“ଧେର୍—ଭୋର ସେ ବଜାଈଆ କଥା ଗଲ ନାଇଁ ।”
“ଆଉ ଗଲେ କଣ ହବ ? ଢ ଭଶ ଭଦ୍ର ହେଇଚୁ, ଆମର ର ବଜାଈ ଆଉ ବଦମାସଙ୍କ ସାଙ୍ଗେ ସଙ୍ଗ, ଆମ ନଥାଇ ଆଗୁ । ଆଉ,– ସ 'ହଉ ବହୁତ ଦିନ ପରେ ଦେଖା, ଯେମିତ ଅନ୍ଧାରେ ଅନ୍ଧାରେ ମୁଁ ସ୍ତ୍ରବଲ—ଅବା କୋଉଠି କଣ କରକଈ ଆସିଚୁ, ସନ୍ଦେହ ଆଟି ଜନା । ଡଃ ଭଇ ବନ୍ଧ, ଦୁନଆର କ ପରବତ୍ତନ ! ଗ୍ରୁତଃ ।”
“ଦେଟଶ ଊତ୍ତ ଖୁସି ଅଛୁ ତୁ, ନଇଲେ ସମସ୍ତେ ପାଟି କରୁଚିନ୍ତ ଦରମା #ଅଣ୍ଟ, ଆଉ ସାମାନ୍ୟ କ ାବଲ କାମରେ "
‘“ଆରେ କିନଷ୍ଟବଲ କାମ ସାମାନ୍ୟ ନୁହେଁରେ, ସାମାନ୍ୟ ନୁହେଁ, ସବୁକାମ ପର ସେ ବି ଗୋଟାଏ କାମ, ରୂ କାହାର ସୋଢା ପୋଛୁଥରୁ, ମୁଁ କାହାକୁ ସେଲଉଟ୍ ଦେଉ ଥିବ । କାମ ତ କାମ, ସବୁ ଏକା ।”
‘ବାସ୍ତବିକ୍ ଗୁଜ, ତୋ କରିବା, ଏତେ ବଡ଼ ବପତ୍ତି ଆସିଲ୍ ଗଳ୍ପ, ଯେମିତ୍ତ ସେମିଦ୍ଧ । ତୋ ପ୍ରଶ୍ନ ଭଲ ମୋର ଉକ୍ତ ଆସୁଛୁ ।”
“ଭଦ୍ର ଅସୁସ୍ଥ ! ପ୍ରଣାମ କର, ପ୍ରଣାମ କର । ଗାଁରେ ଢୋ ଚଉଦପୁରୁଷ ତ ମୋ ଚଉଦିପୁରୁଷ ପାଖେ ଆଣେଇ ଆଣ୍ଡେଇ ଗଲେ, ଭୁ ଅନ୍ଧ ପ୍ରଣାମଟାଏ କଲେ କ'ଣ ନୂଆ କଣ୍ଠରେ କି ! ଥାଉ, ତୁ ମୋପାଇଁ ଏତେ ଦୁଃଖ କରନା, ଢୋ ନଜର ବହୁତ ଦୁଃଖ ବାକି ଥିବ ।”
"ମୋ ନଜର ଦୁଃଖ !”
ଆରେ, ଯେ ଯେଡ଼େ ବଡ ହେଉ, ଦୁଃଖଡ଼ା କୁଆଡେ ଯିବ ? ଦୁଃଖ ଆସିବଇ ଆସିବ । ଏପାଖେ ଆସିଲେ, —ସେପାଖେ ଯିବ । ଦରମା ବଢ଼ି ଲେ, — ମହଙ୍ଗାଭତ୍ତ୍ବ କମିବ । ଏପାଖେ ଉଠିଲେ,—ସେପାଖେ ପଞ୍ଜାବ, ଅଉଥବୁ ଯାଉଥିବ; ଯାଉଥିବ, ଆଉଥଦ, ଆଉଥବ ଯାଉଥିବ"
“ତୁ ଆଉ ମୋ ହାତକୁ ଏମିତ ହଲନା ସ୍ବଇ, ସେ ଦେଖିବ କହିବ କୃଦ୍ଧି ମ ନଶ୍ବାସପ୍ରଶ୍ବାସର ଚେ ା କମ୍ରେଉଚ, ଯୋଉ କାଟୁ.."
"ଘର, କୁନ୍ଥି ମ ନଶ୍ବାସ ଭୋର ଦରକାର, ଏ ଦୁନଆ ଯାହା ହେଳଣି ତମେ ସବୁ ପାଠୁଆ ବାରୁମାନେ ଯାହା ହେଲଣି, ନଶ୍ବାସର ଭତ୍ତ ଅଗ୍ରବ । ଆନନ୍ଦର ବଜଇ ନାଇଁ, ଭାକୁ ଗଢ଼ି ବାକୁ ଶ ଵ ନାହଁ । ଦୁଃଖରେ ଦମ୍ ଫାଟିଯା, ସେଇ ହାତଗୋଡ଼ ଛପଞ୍ଚରେ ବାଜ୍ନେସ୍-—ଏଜ୍ନେନ୍—"
ଭଦ୍ରକ ‘“କନ୍ଧିବ୍ଲ କଣ୍ଠ କନ୍ୟବ୍ଳ—"
“ରବୁଳ ହଁ, କବଢା ଅଉ ଫୁଝିବ କୋଉଅଡ଼ୁ. ରୁ ତ ପାଖରେ