ଦାନାପାଣି
“ଜଣାପଡ଼ଢ ସେଇଆ,—ଶ୍ୟାମବାରୁ ସା' ଦେଲେ, "ନାଲ ତାଙ୍କ କିସ୍ ଖେଲ ଦେଖୁଥିଲ । ହସି ହସି କର ହଲେଉଥଲେ ସମସ୍ତ ଙ୍କୁ । କି ମାଷ୍ପର୍ଲି ଷ୍ଟୋକ୍ସ ।"
ବଳୀଦତ୍ତ ବ କହଥଳ୍ପ ସତ୍ତ୍ୱେଶମକୁ,—“ରୁଝି ଲ, ସରେଜ : ଆମର ଯେଉଁ ନୂଆ ସାହେବ୍ ଆସିଛଶ୍ର, – ଦେଖନ୍ତ ତୁମେ ଢାଙ୍କୁ; ଧୋକା ଲେକ, କାର୍ଯ୍ୟରେ ଚକ୍ଷଣ, ଆଉ କି ଭଦ୍ର ! କି ଭଦ୍ର ! ଏପର ଲେକ ଗୃକଘରେ ବେଶି ନାହାନ୍ତ । ନଜେ କାମ କର ଜାଣେ, ପରର ହୃଦୟ ଜାଣେ—"
“ସକେ !” ସତ୍ତ୍ୱେଶମୀ ଅଳ୍ପା କଲ ପଈଁ ଛୁଗୁଲେଇଲ, ଡାକ ଆଣ୍ଠୁନ
?”
"ଏଡ଼େ ସାଧାରଣ ସେ, ଡାକିଦେଲେ ସଢେରେ ଘରକୁ ଆସିବେ । ରୁମେ ଭବନ୍ଥ ମୁଁ ମିଛରେ କରୁଛୁ ? ସେ ସେମିତ୍ତ ଲେକ, ଅସ୍ଥ ମେଲାପି । ବାରେ ଲେକଙ୍କୁ ଅଳ୍ପକେଇ ପିଠି ଥାପୁଡ଼େଇ ଦୁଃଖସୁଖ ପରୁଛନ୍ତି, ଏଇ କେଇବା ଦିନରେ ଲେକେ କ ଭଲ ପାଉଛନ୍ତ ଢାଙ୍କୁ । ବାସ୍ତବକ୍, ଏମିଷରେ ↓କଈ କଈବାରେ ସୁଖ
“ଭଲ ହେଲ, ବହୃତ କ ପାଇଥୁଲ, ଦନାକେତେ ସୁଖ କର । ଆରେ ହର୍ଷା, ବାରୁଙ୍କୁ ଘଷି ଦେ ।”
ଖଟରେ ଗଡ଼ପଡ଼ଢ ହୋଇ ବର୍ଗୀଦତ୍ତ ଦାସ୍ ଆଖି ଆଗରେ ସୁଖ ଦେଖୁ
ଅଲ, ସେ ସୁଖରେ ଅଛ, ଭବିଷ୍ୟତ ଦଶୁ - ଉତ୍କଳ । କାଲପର ଗୁe, ଅମାୟି କ ବ୍ୟବହାର, ସେ ଆଣାପ୍ରଦ ଆସିଲଣି । ତା ପରେ ନୂଆ ସାହେବର
ଅଲସ ହୋଇ ଭବି ନଜର ତନ୍ତାକୁ ସୁଷମ ରୂପ ଦେଉଥଲ— କିଆ ଗୃହେଁ କ’ଣ ? ଖାଈ ଅର୍ଥ-ଉନ୍ନତ୍ତ ? ଅର୍ଥୋନ୍ନର ଅଗ ଅବଶ୍ୟ, ନ ହେଲେ ସେ କଣ୍ଠ କଣ୍ଠରୁ କାହିଁକି ? କଠୋର କରିବ୍ୟ ପାଲନକଈ ସଭ୍ୟ-ବ୍ରଭର ଧ୍ଵଜା ଉଡ଼େଇବାକୁ ବଳୀଦତ୍ତ ଦାସ ପଘାରେ ବାନ୍ଧଦେଇ ନାହଁ ନଳର ମଣିଷପଣ, -ସେଥପାଇଁ ବକ ନାହଁ ନଜର ଅୟୁଷ, ଦୁର୍ଲଭ ଏ ମଣିଷ ଜନ୍ମ । ସେ ମୂଖ ନୁହେଁ, ଦଗଭ୍ରଷ୍ଟ ହୋଇନାହଁ । ସେ
ଅର୍ଥାଗ ର୍ଥାଗମ ସଙ୍ଗେ ସଙ୍ଗେ ଭୁଦ୍ରାଇ ରୁହାଇ ବଢ଼ି ଯାଉଥାନ୍ତା। ପଦ ଅନ୍ୟ ସମସ୍ତ ଙ୍କି ୪ଟି ଉପରକୁ ଉପର ରୁ, ଆ କଈ ଗୃହଁ ରହନ୍ତେ ଅନ୍ୟମାନେ, ବାରମ୍ବାର ଉଦ୍ଘର ପାଇ
ଉପରକର ମଧୁର ବ୍ୟବହାର, ଈଶ୍ଵାସ, ସମ୍ମାନ, -ଗୋଟାଏ ଆଶଙ୍କା-ଶୂନ୍ଯ । ଆଇଙ୍କ-ଶୂନ୍ୟ ସ୍ଥିଦ୍ଧ । । ବେପରବା ।