ଦାନାପାଣି
ସହସ ଘୋଡ଼ାକୁ ଧଈ ଆସୁଛୁ । ଘୋଡ଼ା ଖଲେଇ ହେଉଛୁ । ଘୋଡ଼ାର ୱିଠି ଟ୍ୟୁସ୍ଵଡ଼େଇ ଗୋଡ଼ ଆଉଁଷି ସାହେବ୍ ନଇଁପଡ଼ ଘୋଡ଼ାର ଗୋଡ଼କୁ. ଦେଖିଲ ।
କ ଆଶ୍ଚର୍ଯ୍ୟ ! ଘୋଡ଼ାପ୍ରଶ୍ନ ଏତେ ସ୍ନେହ ! ଜନଢାରେ ଅପ୍ସ š ଗୁଞ୍ଜନ । ବର୍ମୀଦତ୍ତ ବ ନପଡ଼ ଘୋଡ଼ା ଗୋଡ଼କୁ ଦେଖୁଛୁ । ଘୋଡ଼ା ଗୋଡ଼ପ୍ରସ୍ଥ ଏହି ତା’ର ପ୍ରଥମ କୁରୂହଲ । ଏ ଗୋଟାଏ ଘୋଡ଼ାର ହଁ ଗୋଡ଼ି, ଏଥରେ ସନ୍ଦେହ ନାହଁ କନ୍ତୁ ସାହେବ୍ କ’ଣ ଦେଖୁଛୁ, ତେଣୁ ଦେଖିବାକୁ ହେବ । ସାହେବ୍ -
“ପଶୁଡାକ୍ତର—" ଏବଂ ବଙ୍ଗଲାଆଡ଼େ ହାତ ଦେଖାଇଲ୍ । ବଳୀଦତ୍ତ ପାଖରେ ଠିଆହୋଇଥିବା ଜଣକଠୁଁ ସାଇକେଲ ଛଡ଼େଇ ପି କନା ଛୁଝିଲ -. ଲେକଟି ଅଶ୍ଚର୍ଯ୍ୟହୋଇ ଅନାଇଛୁ ।
ସାଇକେଲ ଚଢ଼ି ପବନବେଗରେ ଧାଇଁଗଲବେଲେ ମନ Qଢର ହସ୍ୟ ଉଠୁ?, —ଏଇ ସୁଯୋଗ, ଏଇ ସୁଯୋଗ । ଧଇଁସଇଁ ହୋଇ ଧାଉଁ ଧାଉଁ ଗୋଡ଼ ଯେତେବେଲେ କଳ୍ପକଳ୍ପ କରୁଛୁ, ପାର୍ଟି ଅଫ। ଆଫା, ମୁଣ୍ଡ ଭଢରେ କୁମ୍ଭାଡ଼ୁଆ ବୋବାଉଛୁ, – ଏହି ଉଷା, ଏହି ଉଷା । ସେହ ଧାରଣ,ରେ ମାତ ପଶୁଡାକ୍ତରକୁ ଡାକ ଧର ସାହେବ୍ ପାଖକୁ ଫେରଲବେଲକୁ ଘୋଡ଼ା ଠିଆହୋଇଛୁ, ସାହେବ୍ ଘାସ ଉପରେ ଆଣ୍ଠେଇ ପଡ଼ ଗୃହଁଛ, ଘୋଡ଼ାର ଗ୍ରେ ା ଗୋଡ଼କୁ ଆଉଁଷୁଛୁ ।
କାହିଁକ ସେ ଏପରି କଲ ଜାଣେ ନାହଁ, କିନ୍ତୁ ଆନନ୍ଦର ଉଲ୍ଲାସରେ ବଲୀଦତ୍ତ ଘୋଡ଼ାର ପଛ ଗୋଡ଼କୁ ନରେଖି ଗୃହଁବାକୁ ମନକଲ, ସତେ କ ସେଠି କ’ଣ ସେ ଆଈଷ୍କାର କଈବ । ଆଖିପିଛୁଡ଼ାକେ ପାଖକୁ ଯାଉ ଯାଉ ଘୋଡ଼ା ରୁଝିଲ ନାଭ, କର୍ମଯୋଗକୁ ଦେହରେ ନ ବାଈଲେ ବ ପଛେଇ ଧାଇଁ ବଳୀଦତ୍ତ କଚଡ଼ାଏ ପଡ଼ଲ ଓ ସାହେବ୍ ଗର୍ଜିଉଠିଲ, ଢା’ର ଆଖି କୁହୁଳୁଛୁ ।
ମୁହଁକୁ ଭଲକୁ ପୋଷ ସେ ଠିଆହୋଇଛୁ, ଭା’ର ସୌଭଗ୍ୟର ଶଗଡ଼ଗାଡ଼ ଯେପଶକ ଓଲଝି ପଡ଼ଛୁ ଏକା ଧକ୍କାକେ ।
ସହକର୍ମୀମାନେ ସମବେଦନାରେ ମୁରୁକ ହସୁଛନ୍ତ,—ବଳୀଦତ୍ତ, ସ୍ଟାଡ଼କୁ ଆସ ! ଏମିତ ପାଞ୍ଚ ମିନଟ୍; କଳ୍ପ ଢା’ର ମନ ପଗୁଜ7ରେ ବାଦ୍ଧ ହୁଏନାହଁ । ବାଁରେଇ ହୋଇ ବଗିପ୍ଟ ଆଡ଼କୁ ଗଲା । ବେଶ୍ ବେଶ୍, ମେମ୍ସାହେବ ରୁଛୁ ।
“ଗୁଡ଼ ମଣି”
‘“ଗୁଡ଼ ଇଭନଂ ବ୍ୟାରୁ ।” ସେହ ମୁହ ର୍ଷରେ ଶଭତାକୁ କାଢ଼ି କାମୁଡ଼ ଦେଲ ଅଳ୍ପକେ । ସଢେ ଢ, ସନ୍ଧ୍ୟା ପାଖ । ମେମ୍ସାହେନ୍ ଭା’ର ଵକ୍ରତପଣ ଦେଖିଛ; କିନ୍ତୁ ନା, ଅଳ୍ପକବାକୁ ହେବନାହଁ, ଯେ ଅଳ୍ପକେ ସେ ମରେ । ହାତ- ହଲଇ ସକାଳର କାରସାଦ୍ଧ ସେ ଦେଖାଇଲ । କେଭେ ଘୋଡ଼ାଘୁଅ, କେଲେ