ଗୋଟିଏ ଅପରୂପ ଠାଣିରେ ସତ୍ତ୍ୱେଶନ ଝରକାପାଖେ ଦୂରକୁ ଗୃହଁ କରପଝିଆ ହୋଇ ଠିଆହୋଇ ରହଲ ଏବଂ ସେ ଅରଦରେ ହଠାତ୍ ସେପଈକ ପୋଥରେ ଡୋର ବନ୍ଧାହେଲ । କଲେଜଗନ୍ଧ ଲଣ୍ଠନ କମେଇଦେଲା । ଝରକା ପାଖେ ରୂପ୍ଟପ୍ ଠିଆହୋଇଥବାର ଦଶିଳ୍ପ ତା’ର ସ୍ରୟାରୂପ, ଆଲୁଅ ସେ ଲେଡ଼େନାହଁ, ସେହ ଅନ୍ଧାଈ ଭୁଲରେ ହଁ ତା'ର ପ୍ରକାଶ ।
ଏଂକଟ୍ ଗୁଓ, ସେ ବଲ'ଦତ୍ତର ସହକର୍ମୀ ଓ ବନ୍ଧୁ । ଶାମଲବର୍ଣ୍ଣ ଡେଙ୍ଗା। ପାଇଲା ଝେଙ୍ଗୁଆଡ଼ ଚେହେଘର ମଣିଷ । ଏଂକଟ୍ ଘÍ :-ଯଡ୍ଲେନ୍ ପିନ୍ଧେ । ତା’ର ଛନଛନଆ ମୁହଁ, ପଦାକୁ ବାହାଈଲେ ପୋଷାକ ପିନ୍ଧ ପ୍ରସ୍ପତ ସେ ସରୁବେଲେ, ପୋଢା ସଫା ଶକ୍କକ୍, ମୁଣ୍ଡର ଫିରେଇ ଶକ୍କଣ ହୋଇ କୁଣ୍ଡାହୋଇଛୁ । ମୁହଁ ସଦ୍ୟ ଧୁଆ ଓ ମସୃଣ । ବ୍ୟବହାରରେ ଭଦ୍ରତା ଓ ବନୟ୍ ଭା’ର ସହଜ ଗୁଣ । ଅଳ୍ପ କହେ, କହେ ମିଠାକଥା, ପରର ଦୃଷ୍ଟି କୋଣରୁ ନ୍ଧଜକୁ ଗୃହଁ କଥା କହିବା ଲା’ର ପ୍ରସ୍ତବ, ତୁଚ୍ଛା ଦାୟିତ୍ବହନ ଗପରେ କେବେ ମାଈବାର ଢାକୁ କେହି ଦେଖିନାହଁ ଏବଂ କାହାଶକୁ ଆଘାଢ ଦେବା ତା'ର ନଈ- ବରୁଇ । ଏମିତ ପଜ୍ଲେନ୍ ପିନ୍ଧ କୌଣସିଠି ଖଟ୍ ଖଟ୍ ଶବ୍ଦ ନ କର ଧୀରେ ଅଗକୁ ବାଟ କାଟି ↓ଲଯିବାପାଇଁ ସେପଈ ସେ ମୂଳରୁ ଗଢ଼ାହୋଇଛୁ ।
ଢା’ର ଗାର୍ହସ୍ଥ୍ୟ ଜୀବନର କଥା ପଦାରେ ସେ ଗପି ବସେନାହଁ, ନିଜ ଲକ୍ଷରେ ସେ ଅତ୍ୟନ୍ତ ପ୍ରୁପ୍, ନଜର ଅସ୍ତ୍ରବ ଅଭିଯୋଗର ଢାଲକା ଢାଞ୍ଚାର ଏକର ସେ ସାହା ସାସ୍ତ୍ର ଭୁଲ ଦାଣ୍ଟେ ନାହଁ । ସେ ଖାଇନାହଁ ? ସେ କ୍ଳାନ୍ତ ? ଘରେ -9’ର ଅସୁବିଧା ଅଛୁ ? ବୃଥା ପରର କଳ୍ପନା ଜଳ୍ପନା, ଏଂକଟ୍ ଘଓ ଝାଲ ହସିଦ୍ଧଏ । ଢା’ର ଅଧବସାସ୍ଟର ଅନ୍ତ ନାହଁ, ଉପଶ୍ୟକ କର୍ମପ୍ଟର ଅଗରେ ସବୁ– ବେଲେ ତା’ର ଭଲପଡ଼ିଥିବା ଦାସ୍ୟଭବ, ତା’ର ବ୍ୟଶ୍ରଦ୍ଧ ଗ୍ରେକ ରହିଛୁ, ଯେଭେ କେଞ୍ଚଲେ ଈଁ ଫୁଲ୍କାକୁ ଉତୁଈବ ନାହଁ, ଏଭରରେଡ଼ ବ୍ୟାଈର ବିଜ୍ଞାପନ ପଈ ସଦା ପ୍ରସ୍ପଢ ସେ ସବୁବେଳେ, ମୁହଁରେ ସେହ ଏକା ଭାନରେ ‘‘ସ୍ପେସ୍ ସାର୍’’ ।
ଏବଂ ମୂମନ୍ତ ‘“ୟେସ୍ ସାର”” ନରପଟ୍ଟଧ ମରବରେ ପ୍ରଗତଶୀଲ ଏଂକତ୍ ଗୁଓ ପ୍ରସ୍ଥ ବଲୀଦତ୍ତର ଗମ୍ଭୀର ସମ୍ମାନ, କାରଣ ବଳୀଦତ୍ତ ସେଠି ଦେଖେ ଗୋଟାଏ କ୍ଷରମ୍ପଘର ସଂସ୍କୃଢ ଆଦର୍ଶ ଯାହାଲଗି ସେ ସାଧନ। କରେ, ପାଖ ପଶି ପାରେ- ନାହଁ । ଏଂକତ୍ ଘଓ ମିଭବ୍ୟକ୍ତିଭାର ଚରମ ଆଦର୍ଶ ।