ଦନାପାଣି
ଖୁସାମତଞ୍ଚ” । ତାଙ୍କର ବଲବ୍ଧ ଗୋଗ୍ ଢକ୍ତକ୍ ଚେହେଗ୍ ଢାଙ୍କ କଥାକୁ ଜୋର । ଚନ୍ଦାହୋଇ ଆସୁଥିବା ପ୍ରକାଣ୍ଡ ମୁଣ୍ଡ ଜନ୍ମାଏ ବଶ୍ବାସ। ଭୂଇଁ ଉପରେ ମୋଟା ଠେଙ୍ଗାରେ ଠକ୍ ଠକ୍ କଥାକୁ ଡିଘ ହୁଏ । ଏ ମଧ ବଲାସବ୍ୟସନ-ବର୍ଜିତ, ଜୀବନରେ ଏକମାନ୍ଧ ଗ୍ରେଗ ପ୍ରତ୍ୟେହ ପେ* ପେଟେ ପେଡ଼ା କଣି ଖାଇବା । ଅଥଚ ଢାଙ୍କର କିଛି ହୁଏ ନାହଁ, ସିଢ଼ି ରେ ସେ ଅମ୍ଳ ଉଚ୍ଚରେ ।
ଏମାନଙ୍କ ଛଡ଼ା ଅଛନ୍ତ ଆଉ କେତେ ମଝି ମଝି ଆ । ଯେଉଁମାନେ ଖାଲ ଉତ୍ପାଦନହଁ କରଜାନ୍ତେ, ଦୋକାନଦାଶ ଜାଣନ୍ତନାହଁ, ରୁଣ୍ଡମୁଣ୍ଡ ମା ଖଟିଯାଏ, ଖଟି ଯାଆନ୍ତ । ଉନ୍ନତ୍ତ ପାଇଁ ଘଣ୍ଢେଇ ଯୋଜନା କଛୁ ନାହୁଁ ସେମାନଙ୍କର । ଢଥାଟି ସେମାନଙ୍କ ଭିତରେ ଉଠ୭ କେତେ ଜଣ ଉପରକୁ,. ବୋଧହୁଏ ସମସ୍ତ କଣ୍ଠ ଭବ ବସନ୍ତ ନାହଁ, ଉଠିଲେ କ ପଣ୍ଡଲେ । ଅଛନ୍ତ ଜଣେ ଅନ୍ତର୍ଯ୍ୟାମୀବାରୁ, ଷୋଲବର୍ଷ ପଣ୍ଡରହଲ ପରେ ହାଲ ଏବେ ପାଇଛନ୍ତ ଗୋଟିଏ ପଦୋନ୍ନଷ ଓ କୁମ୍ପାମଠାରୁ ପ୍ରଶଂସା କଛୁ । ତଥାପି ସେ ସବୁଦିନେ ଗୋଲ ଗାଲ,. ସବୁବେଲେ ହସ ହସ, ସଦାଲାପୀ, ପାଞ୍ଚ ମିନଟ୍ରେ ପରର କଳିଆ ଭୁଝାଇବାରେ ସରୁବେଲେ ଧୂରନ୍ଧର, କହନ୍ତ ମୁଁ ଆଶାବା୩, ମୁଁ ଫୁଲ ମତେ ଯେଳେ ଟିଟିଲେ ମୁଁ ସେତେ ଉପରକୁ ଉଠିପାରେ ।
ବଲୀଦତ୍ତ ଭବେ ଏମାନଙ୍କ କଥା, ତଥାପି ସେ ଆପଣାର ସାଫଲ୍ୟ- ଶାସ୍ତ୍ରରେ ବିଶ୍ବାସ ହQଏ ନାହଁ । ଗୋଟାଏ ମୁକ୍ତରେ ଏ ସମସ୍ତଙ୍କୁ ସେ ଗୋଟେଇ ଗୋଟେଇ କରକୁ ଫୋପାଡ଼ ଦେଇପାରେ, ଭଗ୍ୟ, —ଏମାନେ ହୁଏଇ ସ୍ୱଗ୍ୟବନ୍ତ ।
କିନ୍ତୁ ସେ ସ୍ୱଗ୍ୟକୁ ଅପେକ୍ଷାକର ପଡ଼ ରହିବାକୁ ଗୃହେଁ ନାଈଁ । ତେଣୁ
ସେ ଧନ୍ଦହୁଏ ।
ତଥାପି ବଶ୍ବାସ ରଖେ, ଏମିତ ଘରୁ ସବୁ ଓର ଉଣ୍ଡ, ଉଣ୍ଡ ନଣ୍ଠସ୍ତ ଦିନେ ଅନ୍ଧାରରେ ଆଲୁଅ ଆଲୁଅ ଦେଖିବ ସେ, ସୁବଧା ହାରୁଞ୍ଜବ 1
କନ୍ତୁ କେବେ ! କେତେ ଦିନ ଆଊ ! ଅସହସ୍ତ ହୋଇ ବଲୀଦତ୍ତ ଭବେ । ଭୁବନା ସ ରେନାହଁ ।
କୁମ୍ପାନ-ପୃଥ୍୩ରେ ଯାଇଥଲ ଧୀରେ ଧୀଟେ ଅଫିସର ର ଗୃକ୍ଷ୍ମଣୀପଣ ସତ୍ତ୍ୱେଶଖକୁ ଅରେଇ ଧୀରେ ଧୀରେ । ଯେତେ ଦୂର ରୁଈବାକୁ ହେବ । ପ୍ରଥମେ ନୂଆ , ଢାକୁ ତାହାର ସମାଜରେ ହୁଏ ନଜର,—ଯେପଈଁ କି ମୂଲ