ଦାନାପାଣି
ତାଙ୍କର ଦେଖା ପାଇବନାଈଁ; କିନ୍ତୁ ଏ ପଶସ୍ଥି କ୍ଷରେ ସେ ବସି ବସି ହସୁଥିବ, ଦମ୍ଭ କଈ କଥା କହୁଥବ, ବଳୀଦତ୍ତ ଠିଆହୋଇଥବ, ଗାଈ ଶୁଣୁଥିବ । ପଦାକୁ ଯାଇ ଏଇ ଲେକଟି ଅଗ ପ୍ରଶ୍ନର କଈବ କୁମ୍ପାଳର ବଡ଼ସାହେବ ବଡ଼ ମେଲାପି ଲେକ, ବଡ଼ କାର୍ଯ୍ୟଦକ୍ଷ, ବଡ଼ ଠିକ୍ ଲେକ, ସାଗୁ ଅଫିସ ଓଲଝେଇ ପକେଇ କାମର ଜବାଦ ଦେଲେ । ସର୍ବସାଧାରଣଙ୍କ ପ୍ରଶ୍ନ ଅଶେଷ ଭାଙ୍କର ସହାନୁଭୂତ ।
କିନ୍ତୁ ବଲୀଦତ୍ତ ବଡ଼ ହୋଇଛୁ, ବଡ ହୋଇଛୁ ଭାର ଅହମିକା । ଭାର ଜ୍ବାଲା ବେଶି, ଅଥଚ ହଜମ କରିବାକୁ ହୁଏ ସବୁ । ପୁଣି ଲେଉଟି ଆସେ ଢାର ସାଫଲ୍ୟବାଦ, ସେ କାର୍ଯ୍ୟରେ ଲଗେ ।
ସେଥର ବଡ଼ ସାହେବଙ୍କ ସଙ୍ଗେ ସେ ଗସ୍ତରେ ଯାଇଥଲ । କୁମ୍ପାଳର କାର୍ଯ୍ୟ ଅଞ୍ଚଳ, ସେଠି ଅନେକ କୁଲ, ଅନେକ କାମ, କୁମ୍ପାମର କାରଖାନା, କୁଲବର୍ତ୍ତି । ଆଗରୁ ବଳୀଦତ୍ତ ନର୍ଦ୍ଦେଶ ପଠାଇଥିଲ, ତେଣୁ ସ୍ଥାନେ ସ୍ଥାନେ ଭୋରଣ, ସ୍ଥାନେ ସ୍ଥାନେ କୁଲ ସର୍ଦାର ଦଳ, କୁଲ ସ୍ତ୍ରୀଲେକଙ୍କ ଶଙ୍ଖ ହୁଳହୁଲ । ଆଶା କରଥଲ ସେ, ମିଗ୍ଧର ଶ’ ଗାଡ଼ ଅଳ୍ପକେଇବେ, ଖୁସି ହେବେ; ଈନ୍ତୁ ଗାଡ଼ ଅକେଲନାହଁ । ଭୋରଣ ଢଲେ ଭଲେ କ୍ଷୋଧରେ ରଡ଼ଗୁଡ଼ଣ୍ଠପଣ ମଟର ହର୍ଣ୍ଣ ବୋବେଇ ବୋବେଇ ଭଡ଼ ଆଡ଼େ ଆଡ଼େଇ ଗୁଲଗଲ । ବଳୀଦତ୍ତ ଡର ଡଶ ଆରମ୍ଭକଲ, —“କୁମ୍ପାମର ଅଞ୍ଚଳ କନା, ଲେକେ ବଡ଼ ସାହେବଙ୍କୁ ଦେଖିବାକୁ ତାଙ୍କ ସ୍ନେହ ଜଣାଇବାକୁ ଏକାଠି ହୋଇଛନ୍ତି । କ ଗର ସ୍ନେହ...”
“”, ବଡ଼ ସାହେବ୍ ଖୁବ୍ ଶବ୍ଦ କଣ୍ଠ ଛେପ ପକେଇଲେ, ଗର୍ଜି ଉଠି ୱଲବଲେଇଲେ ଭଣ୍ଟି ଭଳ୍ପ, ବଣ ଜନ୍ତୁ ପଈ, ଢା ପରେ ଗାଈ ଶବ୍ଦ । ହଂକାର ଉଠି ବଡ଼ ସାହେବ କହିଲେ,—‘‘ସ୍ନେହ ! ସ୍ନେହ ! ହ୍ୟାପ ବେକାର ଭଲ । କୋଉ ରୁଦ୍ଦ_ପ୍ପାଙ୍କୁ ମତେଇ ଏମିଶ୍ର ଯାନ୍ଧା କରିବାକୁ ବାଟେ କାମ ଦେଖୁ ନାଇଁ ଖାଈ ଦେଖୁ ଯାନ୍ଧା ନବରଙ୍ଗ । କଏ ସ୍ତ୍ରୀକୁ ଢଦାରଖ କରୁଛୁ ମୁଁ ଜାଣିବାକୁ -”
ସେହ ଗହଲ ଆଡ଼କୁ ଗୋଟାଏ ବଷାକ୍ତ ଦୃଗ୍ଧି, ଲେକେ ଗୁଅଗଛ ଭୋଫାନରେ ନଇଁଲଈ ଦଣ୍ଡବତ ହେଉଛନ୍ତ୍ର, ଭଡ଼ବାରେ ଧୀରେ ଲକ୍ଷ୍ମ ମିଷ୍ଠୁର ଣ’ଙ୍କ ଗାଡ଼, ଢାଙ୍କ ମୁହଁରେ ଏକପ୍ରକାର ଅପ୍ରାକୃତ ଛବ, ଦାନ୍ତରେ ଘ’ପାଟି ଅସମ ହୋଇ ଜୀବ ପଡ଼ ଛୁ, ଦାନ୍ତ ଉପରୁ ଓଠ ଉଠି ଯାଇଛୁ, ହସ ବା ବରଣ୍ଡର ଦାନ୍ତ ଦେଖା,—ଉଭୟ ଅର୍ଥ ହୁଏ ।
‘ଯେ ଅନ୍ନଦାତା ଢାକୁ ହୃଦସ୍ୟର ସ୍ନେହ ଭକ୍ତ ଜଣାଇବା, ସେ ଢ ଆପେ ଆସେ,—ଗ୍ରେକ ହୁଏ ନାଈଁ—” ନମ୍ର ହୋଇ ଥଙ୍ଗେଇ ଥଙ୍ଗେଇ ହୋଇ ବଲୀଦତ୍ତ କହୁଲ । ଝେଙ୍କି ଉଠିଲେ ମିଷ୍ଠୁର ଶ’–