ଦାନାପାଣି
ଘେଷେଇବାସ୍, ନ ହେଲେ କଣ ଯାଇନଥାଶ୍ର ସାର, ଆଉ କୋଉଠିକ ଯାଆନ୍ତି ? ଆପଣଙ୍କ ପାଖକୁ ନ ଯାଆନ୍ତ ତ ଯାଆନ୍ତ କୋଉଠିକ ? ଆଈ ସିଦ୍ଧ ସାର, ଧୋବାକୁ ଭାଗିଦ୍ କର ଲୁଗା ନେଇଯିବ । ଆପଣ କଣ ଜାଣନ୍ତନାହଁ ସାର, - ଅପଣଙ୍କ Úଖକୁ ନ ଯିବ ତ ଯିଦ୍ଧ କୋଉଠିକ • ଖାଈ ସ୍ତ୍ରୀ ବେମାର ବୋଈ ସିନା—"
‘ସାର’ ମାନେ ମହାଶ, କିନ୍ତୁ କରୁବାରୁ ଢାଲୁ ବ୍ୟବହାର କରନ୍ତ. ଯେପଣ,—ଢାର ଅର୍ଥ ନ ପଡ଼େ ହଜୁର ଜାହାଁପ୍ନା ଆଉ କେଉଁ ସ୍ତରକୁ । ଯାହା ହେଉ,~—ଏ ବନସ୍ତ, ଏ ବ୍ୟବହାର, ଏ ଆଲୁଗଭ୍ୟ ଏବଂ ଶେଷରେ ଧୋବା, — ଢା ଉପରେ ଅଉ ଚଲେନାହିଁ । ବଡ଼ବାରୁଙ୍କୁ କଥା ରୁଲେଇବାକୁ ପଡ଼ଲ,—
“ସାଅ, କାମ କରି ଯାଅ,—ଫେରେ ଯେମିQ ମତେ କଢ଼ିବାକୁ ନ ପଡ଼େ ବୁଝି ଖବର୍ଦାର । ସ୍ତ୍ରୀ ବେମାର ହୋଇ ! ଆଂ, ଏମିତିଆ ଗୋଟାଏ ବାଜେ, କୈଫିସ୍ର ଦବାକୁ କେମିଷ ସାହସ ହୁଏ ତମର ° ମାଈକନାଙ୍କ ପଣଢ ଉହାଡ଼ରେ- ଅମ୍ବରକ୍ଷା କଣବାକୁ ଲୂଜମାଡ଼େନାଇଁ ଢମକୁ ?”
ଘରବାରୁ ମୁହଁ ଭଲକୁ ପୋସ୍ଥ କରେଇ କରେଇ ଗୃଈଲେ, ଫାଙ୍କ ଦେଖି ରହସ୍ୟ ଉପୁଜେଇ ବଳୀଦତ୍ତ ମହଲ.—“ଢାର ରହଗଳ୍ପ ପିଲୟନର ଅଭ୍ୟାସ ସାର,—ତେଣେ ଅବଧାନ ଡାକ ପକେଇଥିବ, ଏଣେ କାଞ୍ଜି କଣରେ ୟେ,. ବୁଢ଼ୀମା ପଛଆଡ଼େ, ଆଈ ଗୁଣ ପେଟ ମୋଡ଼ Ð ମା, କୋଶ ପକୋଊ, କୋଣ ପକୋଉ, ଥାଉ ଆଜକ ।"
ମୁଣ୍ଡ ନ ବ୍ରୁଲେଇ ସ୍ଟଲଗଲେ ବୀରବାରୁ, ସତ୍ୟେକ କଛୁ ଘଝିନାହଁ, କଣ ବା ଘଟିଛୁ, ଏ ତ ନତ ଦେହସହା, ମୁହଁ ପୋଛଦେଲେ କାମ ସଶଲ, ଢେଣେ ବଳୀଦତ୍ତ କଥାରେ ବଡ଼ବାରୁ ହସିଲେ ।
ବଡ଼ବାକୁ ହସିଲେ ।
ହସିଲେ ପାଖର ପାଞ୍ଚଜଣ କର୍ମପ୍ଟର ଯାହାକୁ ଯେପଈ ଆସେ, ବଳୀଦୃଷ୍ଟ ଚଲେଇଛୁ କୁକୁଡ଼ାପଈ, ଊମ୍ବ ଦେବା ଆଗରୁ ମାଈ କୁକୁଡ଼ା ସେପଈ ବ୍ୟସ୍ତହୋଇ ବୋବାଏ,—ସି ମାଇନର ”, ରହ ରହକା,— ଢାର ହାର୍ଦ୍ଦିକ ହସ— ବଡ଼ବାରୁ ହସୁଛନ୍ତ ବୋଲି । କୃଷ୍ଣ ବାକୁଙ୍କର ଲମ୍ବା ଘସଭ, କି-ହ, — ହବାବୁଙ୍କର ନଳ୍ପଗୁ କାଶ ମଝି ରେ ମଝି ରେ କମା ସେମିକୋଲେନ୍ ପଈଁ ଗୋଟିଏ ଗୋଟିଏ ଡଃ ହାଃ,—ଗ୍ରମବାରୁଙ୍କ ଲହର ବନ୍ଦ ହୋଇଯାଉଛୁ, କ୍ଷୀଣକାୟ ଲେକ ସେ, -ଦ୍ଦମ୍ ନେଇ ପୁଣି ଚଲେଇଛନ୍ତ, ଗୋପାଲିବାରୁଙ୍କ ଅଙ୍ଗ ପ୍ରତ୍ୟଙ୍ଗ ହସୁଛୁ» ବେଲ ଭଳେ ଅନ୍ତଲ ପେଟ କୁଦାମାରୁଛୁ, ହଃ ହାଃ