ଦାନାପାଣି
ଏଇ ଦିନର ଆରମ୍ଭ ।
ପ୍ରଥମେ,—ମହାପାଞ୍ଚଙ୍କ ପାଖକୁ । ବସିଛନ୍ତ ସେ,—କଲା ଯୋତା, ପରେ ସାମାନ୍ୟ ଆଁ କରିଛୁ, ରାଉଆ ଫିଢା, ନାଈ ମୋଜା, ହଲQଆ ପ୍ୟାଣ୍ଟ, ଧୋଇଯାଇଥନା ଫିକା ନେଈ କାମିନ୍, ଡୋଈଆ କୋଟ୍ ମୋଟାମୋଟି ମୁଗ ବର୍ଷର, କରପଝିଆ ଉng ଜନବର୍ଣ୍ଣର ପŜପଳ୍ପିକା ସ୍ପାଇର ଫାଣ, ମୁହଁରେ ସ୍କୋ କଇଳକ କରୁଛୁ, ଆଖିରେ ଚଉଡ଼ା ଫ୍ରେମ୍ର ଚଷମା, ମୁଣ୍ଡକୁଣ୍ଡା ହୋଇନାହଁ, ଠିଆ ବସିଲ ତାନା ଭଙ୍ଗୀରେ କର ବାଲ, ସେଥରୁ ଉତ୍କଳ୍ପ ଦାସ୍ଟାଭେଲର ସୌରଭ ବାହାରୁଛି। ତେଲ ଉପରେ ପାଦପୋଡ଼ନ, ଆଶ୍ରାଳରରୁ ଉଦ୍ୟଢ ଭଙ୍ଗାରେ,, ଚୌକରେ ବସି କୋଡ଼ରେ ଧଈରଶ୍ର ଖଣ୍ଡେ ଲେଖା-ପଡ଼ା, ଖୁବ୍ ବଡ଼ ବଡ଼ ଅକ୍ଷର ବସେଇ ହାତ ଲଛୁ । ତେବୁଲରେ ଯୋଢାମଡ଼ା ପାଦପାଖେ ନରକେ ଖଣ୍ଡେ ଗଣ୍ଠି ଗଣ୍ଠି କଞ୍ଚା ବଙ୍କା ବାଡ଼, କରଜେ ପ୍ରକାଣ୍ଡ ପାନệବା, ଖୋଲ ଖବରକାଗଜ ଠୁଙ୍ଗାରେ ଗୁଣ୍ଡି ପୁଲିଏ, ବୋତଲ ଘନୋଟି, ଗୋଟିକରେ ପିପରମେଣ୍ଟ ଅର୍କ ମେନ୍ଥଲ୍, ଗୋଟିକରେ କଞ୍ଚା ଜୁଆଣି, ଗୋଟିକରେ ନାଈ ନାଈ ବଝିକା,—ପାନର ମିଠାମସଲ୍ ।
ବଲୀଦQ Qବେ ପ୍ରତ୍ୟେକ ବଡ଼ ମଣିଷ ଗୋଟିଏ ଗୋଟିଏ ଅବତାର, ମୁହ ଓ ଜଗି ସେବ। କଣ୍ଠପାଈଲେ ବର ମିଲେ । ଏଇ ମହାପାନ୍ଧ ଅବଢାର, — ମଣିପର ଅହଂ ରୂପ, ଡ୍ୟାମ୍ କେଆର । ଦୁନିଆଁ ପଡ଼କୁ ଯୋଭାର ଅଗ । ଜ୍ଞାନ, ହଁ, ଉପାଧ୍ `ତାର ପ୍ରମାଣ, କେବଳ ପାଠରେ ନୁହେଁ, ଶାଠରେ, ଗେସ୍, ତାସ, ପଣା, କବଗୁଳ, ହୋମିଓପାଥ, ଜ୍ୟୋଈଷ, ଶ୍ଳୋକାନ, ଗୃକଣ୍ଠ, କଥାକୁହା, ଧ୍ୟାକ୍ଟ୍ । ଯାହା କଈବେ ବୋଲି ମନ ଦେଲ ସେଥରେ ସେ ଶୀଘ୍ର ମାଈପାରନ୍ଧ୍ର, କହଁରେ ସେ ଜ୍ଞମ; କିନ୍ତୁ ସେ ଜ୍ଞାନର ଗୋଟିଏ ବଶିଷ୍ଟ ରୂପ ଅଛୁ, ଜଗତର ଆଖିକ ସେ ଜଣେ ଏଇ ବଙ୍କାବାଡ଼ି ପଈ, —
କିନ୍ତୁ ଢ ଅସମ ଝଲଝଲେ । ଏବଂ ସେ ମ୍ମାନକୁ ଧାରଣ କରିଥିବା ବ୍ୟଣ୍ଡକ୍ଟର ରୂପ ସେହ . ବor ପଶଚ୍ଛଦର ସମଷ୍ଟି ପଈ, ଢାର ଠାଣି ପଈଷ୍ଟ
ଝଣ୍ଡକରୁ ଅଧେ ବଡ଼ ଶୋଷିଦେଇ ବନ୍ଧୁ ଏ ଅସମଞ୍ଜସ ଉପରେ ଗୋଟିଏ ଲେକ୍ଚର, ଝାଡ଼ପାରେ, ‘‘– ଆହା-ହା, ଵଚର୍ ବଲୀଦତ୍ତ, ଠାକୁରଙ୍କୁ ପୂଜା