ଦାନା ପ।ଣି
ନାକଟି, ଆଖିରେ ଚଷମା, କଥା କହିଲେ ଗୁଲୁରୁ ଗୁଲୁରୁ ଫସ୍ଫସ୍ ଶବ୍ଦ । ତା'ର ଚଡ଼ଦାର ପଞ୍ଜାଏ, ଓହିଲା ରୁମାଲ୍ ସିଲ୍କର, ଦେହଗୋଡା଼ ମହକେ । ଏମ୍. ଏ. କ. ଏଲ, ଦୁଖୁ,, ସାଇ ଭଉଣୀରେ ଗୋଟିଏ ବୋଲି ଭଲ, କେଡ଼େ ନବନ୍ଧ, କେତେ ଭଲ ଦାର, ଅଧା ବୟସରେ ଦୁଖ ଲ୍ଟଲଗଲ ।
ନନ୍ଦ ସଙ୍ଗେ ଭୁଲନା କରୁ କରୁ ହଠାତ୍ ମନେପଡ଼େଲ ଦୁଖୁ ।
ଏଇ ଚଉକରେ ଦୁଖୁ ବ ଦନେ ବସୁଥିଲ । ଏଇ ବଖ ଶରେ ଲଗେଇ ଦେଉଥଲ ଧୁମ୍ଧାମ୍ । ସଢେ ଢ ଏ ସଂସାରରେ ଦୁଖ ଆଉ ନାହଁ ।
ସେ ନନ୍ଦ ଦୁଖୁ ସଙ୍ଗେ ଟ୍ରକ୍କର ଦେଉଥଲ ନା ଆହ୍ମଣ ଅଗକୁ ମାଡ଼ ଥିଲ । ଦୁଖ କବନକୁ ଭଲ ପାଉଥଳ, ଯେତେ ସୁନ୍ଦର ବାସ୍ନା, ସୁନ୍ଦର ଗନ୍ଧ, ସୁନ୍ଦର ଫୁଲ, ସୁନ୍ଦର ଝିଅ, କିନ୍ତୁ ସେ ଦେଖିବାକୁ ଭଲପାଏ, ଫୁଲଝାକୁ ଫୁଲପଈ ଚେକ ଶୁଙ୍ଘି ଦୂରରୁ, ହାତରେ ୬ଟି ଧଈବାକୁ ଢା'ର ମୋଟା ଆଙ୍ଗୁଠି ବ ଚଙ୍ଗେନାହଁ । ଏଡ଼େ ବଡ଼ ମୋờ ଫୁଲିକା ଦେହତାରେ ପୂରେ ସଂକୋଚ, ଢେଣୁ ଖାଈ ଦେଖିବା ବାହାନାରେ ସେ ଧାଇଁଯାଏ ଦଲ୍ଲୀରୁ କଲକତା, କଲକଢାରୁ ମୁମ୍ବଇ, ମୁମ୍ବଇରୁ . ପୁଷ୍ପ ସମୁ ଦ୍ରକୂଳ, ସେ ସେଠୁ ପୁଣି କଗ୍ଚୀ ଯାଏ । ସବୁବେଲେ କ୍ୟାମେର ସାଙ୍ଗରେ । ଆଣେ ଢାଡ଼ା ଢାଡ଼ା ଫଟୋ, ସୁନ୍ଦଗ୍ଧ ଝିଅ, ସୁନ୍ଦର ଦୃଶ୍ୟ ଏହିମାନଙ୍କର । ଅଣେ ବୋଝ ବୋଝ କାହାଣୀ,—ସୁନ୍ଦର ଗ୍ରନ୍ଧରେ ଦୂରରୁ ଦେଖିବା ଅନୁଭୂତ । ଏ ଘରେ ଗପ ମେଲଦିଏ ଅନ୍ଧ ଉତ୍ସାହରେ—“ରୁଝିଲୁ ବନ୍ଧୁ” । ଦୁଖ, — ଧୋବ ଫରଫର କୁଞ୍ଚ କୁଞ୍ଚିଆ ପାଇଲା ଫିନ୍ ଫିନ୍ ଲୁଉଞ୍ଚ, କୁଞ୍ଚ କୁଞ୍ଚିଆ ମୁଣ୍ଡବାଳ,- ଛେ ଭୃକୁଣ୍ଡା ନାକଟି, ମୁହଁରେ ପିଲାପଣ ହସ, ବସୁଧାବନ୍ଧ । ଦାନାପାଣିର ଧୂମ୍ଧ୍ୟମ୍ ଢା’ର ବନପୂଜାକୁ ସ୍ପର୍ଶ କରପାଈନାହଁ । ସଂସାରରେ ଢାର ଶନ୍ଧ ନାହଁ,- କ୍ଷରଶତା ବର୍ଷ ମୋତେ, ସେ ବି କଣ ଗୃଈଗଲ ସେହ—
“ଅଲେଖ ପାଟଣାପୁର, ସେ ଠାବରେ ତାଙ୍କ ଘର,
ନାହଁ ଶରଦ ଉଷୁମ, ସାଧୁଜନେ ହେରୁ କର ।”
ଝଞ୍ଝଣେଇ ଉଠୁଛୁ ସମସ୍ତେଇ ଭଜନ ସଙ୍ଗେ ସଙ୍ଗେ ମନେ ମନେ ଦୁଖୁ ! ମନେ ପଡ଼ ଛୁ, ନନ୍ଦ ବି ଝୁଲିଲ କୁଆଡ଼େ । ନନ୍ଦ ଵଲ ଏକପ୍ରକାର ଦୁର ପ୍ରଭେଦ୍ବହୀ । ସେ ଦ ଭଲ ପାଉୱଳ୍ପ ସୁନ୍ଦର ଘଷ, ସୁନ୍ଦର ଫୁଲ, ସୁନ୍ଦର ଝି ଅ, କନ୍ତୁ ଦେଖିବାପାଇଁ ନୁହେଁ, ଖାଇ ହଜମ୍ କରିବା ପାଇଁ । ନନ୍ଦ ସ୍ପେଗକୁ ପାଇଦେଇ ପାରୁଥିଳ୍ପ, ଠାକୁଗୁଣୀ ପଣାକୁ ଟିଇଦେଇ ପାଢୁଥିଲ । ପରଣାମ ପାଇଁ ସେ କେବେ ମୁଣ୍ଡ ଘାବ୍ରେଇ ନାହିଁ, ତେଣୁ କେବେ ଅନୁଭୁସ୍ଥ ଭାର । କେଉଁଠି- କାହାର ସେ ଧରମ ଭଇ ହୋଇଛୁ, କାହାର ଝିଉସନ୍ ମାସ୍ଟର, ଗାଣ୍ଡରେ କାହା ସହ