ଦାନାପାଈ
ନ୍ଧଘେଲା କୋଠିରେ ପର୍ଘ୍ୟ । ପଛଆଡ଼େ ଧର୍ଷଣ,---କୃମ୍ପାନ କୋଠିର ଓସାର ବରେଣ୍ଡାବାଟେ କୋଢା ଖଟ୍ ଖଟ୍ କଲ୍ ଆଗେଇ ସ୍ଟଲଲବେଲେ ସେ ଧର୍ପଣର ଚେତନା ବେଳୁ ବେଳୁ ଦୂରେଇ ଯାଉଛୁ, ଘଳ୍ପନା ଉପରେ ବସ୍ଟରର ରୂପ ଆସି ହୃଦସ୍ତର ଗୁଣି ଦେବା ଗୁମ୍ଫାରୁ ଉଠି ସେ ଆସୁଛୁ ପ୍ରଶସ୍ତ ମୁକ୍ତ ବଘୂରର ଜନ୍ମ କ୍ତ କ୍ଷେଽକୁ, ସେଠି ମନରେ ଓରମାନ ନାହଁ, କେବଳ କାରଣର ସମଗ୍ନି ରେ ଫଳର ଗଣନା, ମନକୁ ସେ ସ୍ପର୍ଶ କରେନାହଁ ।
ସେହ ଶପ୍ଟରର ମାପରେ ଧର୍ଷଣର ପରମାପ କଈ ବଳୀଦତ୍ତ ବୁଝି ପାରୁଛୁ, ଏ କିଛି ନୁହେଁ, କିନ୍ତୁ ଘଝିନାହଁ, କଣ ବା ଘଝିଛୁ । ସାହେବ୍ ପିଲ୍ମ୍ ନେଇ କିନ ଜୀବନରେ ଏସବୁ ସେ ବହୃଢ ଦେଖିଛୁ । ମୋତାପଦ୍ଦ। ଊଢ଼ ଆଳରେ ନହେଲା କୋଠିରେ କେଲେ ବଡ଼ ବଡ଼ ଲେକଙ୍କର କେତେ ପ୍ରକାର ସତ୍କାର ହୁଏ, ସାହେବ ଭୁଣ୍ଡର ଗର୍ଜନ, ହାକମ ମୁହଁର ଭ୍ର. କୁଟି, ସୃଷ୍ଠି ଛଡ଼ା ସୀମାଚେଢ଼ା ବାହାରର ଦୃଷ୍ଟି – ମାର୍ଗଫଲନ୍ତ ଦୁର୍ଭାଷାର ଢାଣ୍ଡବଲୀଲା,—କାଗଜରେ ଅଙ୍କା ହୁଏନାହଁ, ପର୍ଦ୍ଦ । *ପି ପଦାକୁ ବାହାରେ ନାହଁ । ଅପମାନ, ଧର୍ମଣ ଖାଇ ହଂସପଈ ପିଠି ଝାଡ଼ଦେଇ ପଦାକୁ ଆସି ବଡ଼ ବଡ଼ ଲେକେ ଅମ୍ଳାନ ବଦନରେ କହପାରନ୍ତ’ – ସାହେବ୍ ଖୁବ୍ ଚଳ । କଲ୍. ସୁଖଦୁଃଖ ପଟ୍ଟଶଲ, କ ସ୍ନେହ କ ସହାରୁ ଭୁଷ !
ଲେଳେ ଶୁଣି ପ୍ରଶଂସା କରନ୍ତ, ଚୁପ ଗାଈ ହଜମ କର ପଦାକୁ ଆସି ପ୍ରଶଂସା ପାଇଛୁ କହିଲେ ଲେକ ନଜେ ଅନ୍ୟମାନଙ୍କ ଚକ୍ଷୁରେ ସମ୍ମାନଜନ ହୁଏ, ବେପାସ ଝାଈ ହାତରେ ଭୁଣ୍ଡରେ ହଜାରେ ହଜାରେ ଝଙ୍କାର ନାଁ ଧଈ ଅନ୍ୟମାନଙ୍କ ବିଶ୍ବାସ ଜନ୍ମାଇ ଅନ୍ୟମାନଙ୍କଠୁ *ଙ୍କା ଠୁଲ କଲପଈ । ସେହ • ବ୍ୟାକ୍୬. —ସକ୍ସେସ ଶାସ୍ତ୍ରର ମତ । ପର୍ଜୟ ପାଇ ପର୍ଜୟ୍ ବୋଲି ମଣିଲେ ଲେକ ଧୀରେ ଧୀରେ ଢଲକୁହଁ ଦବ ଲଗିଥାଏ, ଆଉ ଢାର ଜସ୍ତର ଆଶା ନାହିଁ । କିନ୍ତୁ ପଗ୍ରଜୟକୁ ଜ ି ବୋଲି ଚଲେଇ ଦେଇ ସେ ଆପଣା ମନର ଫାନ୍ଦବାପଣ ଦେଖାଇପରେ ଅପମାନ ପାଇ ମାନ ମିଲଳ୍ପ ବୋଲି ଦଶଜଣ ବନ୍ଧୁଙ୍କୁ ଡାକ ସେଶଗୁଢ ଦେଇପାରେ ସେହ • ହୁଏ ଦୁଦ୍ଧ କ୍ଷ ଭେଣୁ ସେ ନ ପାଈବ କାହିଁ ? କେବଳ ବର୍ଷାକୁ ଛନ୍ତା ଦେଖାଇବା ନୁହେଁ ପିଠିକ ପଥର କଈବା ମଧ ସାଫବାଦର ଅମୋଘ ମଠ । ଆଉ ପଥର ବା କଣ ? ଉପଶକ ସାହେବଠୁଁ ମିଲବ ଆଉ ଗାଈ ଦେବାକୁ ଶକ୍ତ କାହାର, ଗାଈ ବା ଦେଇ ପାଈବ କିଏ ?
. ଘରୁ ଘରୁ ବଲୀଦତ୍ତ ମୁହଁରେ ଖେଲଉଠିଲ ଭାର ବ୍ୟବସ୍ଥାଗ୍ମୀ ବାଙ୍କ ହସ, -ହସ ନ ହେଉ ପଛେ —ଦଣେ ହସ ପଈ ।