• ପରେ ? ପ୍ରଶ୍ନ ଣେଷ । ସାହେବ ଗୃହଣୀ
ବସିଛଶ୍ର । ସଙ୍ଗେଶ ଦେଖୁଛୁ, ବିଶେଷତ୍ବ ପାଉନାହଁ । ନଦ୍ବାସ୍ଥ୍ୟ ସାଧାରଣ ମଣି ମଣିଷ ଜଣେ, ହୁଅନ୍ତା ସାନଘରେ ପଡ଼ଥିଲେ ବି ବାର ଅନ୍ତା ନାହଁ । । ହାଡ଼ ଉପରେ ସୁନା ଛୁଆଣି, ସେତକ ଏବଂ କହବାର ଏକପ୍ରକାର ଭଙ୍ଗୀ ଢାଙ୍କୁ ଏ ସ୍ଥାନରେ ଖାପେଇଛୁ । କହବାର ବାର ଭଙ୍ଗୀରେ ଆଦେଶର ସୂଚନା ।
ଟୁପ୍ତ ଆଦେଶ ପାଇ ଗୃ କର ଯାଇଥଳ୍ପ ପଶ୍ଚୟ ଘେନ ଫେଆସିଲ । ଘେଷେଇଘର ବାହାନାରେ ଯାଇ ସମ୍ବାଦଟି ସେ ରୁଝି ନେଲେ । ଟିଏ ଅଝଟ- ଲଗେଇଲେଣି ଖାଇବେ ବୋଲି, ‘ଯାଏଁ ’, ସେ କହିଲେ, ଉଠିଗଲେ ।
ଢାପରେ ସାଙ୍ଗ ରଖିବାକୁ ଗୃକଟୁଣୀଳ୍ପ, “ମା, ଢମ ବାରୁ କଣ କରନ୍ତ ? ସେ କଣ ଆମ ସାହେବଙ୍କ ପାଖେ ଗୁମାସ୍ଟ୍ରି ହେଇଚନ୍ତ ? କେବେ ଝଙ୍କା ବତ୍ତନ ପାଅନ୍ତ ? – ” କିନ୍ତୁ ଭାର ଏ ଦୁଃଖ ସୁଖରେ ବାଧା ପଡ଼େଲ, ଦୂରରୁ ଆସିଲ ଧମକ୍— ‘ହେଇ ମନ୍ତ୍ରୀ, ବାସନ ମାଜୁଚୁ ନା ବସିଲୁ ?”
ପୁଣି ସେ ଏକା । ବୃହକର୍ମୀ କାର୍ଯ୍ୟରେ ଭୂସିଗଲେଣି । ସୟେଶମ ମନେ ମନେ ଜପୁଛ, "ଆଉ କେତେବେଲ ? ଆଉ କେଢେବେଲ ?
ଘରକରଣା ଗଡ଼ ଲଛୁ ଏ ଘରେ, କିଏ ସେ ଏଠି ?
ସବୁ ଘରୁ ନିଜ ଭଭରୁ ବାହାରେ ଢାର ବ୍ୟଣ୍ଡତ୍ବ, ମନେପଡ଼େ—ଠେଲଠେଲ ପେପେଈ ଏ ଦୃନଆଁ ର ମେଳାରେ ସେ ବ ଜଣେ ମଣିଷ, ଢାର ଆକାର ଅଛ, ଆକୃଢ ଅଛ, ଧନ୍ଦା ଅଛୁ, ଘର ଅଛ, ଉଦ୍ଦେଶ୍ୟଅଛୁ ।
ଉଦ୍ଦେଶ୍ୟ ଅଛ • ଜଣ ତା’ର ଉଦ୍ଦେଶ୍ୟ ? ଗୌଣ ମନରେ ଉଦ୍ଦେଶ୍ୟ. ବ ଗୁଣ୍ଡୁ:ହୋଇ ଝଡ଼ପଡ଼େ, ତାର ଖଶ୍ ରହେ ନାହଁ, ବ୍ୟସ୍ତତ୍ବ ସାନରୁ ସାନ ହୋଇ- ମୁହଁ ଲୁଚେଇବାକୁ କେଉଁ କଣରେ ହଳଯାଏ ।
କଏ ସେ ଏଠି ? କେହ ନୁହେଁ । ଖାଲ କଣ ଦେଖଣାହାଈ ତେବେ ? ମୁଠେଇ ଧରମ୍ବାର ଉଗ୍ର ଆକାଙ କ୍ଷା ମନରେ ପୂରଇ ବାରମ୍ବାର ଦେଖେ. -----ଫୁ! - ମୁଠା ଖାଲ୍ । ସେ କିଛି ନୁହେଁ, ଖାଲ କୁହୁଲା ମନର ଡବ—ସଲଭା, ନାଲ ହୋଇ ଜଲେ, ନେସିଯାଏ ଗଣ୍ଠି କଲା । ସେହି ସେ ।
ଯିବାକୁ ଛପ୪, ପଲା ନପନ୍ଥୀ ବ୍ୟଈତ୍ତ୍ବ । କିନ୍ତୁ ଯାଇ ହେଉନାହଁ । ବାଧ୍ୟ ବନ୍ଦ କଣ୍ଠରୁ ପରସ୍ଥି ଭର ଅର୍ଗଳ । ଚେତନାରେ ଜନ୍ମଗର୍ଭ ରୁଦ୍ଧପଣ ।
ଝାଲ ଗୋଝାକୁ ଗୋଟା ଦୁଃଶ୍ବାସ ପକାଇ ଡହକ ବକଳ ହୋଇ ଗୃହଁବା । ଭୁବଲ ମନରେ ଠାକୁରଙ୍କୁ ଡାଇବା ମୁଣ୍ଡ ପାଇଁ । ଜଜ ନର୍ଯ୍ୟାତନ ଲଗି ପରର: ଦୋଷ ଦାତ୍ମ ମନଇଛା ଶୋଧଦା ।