଟି ଦୁଇପାଖେ ଅନ୍ଧାରରେ ଲହଡ଼ ଖେଲଯାଏ, ଚମକ ଆସେ ଭଟକା ଫୁଲର ଓଢ଼ା ବାସ୍ନା । ମେଞ୍ଚା ମେଞ୍ଚା କୁଦା, ଅନ୍ଧାର ଉହାଡ଼ରୁ ଗହନ ମନର ମୀରବ ପ୍ରବଣଢାକୁ ସଙ୍କେଢ ଆସେ ଯେପଈକ --- ସତ୍ତ୍ୱେଶମ ନଗ୍ବ ରହିପାରେନାହଁ ।
ବଲୀଦତ୍ତ ସ୍ତ୍ରବବାକୁ ଚେଷ୍ଟାକରେ କିଏ କ.ଏ ଆସିଥିବେ ସେ ମଟରରେ, ସେ ଗାଡ଼ରେ,—ଶସ୍ତ୍ରାଭୂ ଦେଖାଦେଖିରେ କିପଈ ସେ ସୁବଧ। ଉଠେଇ ପାରବ ଢାର ଗୃକଈର ବଡ଼ ପାଇଁ । ତେଣୁ ସେ ହସକୁ କାନ ଡେରେ, ସ୍ବରକୁ କାନ ଡେରେ,—ମୁରକ ମୁରୁକି ହସି ବାଈ ଋଲେ ଆଶାବାଦଏ ।
‘ସୁନ୍ଦର ବଗିପ୍ଟ ।’” ସଗେଜମ କହଲ ।
‘“ଡାକେଁ ରହ,” ବଲୀଦତ୍ତ କହଲ,—“କଏ ସେ ସେଠି ? ରଣକବାରୁ
ଅଛନ୍ତ ? କିଏ, ସୀମା ?” ମା ଚପଗୁଶି । “ଯା କହଦେ,—" ବେଶି ସମୟ ଅପେକ୍ଷା କଈବାକୁ ହେଲନାହଁ । ଖଞ୍ଜର ସ୍ନିଗ୍ ଝିପିଦେଇ ଦୁଆରମୁହଁ ଆଲୁଅ କଣ୍ଠଦେଇ ହସି ହସି ହାତ ବଢ଼ାଇ ଠିଆହେଲେ ରଣକଲ୍ର୍ବାରୁ ।