ଦାନା ପାଣି
କେତେଗୁଡ଼ିଏ ସାଧାରଣ କଥା ଭାର ଆଦୃତ୍ତ ହୋଇ ଅଭ୍ୟାସରେ ପଢ଼ଯାଇଛୁ । ବେଖି ସେ କୁଆଡ଼େ ଯାଏନାହଁ । ଗଲେ ଯାଏ କୌଣସି ବଶେଷ ଉଦ୍ଦେଶ୍ୟ ଘେନ୍ଧ ଏବଂ ଅଫିସ୍ ବା କୁମ୍ପାମ ସହତ ସଂଯୁକ୍ତ ଯଦ୍ଧ . କାହାକୁ ଦେଖେ, ହଠାତ୍ ସାଧାରଣ ବନ୍ଧାଗଢ ପଣ ଆପେ ଆପେ ଢା ରୁଣ୍ଡରୁ ବାହାଈଯାଏ,— ‘ଓ8, ଅଂଶ ସେ କି କାମ ! ଝାଲି ପୋଛବାକୁ ଫୁରସତ୍ ନାହଁ ।’” ସଙ୍ଗେ ସଙ୍ଗେ ସେ ଭାର କରଥବା କାମର ଗୋଟାଏ କଳ ଢ ବର୍ଣ୍ଣନା ଦିଏ, ଲେକେ ଶୁଣ୍ଡ, କିନ୍ତୁ କାନବାରେ ମୁଣ୍ଡକୁ ଘେନବା ପୂର୍ବରୁ ସଢ ମିଛ ବାଈବା ବାଛୁବା ସାଧାରଣ ମନର ପ୍ରନ୍ଧି ଦ୍ଵାର ବାହାରେ । ଏହି ମନସ୍ତର ସୁବଧାନେଇ ବଲୀଦତ୍ତ ପାଞ୍ଚକୁ ପନ୍ଦର ବୋଲି ବଖାଣି ବଢ଼ାଇ କହେ । କିଏ ଯେପଣ କେବେ ଉପଦେଶ ଦେଇଥଲ ବୋଲି ଭାର ସ୍ମରଣ ହୁଏ,— ଶାସ୍ତ୍ରଟିର ନା ବ୍ଳଫୋଲକ । ଗ୍ରସ୍ତରେ ସେ ଦୁ ଢଗାମୀ, ଅମ୍ଳ ବ୍ୟସ୍ତ । ପଟ୍ଟଈଲେ କହେ— ‘କାମର ଯେ ଭଡ଼, ଠିଆହେବାକୁ ବେଳ ଅଛୁ ନା !” ଏବଂ ସେତେବେଲେ ଯେ କେହ ଢାର ଘରକୁ ଭୁଲ ଆସିବ, ପଢାରେ ଡାକ ଶୁଣିଲମାଦେ ଘର ପ୍ରସ୍ତୁଢ । ପି ଝା6 ) । ପିଝାଇ ଦେଖିଲେ ଦେଖାଯାଏ,—ତେଲ୍ମରେ କାଗଜପନ୍ଧ ବଞ୍ଚାସ୍ତ୍ର, ଥାକ ଥାକ ହୋଇ ଫାଇ ଫାଇଲପନ୍ଧ, ଦୁଅ ଦୁଆତର ଠିÛ ପି ଖୋଲଅଛୁ, କଲମ୍ର ନଚ୍ ଓଦା । ଆପେ ଆଡ଼େଇ ଦେଇ ଅଗନ୍ତୁକକୁ । ଅଭ୍ୟର୍ଥନା । ଜଣାଇ ସେ କହେ, “କାମ କର କଈ ଅଣ୍ଡା କଣ ହେଊ I ଏଇ ଆସିଲ କେୱାଦନ ହେଲ, କନ୍ତୁ କଣ କେମିତ ଢାଙ୍କ ମନକୁ ପାଇଯାଇ ଯାଇଛୁ ସେ, ଯେତେ ବଡ଼ ବଡ଼ ବଡ଼ ଦାୟିତ୍ଵର କାମ ସରୁ ଲବ୍ଦ ଦେଉଚ୭ ମୋଶ ଉପରେ । କଣ କରେ ଭୁଲେଇବାକୁ ଢ ହେବ । କୁମ୍ପାନୀର ସ୍ବାର୍ଥକୁ ଦେଖିବାକୁ ହବ ଢ, ଲକ୍ଷ ଲକ୍ଷ ଲକ୍ଷ କ୍ଳଙ୍କାର କଥା । ନଭ ନ ଜଗିଲେ ଦ ଦରମା ହଜମ ହେବ କିପରି ? କୁମାନ ଯେ ମୋର ଅନ୍ନଦାଢା ।” ବ୍ଳଫୋଲଈ । ଗମ୍ଭୀର ହୋଇ ଉପଯୁକ୍ତ ଭଙ୍ଗ ଭଙ୍ଗୀରେ କହ ପାଈଲେ ଶୁଣିଲଲେକର ଢା ପ୍ରଶ୍ନ ଆସେ ଗମ୍ଭୀର ସମ୍ମାନ,—କିନ୍ତୁ ସେ ଦେଖେ,—ଭରୁକ ଏକା ନୁହେ ସେ ନଜେ ।
ପୂର୍ବ ଟ୍ରକରରେ ବନ୍ଧ କଗ୍ଳାମାନଙ୍କ ମେଲରେ ଥିବାବେଳେ ଲେ ସେ ଘରୁଥିଲ, —ଢା ଭଲ ସାଫଲ୍ୟକୁ ବଞ୍ଜନ ମଣି କାର୍ଯ୍ୟକଈବା ଲେକ ବେଶିନାହାନ୍ତ ଯେଉଁମାନେ ଥିଲେ ସେମାନଙ୍କ ଯୋଜନାରେ ବଚ୍ଚକ୍ଷଣ ସୂକ୍ଷ୍ମ ଭା ନଥୁଲ୍ ।
କିନ୍ତୁ ଏଠି ହଠାତ୍ ଦେଖୁଛୁ, କୁମ୍ପାଖର ଅଫିସର ଶ୍ରେଣୀରେ କେତେଜଣଙ୍କୁ ଛୁଡ଼ଦେଲେ, ମେଧାବୀ ଅନେକେ । ଏକା ରଣଜଭୂ ବାରୁ ଲୁହନ୍ତି, ଆହୁଈ ଅନେକେ, ଆଦୃଶ୍ ଅନେକେ । ନାନାପ୍ରକାର ସେମାନଙ୍କ ଉପାୟୁ,—ଲକ୍ଷ୍ୟ କଣ୍ଠ ଖାଢାରେ ଝିପି ଶିଖିଲ ଭଲ । ନାନାପ୍ରକାର ପ୍ରଚେଷ୍ଠା, — ସ୍ଥୂଳରୁ ସୂ କ୍ଷଯାକେ । ବଲୀ4Q ବହୁଲ ହୋଇପଡ଼େ । ଯେଉଁଠି ଏଡ଼େ ବଡ଼ ବଢ଼