“ହଁ କଲିକାଲ କଥା, ପରର ପାଈପଣ ଦେଖି ଲେକେ ପଗ୍ ବାଲ ଛଣ୍ଡେଇ ମରୁଚନ୍ତ । ଆଗୋ କବା କଥା, ପଜ୍ଲପଣ ଦେଖେଇବାକୁ କିଏ କ’ଣ ମନା କରୁଈ, ଝରସଈ ହେଲେ ମାଉଁସ ଝଡ ପଣ୍ଡବ ସିନା, କାହା ଘର ପୂର୍ବ ?’”
• ଆମେ କାଇଁକ ଝରସଈ ହକୁ ମ ଅପା ?’”
‘ହେଇଲେ ଦେଖେ, ଦେଖେ, ଧୁଅକୁ ନେଲ ଲେ ଧ୍ଵକୁ ନେଲ
ହଇଲେ ମଭେ କହୁଥିଲୁ କି ଲେ ?”
ସେ ଘର । ଘୁମବାରୁଙ୍କ ସ୍ତ୍ରୀ ଉପରେ ପଣ୍ଡ ହାଣିବାକୁ ଆସନ୍ତ, ମାତ୍ତଯାଶ୍ର ଏ ଘରୁ
ସାନ ମଝି ଆଁ ଛୁଆଟି ରଞ୍ଜଗ୍ରଉଚ୍ଛ,—“ହେ ବୋଉ, ହେ ବୋଉ !”
“ସାଉÐ ଲେ ଯାଉଚ,”” ଘୁମତାକୁଙ୍କ ସ୍ତ୍ରୀ ଗଲେ । କଥା ନୁହେଁ ଢ ତାଙ୍କ କଥାଗୁଡାକ ସବୁ ଶାଢଲ କଟୁଈ ।
ସେ ସ୍ଟି ଲଗଲ ପରେ ସତ୍ତ୍ୱେଶମୀ ଥକ୍କା ହୋଇ ବସିଲା । ଇଚ୍ଛାହେଲ ସେ କାନ୍ଦନ୍ତା ।
କନ୍ତୁ କାନ୍ଦିଲେ କଏ ଶୁଣିବ ! ସାନ୍ତନା ଦେବ କଏ ?
ଗୋଟାଏ କଥା ଭାର ବି ମନେପଡେ ଛୁ । ଭାର ସ୍ବାମୀ ଲେକହସା ହୋଇଛୁ । ଯେଉଁ କଥା ଆପଣା ମନରେ ଥଲ, ଖାଲ ପୁଣ ଖାଉଥଲ, ଢାକୁ ପଦାକୁ ଉଖାର ଦେଇଯାଇଛନ୍ତ ଘୁମବାରୁଙ୍କ ମୁଖର ସ୍ତ୍ରୀ, ଏଣିକ ସେ ଆହୁର ଅସନା, ଗୃହଁ ହୁଏନାହଁ, ଗ୍ରଦ୍ଧ ହୁଏନାହିଁ; କିନ୍ତୁ ନ ଘବ ଉପାୟ୍ ନାହଁ, ଏ ଦୂର ବିଦେଶରେ ଭୂବନା ହଁ ଢାର ବଡ ସଙ୍ଗୀ ।
ବାପା ମ’ ଧନ୍ଦ ହେଉଥିଲେ, ଭଲ ଘର, ଭଲ ବର ।
ଚଷ'ଣ୍ଡି ଆ ଗାଁରେ ଖାନ୍ଦାନ ଘର, ପ୍ଟର ଭଉଣାରେ ସବା ସାନ ସେ ।
ଭଲ ଘର, ଭଲ ବର— ଦ୍ଦ’ପଦ୍ମଈଆ ପୁ ୭ ଖେଲବେଲେ କାନ ଡେର ଶୁଣେ, ସାଙ୍ଗ-ସାଥୀଙ୍କ ବାହପରରେ ଭାର ଆଶ୍ବସ ପାଏ ।
ବାପା ଶଦ୍ଦ ଧରଛନ୍ତ, ଜୋଇଁ ହୋଇଥବ ଦଶ ଜଣରେ ଜଣେ, ପାଠ ପରି ଅବ, ଗୃକଈ କରିଥବ । ତେଣୁ ସେ ଜୋଇଁଙ୍କୁ ସୁନା ଘଣ୍ଟା ଓ ସାଇକଲ୍ ଦେବାକୁ ପଣ ହାଙ୍କିଛନ୍ତ, ଆଉ କେଉଁ ଭଉଣା ନେଇ ନ ଥିଲେ ।
ସୁନ। ଘଣ୍ଟା ଓ ସାଇକଲ ଦେବାର ବଗଦ ହେଲ, ଗାଁ ପୋହଳ ବର ଆସିନ୍ତ । ଗାଁରେ ଚହଳ,—ବର ଅ ସିନ୍ଧୁ, ବାଣ ନାଈଁ, ବାଜା କେମିତ ଟୋଦଘ ଶୁକ୍ଳଛୁ । ଭା’ପରେ ଦରର ରୂପ ଓ ଆକୃତ ଶେଷୟରେ ଟିକା ଝିପ୍ପଣୀ, “ଆହା-ହା, ଆମ ସରକୁ ଏଇ ବର, ଯେମିତ୍ତ ସୁନା ଭାଟିଆରେ ଜାମୁକୋଲ ?’” ତବାଦ