ଦାନାପାଣି
ନେଇଡାରେ, କାହାର ବି ନେବ କେଉଁ ଗୁଣ । ଆଉ କେତେକେ, ଗ୍ୟତନ୍ତ୍ରରେ ସେମାନେ ଅଫିସର ହୋଇଥିଲେ ବ ସେମାନଙ୍କୁ ସେ ଭାର ହସାବପୋଥରେ ଶାଗ ପଈ ମଣେ ନାଈଁ । ସେ ଯାହା ହେଉ, ସେ ଯେଢେ ଉପରେ ଥାଉ, – ବଲୀଦତ୍ତ ଭବେ ମୂଖନ୍ତା ଅଛୁ ସବୁଠି, ଖବନର ପ୍ରତ୍ୟେକ ସ୍ତରରେ ଆହୁର ଉପରକୁ ଉଠିବାକୁ ସୁବିଧା ଓ ସୁଯୋଗ ଥିଲେ ଈ ରହଯିବେ ଅନେକେ, ଯେଉଁମାନେ ନଜ ମୁର୍ଖ ପଣରେ ଆଉ ଉପରକୁ ଉଠି ପାରିବେ ନାହଁ, ବରଂ ଭଲକୁ ଖସିବେ ।
ସେମାନେ ଢାର ସାଫଲ୍ୟର ଯୋଜନାରେ ଉପରକୁ ଉଠିବାଲଗି ସିଡ଼ରେ ଗୋଡ଼ଦ୍ଦଲା ପିଢ଼ି । ମାଈ ଚକଟି ସେ ଚଢ଼ି ଗ୍ୟାଲଯିବ, ପନ୍ଥକୁ ଗୃହବ ନାହଁ ।
କିନ୍ତୁ ମୁଣ୍ଡରେ ପାଦ ଥୋଇବା ପୂଟରୁ କାନ୍ଧରେ ହାତ ଥୋଇବା ନଢାନ୍ତ- ଦରକାର ଯେ, ଭେଣୁ ମନରେ ଯେତେ ବଶିଷ୍ଟ ଉଚ୍ଚାଶା ଥାଇ ତୁଣ୍ଡରେ ସେ ଅଠ ସାଧାରଣ । କେବଲ କଥାରେ ନୁହେଁ, ଭାର ଭଙ୍ଗୀରେ ବଶୀକରଣର ପ୍ରଚେଷ୍ଟା । ସବୁଠି । ସେ ଶିଷ୍ୟତ୍ଵ ହଁ କଈବ । ମାର୍ନାର ଜରଦ୍ଭବର ଶିଷ୍ୟତ୍ବ ହଁ କରୱର୍ଲ । ପ୍ରାଚୀନ ବରଗଛମାନଙ୍କ ଢିଲେ ଏ କୋଠରୁ ସେ କୋଠିକୁ ଗଳ୍ପବେଲକୁ ହନ୍ତୋପଦେଶ କଥାର ରୁଢ଼ା ଶିମୂଲଗଛ ଢାର ମନେପଡ଼େ । ମନେପଡ଼େ ସେହ କାହାନ୍ତି । ବ୍ୟବହାର ବଲରେ ଉନ୍ନତ ପାଇବା ସୂନ୍ଧ କେବଳ ଇଂରେଶ ବହରେ ନାହଁ । ବଳୀଦତ୍ତ ସ୍ତ୍ରରୁଥଲ,—ଅମ୍ଳ ସରଳ ଗୁଣକ୍ୟ ପାଠରେ, ହତୋପଦେଶର କଥାରେ, ଗାଉଁଲ ଢଗଉମାଳରେ ଅଛ ଯୁଗେ ୟୂରେ ସଂସାର ଲେକଙ୍କ ଅଭିଜ୍ଞତାର ସାର,—ସାଫଲ୍ୟକାମୀ ପାଇଁ ଅମୋଘ ନଭ, ସଂସାରରେ ଏତେ ଲେକ, ତଥାପି ଦଲେ କାଠ, ଆଉ ଦଲେ ନଆଁ, ଦଲେ ଠେକୁଆ ଅଉ ଦଲେ ଗଧୁଆ, ଦଲେ ଧରମବେଠିଆ ଖଝିଖାଟି କମାନ୍ତ, ଆଉ ଦେଲେ ମଉଜରେ ଚକା ପକେଇ ଖାଆନ୍ତି । ସେମାନେ ବାହାବଲର ଢମ କରନ୍ତ ନାହଁ । ସେମାନେ ରୁଦ୍ଧି ଖଟା । କିନ୍ତୁ ତାଙ୍କ ଭିତରୁ ଅନେକେ ମକ୍ଷର ସୂନ୍ଧ ପ୍ରସ୍ଥ ସଚେତ ଲୁହନ୍ତ । କାରଣ ନ ବୁଝି କରଣି ହୃଅନ୍ତ । ତେଣୁ ଯେତେ ଲଭ ପାଇଲେ ଈଁ ସେଗୁଡ଼ା ଖାଈ ଗେଣ୍ଡା କାହ୍ନୁ କାଟୁ ଅକ୍ଷର । ସେମାନଙ୍କ ଅଗ୍ରଗତ କେବଲ ଅନଣ୍ଡି ର ଭଗ୍ୟାଧୀନ, ଢା’ର ନୁହେଁ, କାରଣ ସେମାନେ ଉବନ୍ତ ନାଈଁ, ସେ ଭାବେ ।
ସେଇଠି ସେ ଦେଖେ ନଜଠି ପ୍ରଶ୍ନq । ଲକ୍ଷେ ଲେକରେ ବ ଗଲ ଲଯାଏ କ୍ଷୁଦ୍ର ବଳୀଦତ୍ତ, ନଜକୁ ରୁଝି ପାରେ ବୋଲି ।
ଢାର ଦୋଦ୍ରୋପାଞ୍ଚ ନାହଁ । ଦୋଦୋପାଞ୍ଚ କଲେ ଦୁଇଗୋଡ଼ ଦୁଇ ବିପୠତ ଦିଗକୁ ଗନ୍ଧ କରେ, ଫଳ କିଛି ନାହିଁ । ସେ ଗ୍ବେ ଉଦ୍ଦେଶ୍ୟକୁ ହେତୁ କଲେ ଉପାୟର ଭଲମନ୍ଦ ଭୂଲବାକୁ ପଡ଼ିବ । ଉପା । ହସ ମାଡ଼େ । ସେ ମାଂସ ଝାଏ ସେ ଜନ୍ତୁ ମାଈବାକୁ ପନ୍ଥେଇବ କାହିଁକ ? ଲେକେ ଭଲ ପାଆନ୍ତ ଭଲ ଖାଦ୍ୟ,.