ଦାନାପା
‘ଆଂ, ଠିଅ ହବାରେ କଣ ଅଛ, ଏ ଢ ଘରକଥା; ବସନ୍ତୁ ଆପଣ ! ଓ;. ଏଢେ ଫାଇଲ ! ଏନ୍ତେ କାମ ! ଏତେ କାମ କରନ୍ତ ଆପମୋନେ ! ନଉନ୍ତୁ”— ଯାନ ବଢ଼େଇଦେଲ ।
“କାମର କଥା। ଅଉ କନ୍ଦଚନ୍ଦ୍ର ଅଜ୍ଞ ! ସେ କଥା କିଏ ରୁଝ ୭ । ଗଣି ଗଣି ନଅ ନଅଟା ପାÈ ମେଣ୍ଟ, ମୋ ଗୁର୍ଯରେ, ସାହେବ୍ ବାରମ୍ବାର ଲେଖୁଥିବ ‘ଜରୁଈ—ଜରୁଈ,’ ଆଉ ନଜେ ମୁଁ ନ ଲେଖିଲେ କଣ କିଛୁ ହବ ? ସେଳେ - ବଢେଇ ବି ସବୁ ଭୁଲ କର୭, ନଜେ ଠିକଣା ନ କଈ ସେଇ ଭୁଲ ଥାଇ କାଗନକୁ. ଉପରକୁ ପଠେଇଦେଲେ ଆଉ ରକ୍ଷା ଅଛୁ ?"
“ମୁ ଜାଣେ ବସନ୍ତବାରୁ, ମୁଁ ଜାଣେ, ଶୁଣିଛୁ ଆପଣଙ୍କ କଥା । ଏକା ଏଡ଼େ ବଡ ଦାୟିତ୍ବ ମୁଣ୍ଡେଇଛନ୍ତି, ଉପରଓ୍ବାଲଙ୍କର ଖାଈ ଦସ୍କଢ ନା ଆଉ. คต?”
ବସନ୍ତ ବାରୁ ହସିଲେ, ବନୟ୍ ଦେଖାଇ କହଲେ, “ସେ କଥ. କୋଉଠୁ
ହବ ଆଜ୍ଞ, ସେତେ ହେଲେ ଆମେ କଗୁଳ ଢ, ଅଫିସର, ଯାହା କହିବେ ସେହ ସିନା କଥା; ଆମ ନଜର କଣ ଏମିତଳା କୃଷତ୍ବ, ରୁଦ୍ଧି ଆପଣମାନଙ୍କର ।” ଏଇ ଦିନୟ ଦେଖିଲେ ବୁଝାପଡ଼େ କେମିତ୍ ଜାଣିବା ଲେଳ ଆପଣ । ତେବେ, ମତେ ଆଉ ଲୁଚେଇବେ କି ? ମୁଁ ବ ଇ କିଗ୍ରନ ଥଲ, ମାରେ ସିପା —ନା ସର୍ଦ୍ଦାରର. ଏଇଆ • ? ବାସ୍ତବକ, କଏ ଦିବ ଏ ପଈଶ୍ରମର ମୂଲ୍ୟ !”
ଯାଉଛୁ ଲେଖା ଭଙ୍ଗରୁ ।
ରୁଝି ଲେ ଅର୍ଥ ହେବ
। ଇଂରେଜୀ ଭାଷାରେ
କାଗଜପନ୍ଧ ଖେଲେଇ ଧଈଲ ଗୋଟିଏ ଲେଖା,--“ସ୍ତେ ନୋଟ୍ କଏ
ଲେଖିଛନ୍ତି; ବସନ୍ତବାରୁ ? ଆପଣ ଢ ନିଶ୍ଚୟ, ଜଣା ପଡ଼
ଆଂ ! ଚମତ୍କାର ! ଗମତ୍କାର ! କି ସୁନ୍ଦର ଭଞ୍ଚା । ଏପାଖୁ
‘ହଁ’, ସେ ପାଖୁ ବୁଝି’ଲେ ’ନାହଁ’...# ଘନତା ଅର୍ଥ
ସେଇ ଢ ବାହାଦୃଶ । ଆଉ କ ନୁହେଁ, ଏକଦ୍ଦମ୍ ଦ୍ରା । ସାହେବ ଢ ଆଖି ରୂଦ୍ଧ ଦସ୍ଵତ କଈ ଦେଉଥିବ
ଦନା ଆପତ୍ତିରେ ..ନାଇଁ, ଆପଣଙ୍କଠୁ ଶିଖିବାକୁ ମୋର ଅଛୁ ବହୂଢ କଥା, ଯଦ୍ଧ
ଆପଣଙ୍କୁ ବାଧା ନ ହୁଏ ତେବେ ଘଣ୍ଟାଏ ଘଣ୍ଟାଏ ଆସି ବସୁଥଵ ଦେଖୁଥିବ, ଚମତ୍କାର
ବସନ୍ତବାବୁ ବସି ମୁରୁକେଇ ମୁରକେଇ ହସୁଥିଲେ ।
ଏହି ଫାଇଲ ଉପରେ ବ୍ୟବସାସ୍କୃ ଶଠିରେ ରଖିଦେଇ ଗଲେ ସେ ତାଙ୍କର ଶିଳ୍ପକଲା, କେଇ କଣ ରୁଝନ୍ତ ? କେଇ କଣ ପଢ଼ନ୍ତ ? ଜାଗ୍ରଢି ଜୀବନର ସମୁଦାୟ ବ୍ରୁଦ୍ଧି, ସମୁଦାସ୍ତ କଳ୍ପନା ଦେଇ ଗଢି ଦେଇଗଲେ ନଜର ସୃଷ୍ଟି, ହେଉ ପଛେ ନୋଟିଂ, କେତେ ଗୁଡ଼ାଏ ହସାବର