ଦାନାପାଣି
ହେବ ଶନ୍ଧି ଉପରେ । ସେ ଭଲ ରୁଝାଇଥଲ ବୋଲି ଆପଣ ଭୁଲ ବାମ୍ଫରେ ଘୂଲଥିଲେ । ତାପରେ ଭୃଣ୍ଡା ‘ଆପଣ’ ନଜର ପ୍ରଥମ ମଢର ଦାୟିତ୍ବ ଅଜାଡ଼ ଦେବେ ମୋର ଶନ୍ଧ ଉପରେ । କେବଳ ଯେ ମୋ ମଢ ରହଲ ଢା ନୁହେଁ, ଗୋଟିଏ ଶବ୍ଦ ନକାଶ କଣ୍ଠହେଲ, କେମିତଆ ସାଇନ୍ସ, ହଇରେ, ବନ୍ଧୁ,, ପ୍ରତ୍ୟେକେ, ଯେଉଁମାନେ ଉପରକୁ ଉଠୁଛନ୍ତ ଧରୁଛନ୍ତି ଏହି ୩ଜ । ଆଉ ରୁ
କଳ୍ପନା କଣ ହେଉଛୁ ବନ୍ଧୁର ଗମ୍ଭୀର ମୁହିଁ, ରୁପ୍ତପ୍ ବଡ ଜଲଯାଉଛୁ । ହାଏରେ ବଲୁ !
ଆଳ ବଳୀଦତ୍ତ ସହାନୁଭୂତ ଅଜାଡ଼ଦେବ, କାରଣ ଭାର ପ୍ରମୋସନ୍ ହୋଇଛୁ । ହୃଦସ୍ତପୂର୍ଣ୍ନ ବ୍ୟକ୍ତତ୍ବ ଆଢ଼ ଆଲରେ ଯେଉ ଟିକ ଘଡ଼ଟି ଭାର, ସେ ପୂର୍ଣ୍ଣ, ଅନ୍ଧ ପୂର୍ତ୍ତ । ସହାନୁଭୁତରେ ଦ ଟୋପା ଲୁହ ବ’ଡାଇପାରେ ବନ୍ଦୂର ଅର୍ଥିକ ଦୁର୍ଦ୍ଦଶା ପାଇଁ । ପୁଣି ଦ୍ବି ଗୁଣ ଉତ୍ସାହରେ ସେଠି ଜାପାଳ ବ୍ୟାରେନ୍ ଓକମୁଘ ଓ ଆମେଈକାନ କାର୍ତ୍ତେରି ଓହ୍ଲେଇବେ, ବଳୀଦତ୍ତ ବକ ଗୃଈବ, ବନ୍ଧୁର ଗୃହା ଗରମ, ବନ୍ଧୁର ବଡ଼ କଡ଼ା, ହୁଏଢ ସିଗାରେଟ୍ ଖଣ୍ଡେ ଗେଲ୍ଟଈ ଛେପ ଲଗେଇ ସେ ଧରେଇ ଦେଇପାରେ, ଝିଣଟି ଭତ୍ତୀ ଥଲ ।
ସଞ୍ଜ ଢ ଆରମ୍ଭ ମୋତେ ।
ଏଇ – ବନ୍ଧୁଘର । ପଶତକ ଦୃଶ୍ୟ ସରୁ, ଶକ୍କା ବାସ୍ନା, ଯାହାର ର୍ଣ ମାଝେ: ପୁରୁଣା ସ୍ମଈଁ ପୁଣି ନୂଆ ହୁଏ । ଖୋଲ ଦୁଆରମୁହଁ ଝଙ୍କା ଟ୍ୟୁମେଲ କୁଦା, ଆଲୁଅ ଜଲଜଲ ସାନ ବଖୁର ଅନ୍ଧାଈ ଗ୍ରସ୍ତା ଉପରକୁ ଭାର କରଣ ଚହଟି ରହିଛି । ଆରପାଖେ ପ୍ରକାଣ୍ଡ ପ୍ରାସାଦ, ସଡକ ହୋଇଛୁ ଆଗନ୍ତୁକମାନଙ୍କର ମଧ୍ୟର ଗ୍ୟାରେଜ, ଗାଈ ସନ୍ଧରେ ଗଲ ଗଲ ଯା ଆସ ପଦାତ୍ମକମାନଙ୍କର ।
ବନ୍ଧୁଘର ହତା ଭତରକୁ ପାହୁଣ୍ଡେ, କର୍କଶ ବୋବାଈ ଛୁଡ଼ କାଲୀକୃଷ୍ଟି ଅନିମଣ କରିବାକୁ ଆସି ହାଜର । ‘“ଆରେ ଆରେ, ୪ମି, ରଃ —" “ପ୍ଲେ ଶ୍ୱେ, କ୍ଲେ ଭେ,—କିସ୍ତ ମ୍ ଭୋ—
କାଳୀ କୁତ୍ତୀ ଲଙ୍ଗ ଡ୍ର ହଲେଇ ଦାଈଁ ଛୁଡ଼ଦିଏ, ଶୁଙ୍ଘି ଶୁଙ୍ଘି ପଛକୁ ଧାଏଁ ଆଜି ଏ କି ଦଶନ୍ଧ ! କୁକ୍କୁର ଗନ୍ଧବାଈ ମଣିଷ ଶହ୍ନେ କହନ୍ତ, ଜାଲୀ କୁତ୍ତାର ଗନ୍ଧସ୍ନାୟୁରେ ଆଞ୍ଜିକା ବଲୀଦତ୍ତ ଲଘୁ ଛୁ ଅନ୍ଧଦ୍ରା, କ ବନ୍ଧ !