କାମରୁ ଫେଶ ସେମିଦ୍ଧ ସେ ଭାର ସାନ ଘରେ ପଶିଯାଏ, ଯେଉଁଠି ବାପ ମା', ସ୍ତ୍ରୀ, ଭଉଣୀ, ଭଣୋଇ ସମେଢ ସେ ଏକା ଘରକେ ଚଳୁଛୁ, ସେ କବା କଳଦଏ । ନଗେଲାରେ ଭାର ଦଶଦ୍ର ଘରକରଣାର ବାସ୍ତବ ରୂପକୁ ନବଡ଼ସ୍ତ୍ରବେ ସେ ଆଲଙ୍ଗନ କଣ ଆପଣାର ରୂପ ବଦଳାଏ । ଘରେ ସାନ ଖଣ୍ଡେ, ପଦା ପିଣ୍ଡାକୁ ଆସିବାକୁ ହେଲେ ଲୁଙ୍ଗୀ । ଗ୍ରେଷେଇ ହାତେ ହାତେ, ଭାର ମଧ ଘନଘଡ଼ା ନାହଁ । ଓଲଏ ମାଣ୍ଡି ଆ ଜାଉ, ଓଲଏ ସତ, ଗୃରୁ, କୌଣସି (ଗାଟାଏ: ସିଝା । ଦହପାଣି ଭରାମିନ୍ ଯୋଗାଏ, ସେ ଖୁବ୍ ପାଣିଆ ତେଣୁ ହଜମକୁ କଷ୍ଟ: ନୁହେଁ । କାଠ ଅଳ୍ପ କଲେ, ଘଣ୍ଟାଏ ଲଗିଲେ ଢମ୍ବାପାନ୍ଧରେ ଘେଷେଇ ପ୍ରସ୍ତୁତ । ଅନ୍ୟାନ୍ୟ ବଦ୍ ଖର୍ଚ୍ଚ ଅଦୌ ନାହଁ । ରୂନ୍ଧରେ ବଶେଷ କିର୍ସିଦ୍ଧ କାଇବା. ପ୍ରୟୋଜନ ହୁଏନାହଁ । ଖା’ପିଆ ସଞରୁ ସଈଥାଏ, କେବେ ଦରକାର ହେଲେ ସାନ ଲ୍ୟାମ୍ପ୍ ସନ୍ଧ୍ୟାରେ Qଘଣ୍ଟା ସମସ୍ତେ କ୍ଳବ୍ବ୍ସରେ, ସେଠ ପେଟ୍ରୋମ୍ୟାଜ୍ନ୍ ଜଲେ, ଖବରକାଗଜ ପଢ଼ାହୁଏ । ଏତେ କୁମ୍ଭ ଏକାଠି ରହିବାରେ କ୍ରନ୍ଥ ଅସୁବିଧା ହୁଏ ନାହଁ, ଥାଏ ଗୋଟିଏ ଗ୍ରେଝିଆ ବଖର, ସେଠି ଅଧଗ୍ରହରେ ନାଈ କାଗଜ ଗୁରୁ ହୋଇଥିବା ଲ୍ୟାମ୍ପ ଜଲବାର ଦେଖିଲେ ଆଉ କେହ ସେ ବଖରକୁ ଯାଆନ୍ତ
ଘରେ ଲଫାପା ଉପରର ଇକନମି ସ୍କ୍ରି ପ୍, ବାହାରେ ମ୍ ସାର୍, ହସି ହସିକା ଏଂକଳ୍ପ ଗୁଓ ଭାର ପ୍ରତିକୂଳ ଅବସ୍ଥା ଓ ଦାଈଦ୍ର୍ୟକୁ ଜମ୍ମୁକଶ ଜୀବନ ବଢେଇ Şଲେ । ବଲୀଦତ୍ତ ଅନୁକରଣ କରିବାକୁ ମନ ବଳାଏ, ହାଇଁପାଇଁ ହୁଏ.. ଘରେ କହ୍ନେ “ଦେଖୁଚ ସତ୍ତ୍ୱେଜ୍, ପାରନ୍ତ ନାହଁ ?”
ସଗ୍ରେକମ ହସେ।
‘ଏଂକଳ୍ପ ଘଓର ସ୍ତ୍ରୀକୁ ଦେଖିଚ ? କେଡ଼େ ପଈଶ୍ରମୀ, ଅଥଚ ସରୁବେଲେ କେମିତ ସଫାସୁଭଦ୍ରା, ମୁଣ୍ଡ କୁଣ୍ଡାଏ, ମୁଣ୍ଡରେ ଫୁଲ ନାଏ ।”
“ହେଲ ସାଇଈ ରଖି ପିନ୍ଧ ୬ । ଯୋଉ ମୁଣ୍ଡବନ୍ଧା, ବଜାରରୁ ବାଳ କଣି ଆଣି ଯୋଡ଼ ଦେଇ ବାନ୍ଧେ । ଆଉ ଫୁଲଖୋସା ଯାହା କହଲ, ମାନ୍ଧଈ, ଘନ୍ଧରେ ଫୁଲ ମକଣ୍ଠ ହୋଇଯିବ ବୋଲି କାଢ଼ି ଦେଇ ପାଣିରେ ପକାଇ ଦଏ, ସକାଳକୁ ପୁଣି
"ଫେର ଜାଣ ସେ କେଡ଼େ ସୁନ୍ଦର ଗୀତ ବୋଲେ—"
í ଆମକୁ ସେମିତ ଫୁଲେଇ ହେଇ ଆସିବ ନାଇଁ । ଏଂକଳ୍ପକୁ କହୁଲ . ନାଇଁ ଢମ ପେଇଁ ସେମିତ୍ତ ଗୋଟିଏ କନିଆଁ ଠିକ୍ କଣ୍ଠଦିଅନ୍ତୁ ।,—"
•‘ଧ୍ୟାତ୍, ଯାହା କହିଲେ ତମେ ଥଳ୍ପ କରୁଚ, ସରୁଚ ଢମର ଏ ଓଡଣା ଦେଶର ବୋଝ ବୋଝ କଡ଼ା ଗୁଣ୍ଡି ମିଶା ପାନଖିଲେ ଲେଖା ଯାକ ଦେଇ ଗ୍ପେଇ