ଦାନାପାଣି
ମୁଖସ୍ଥ କଲପର ଓଠ ଆଡ଼କୁ ଗୃହଁଛ, ସଫ୍ରେଶମର ପିଠିପାଖେ ନଇଁ ପଡ଼ଛୁ ବଲ, ଫା ଫାଙ୍କ. * ପଦାକୁ ପ୍ରତୀକ୍ଷାରେ ।
ସାହେବ ଆସୁଛୁ ।
ସେ ଏଇବାରେ ଘୋଡ଼ାଦୌଡ଼ କରୁଏ ଦୁଇଥର, ସମସ୍ତଙ୍କୁ ଦର୍ଶନ , ଆଜିନାର ପାଳ ଏହି ।
କନ୍ତୁ ଏ କ'ଣ ଦେଖୁଛୁ ? ଖାଈ ଘୋଡ଼ାଡ଼ା ଛୁଟି ସାଉଛୁ ଖର- coace, ଶନ୍ ଭଡ଼ାହୋଇଛ, ସଓ୍ବାର ନାହଁ ! ବଳୀଦତ୍ତ ପାଟିକସ, - ସତ୍ତ୍ୱେଜ୍, ସଗ୍ରେଜ୍, ପୋଷ୍ୟାନତା ବଢ଼େଇବେନ ଦେଲ ବେଗେ – ଓ3, ସଖେଳ, ସେ ଖୋଲଗୁଡ଼ାକ ଦେହ ଉପରେ ସରେଜ !” କେଡେ ଚଞ୍ଚଲ ଆଖି କାନ ବୁଳ ପକାଇଲ 1 ତା’ର ହେଉ ନାର୍ଦ୍ଦ । କବାš ଖୋଈ ଘୋଡା ଧାଇଁବାର ଦଗକୁ ସେ ସେ ପାଗଲ ପଈ ଧାଇଁଗଳ୍ପ । । କିଏ କିଏ କୁଟୁହଳରେ ଅନାଇଁଛନ୍ତ, – କିଏ ପସ୍ତଶବାକୁ ବସିଛନ୍ଧ୍ର, ପର ପଈବା ପୂର୍ବରୁ ବଲୀଦତ୍ତ ଛୁ’ । ଉତ୍ସାହ ହୋଇ -ଘସ୍ତାର ରୁଲ କୁକୁର ପଞ୍ଜାଏ ପିଲ୍ମ ନେଲେଣି । ବଲୀଦତ୍ତ ମନେ ମନେ ଡାକୁଛୁ, --‘ଭାର, ଭାଗ୍ !” ପ୍ୟାଣ୍ଟର ଭଲପାଖକୁ ବାଁ ହାତରେ ମୁଠେଇ ଧଊଛୁ, ବୋତାମ ଦେବାକୁ ସମୟ ନାହଁ, ସୋଢା ବ୍ଦ’ଝା Đଲ, ଫିତା ହୋଇନାହଁ; କିନ୍ତୁ ଏ – ସେପଈକ ଭଗ୍ୟ ସଙ୍ଗରେ ଦୌଡ଼, ଢାଗ୍, ଭାଗ୍, – ବଳୀଦତ୍ତ ଛୁଝିଛୁ ।
ଅମ୍ଳ ବେଶି ଦୂର ଯିବାକୁ ପଡ଼ଲ ନାହଁ । ଗୁନ୍ତାରେ ଠାଏ, ଧୂନ୍ଧରୁ ଉଠି -ଆସୁଛୁ ସାହେବ୍ । ଦେହଯାକ ଧୂଲ, ଆଘାତର ଶସ୍ତ୍ର, ସେ ଯେ କି ରୂପ ! ଉତ୍ତେଜଢ ହୋଇ ନାନା କଥା କହି ବଲୌଦତ୍ତ ସାହେଡ୍ର ଫ୍ଟଈପାଖେ ଚକ୍କର - ଦେବାକୁ ଲଗିଲ, ଉତ୍ତରରେ ସାହେବ୍ର ତୁଣ୍ଡରୁ ଖାଈ ଗାଈର ଶବ୍ଦ । ହୋସ୍ ହେଲ, ସାହେବ୍ ସହାନୁଭୁଷକୁ ଶୁଣାକରେ । ଗ୍ରେଟେଇ ପ୍ଳୁତେଇ ସାଦେବ୍ ରୁଲ ଘୋଡ଼ା ହୁଆଡ଼େ ଯାଇଛୁ ସେହିଆଡ଼େ । ବଲୀଦତ୍ତ ଘୋଡ଼ା ଖୋଜେଇବାକୁ ୟେକ ପଠେଇଲ, ସହସନ୍ତୁ ଖବରଦେବାକୁ ଲେକ ଦଉଡ଼େଇଲ, ସାହେବ୍ର ପଶ୍ଚାର୍- ଗମନଛଡ଼ା ଆଉ କିଛୁ କରିବାକୁ ନାହଁ, ତେଣୁ ଗମ୍ଭୀର ହୋଇ ପାହୁଲ ଗଣି ଟଣି
ସାହେବ୍ର ପଛେ ପଛେ ଲଲ । ଏଣିକ, ଗୋଟିଏ ଗ୍ରେ ଶୋଭଯାନ୍ଧା । ଆଗରେ ସାହେଦ୍, ପଛରେ ଅଳ୍ପ ଛୁଡ଼ କ୍ଷୁଦ୍ର ବଲୀଦତ୍ତ, ବୀରଦର୍ପରେ ଗୃଲସ୍ଥ, ଜନଭାକୁ ଗୃହଁ ହସିଦେଉ ଦଗବରେ, ମନେ ମନେ ବୁଝି ରୁ ଭଗ୍ୟ ଆଣିଛୁ ପରମ ସୁଯୋଗ, ସାହେବ୍ର ପଢନକୁ ଢା’ ନଜର ଉତ୍ଥାନ, ଆଉ ଧରେ କିଏ ? ଦୂରେଇ ଦୂରେଇ ଦଲ ଭଲ ସହକର୍ମୀ ଦେଖୁଛନ୍ତି, ଢାଙ୍କ ଗୃହାଣିରେ ଏଘ, —ସେମାନେ ଅତି ଡେଈରେ ଆସିଥାନ୍ତ । ବଳୀଦତ୍ତ ମନ ଇଚ୍ଛା ହୃରୁମ ଦେଉଛୁ, କଣେଇଁ କଣେଇଁ ଗୃହଁ ଦେଉଛୁ - ସାହେଦ୍ର ମନକଥା ବୁଝି ବାକୁ, କିନ୍ତୁ ସାହେବ୍ ମୁଝା ପିଲ୍ମଲ ପଈ ।