ସକାଳ୍ପ ଗ୍ରସ୍ତ ଅଧଯାକେ ଲେଖୁଥିଲେ କରିବ୍ୟ ଶେଷ ହେବ, ସେହୁ ହେଲ ସ୍ତ୍ରର ଘରକରଣା । ଜାଣ, ବଂଗାଲି କଣ କହନ୍ତ,— ବାଂଗାଲ ମାନୁଷ ନହେଁ, ଉଡ଼େ ଏନ୍ ଜନ୍ତୁ, ଲଙ୍କ୍ ଦିଏ ଗାର୍ଡେ ଓଠେ ଲ୍ୟାନ୍ ନେଇ କିନ୍ତୁ’ ଆଉ ତେଲଙ୍ଗା କହନ୍ତି, —"କଣ ଏମିତ ଗ୍ରେଷେଇବାସରେ ଢମର ସବୁ କମାଣି ଶେଷ ମ, କଣ ସୁନାରୁପ। ଢରକାର ଖାଉଚ ? ଲଡ । ଆଉ ବଦେଶକୁ ବାହାଈଲେ, ସେତେବେଳେ ଢମେ କଲେଲେଖା ପାନ ଠେଲଦେଇ ଝମର ଝମର ଅଳଂକାର ନାଇ କାନକ କାଳ ଗଣ୍ଡେଇ ପ୍ରସେସନ୍ରେ ବାହାଈଥିବ, ଅହା-ହା, ଅଖାନାର ଜନ୍ତୁ ଢ ! ମିଶ୍ର ଘରକରଣା କରିବାକୁ ହୁଏ,—ପାଖରେ ଅଛ, ଏଇ ସଂକଟ ଗୁଓ ଘରୁ ଶିଖିଅ ସତ୍ତ୍ୱେଜ୍, ବୁଝ ଲ ?’”
ପର ନାଘର ପ୍ରଶଂସା ଆପଣା ସ୍ତ୍ରୀ ପସନ୍ଦ କରେନାହଁ ।
ସରେଶମୀ କଷ୍ଟରେ ଲୁହଗୁଡ଼ା ଅଳ୍ପକାଏ ।
ବଲୀଦତ୍ତ ଘଶ୍ବାସ ଗୁଡ଼େ ।
ସେହ ଏଂକଟ୍ ଗୁଓ, ଭାର ବନ୍ଧ । କଫି ପିଆଏ, ଇଡ଼ ଲ ଖୁଆଏ । ସନ୍ଧ କେବେ ଭଲ କି ଘଣ୍ଡାମାର୍କା ସିଗାରେ ଜଣେ ଅଣାଇ ଏକ ପ୍ୟାକେଟ୍, ଭଗଦିଏ । ଏହି ମରବ ବନ୍ଧ ଢାରେ ୨ଲେ ଦୁଇ ବନ୍ଧ ଙ୍କର ରୂପରୁପ୍ ଆଲାପ ଶାସ୍ତ୍ରର୍କେ । । ବାଧେ ବାଟେ ଡେଙ୍ଗା। ବାଙ୍ଗର ଦୁହେଁ । ଢାଙ୍କର ଶାସ୍ତ୍ର ଅଫିସର କାର୍ଯ୍ୟପ୍ରଣାଲୀ, କଣ କିଏ ଲେଖିଲା, କଣ କେମିତ ଲେଖାହୁଏ, କେଉଁଟା ଗଲ କେତେଦୂର ଏବଂ ମୀରବରେ ସଂକଟ୍ ଗୁଓର ହାତଦେଖା ଚର୍ଚ । ।
ସଂକଟ୍ ଗୁଓ ଦେଖେ, ଗୃଳଶର ଗୁରବାଡ଼ ଭତରେ ଢାର ଭଗ୍ୟ ନରୁଓ ହୋଇ ବନ୍ଧାହୋଇଛୁ, ତାହାଶ ଭିତରେ ସୀମାବଦ୍ଧ ହୋଇ ରହିଛୁ ତାର ସମଗ୍ର ଜୀବନ, ବତ୍ତମାନର, ଭବିଷ୍ୟତର । ସେ ବିଷୟରେ ଭାର ଆକ୍ଷେପ ନାଈଁ, ଛପ ନାହଁ, ବରଂ ଆପଣାର ପରଦ୍ଗାର ବସ୍ତୁବାଦୀ ଦୃଦ୍ଧି ଲଗ ସେ ଗୌରବ ଅନୁଭବ କରେ, ସେହ ପରଷ୍କାର ସଫା ଦୃଷ୍ଟି'ରେ ସେ କଲ ବସେ ଗୃକଈର ଦରମା ଓ ସଂସାରର କଲେବରର ସମ୍ବନ୍ଧଶୀଲ ରୂପ, ଆଈଁ ଏପଣ ଅତ୍ମ—ପାଞ୍ଚବର୍ଷ ପରେ ପାଞ୍ଚ ୪ଙ୍କା ବଢ଼ି ଲେ ସଂସାରର ଅମୁକଠି ଝିକିଏ ମାଝିନେସି ହେବ, ସେତେବେଳେ ତାର ଚେହେତୁ ହେବ ଏପର, ତା’ପରେ ପୁଣି ଦଶବର୍ଷ—ଦରମା ଅନୁପାତରେ ଢାର ପଶ୍ବରନ ଵ ଲକ୍ଷ୍ୟ କରିହୁଏ । ଏଂକଟ୍ ଗୁଓ ଅଙ୍କ କଷିଦ୍ଧଏ । ବାଟେ ବାଧେ ଗଳ୍ପବେଲେ ନିଜଠୁଁ ଯଦ୍ଧ କାହାକୁ ସେ ଅଧ୍ବକ ଉଗ୍ୟବାନ୍ ଦେଖେ, ଦୁଃଖ କରେ ନାହଁ, ଭାର ଦୃଷ୍ଟି ଚହଲେ ଗୁପ୍ତା ଗୁଡ଼ି ଗୁସ୍ତାକରକୁ । ଦେଖେ ମଲମୁଣ୍ଡ ଆ, ମଜୁଆ, କୌସୁନପିନ୍ଧା ଭଜାର, ପଂଶୁ. ଢାଙ୍କର ସଙ୍ଗେ ନଜକୁ ଭୁଲନା କରେ, ଉଗ୍ୟକୁ ଧନ୍ୟବାଦ ହୁଏ, ସ୍କୁଲ୍ ର ନ୍ ସିଠ ମାଈଥାଏ ।